ନନ୍ଦନକାନନକୁ ଆସିଲେ ୪ ଓଟପକ୍ଷୀ
ବାରଙ୍ଗ,୨୨।୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଗୁରୁବାର ଅପରାହ୍ନରେ ହାଇଦ୍ରାବାଦରୁ ଗୋଟିଏ ଅଣ୍ଡିରା ଓ ୩ଟି ମାଈ ଓଟପକ୍ଷୀ ଅଣାଯାଇଛି। ଫଳରେ ଏହି ପ୍ରଜାତିର ଓଟପକ୍ଷୀ ସଂଖ୍ୟା ନନ୍ଦନକାନନରେ ବୃଦ୍ଧି ପାଇଛି। ବେଗମ୍ପେଟସ୍ଥିତ ଏକ ସଂସ୍ଥାରୁ ଉପହାର ସ୍ବରୂପ ଏହି ନୂଆ…
ଖାଦ୍ୟ, ପିଇବା ପାଣି ପାଇଁ ଡହଳବିକଳ
ଖୋର୍ଦ୍ଧା,୨୨ା୯(ପ୍ରଭାତ ପାଣିଗ୍ରାହୀ): ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ମହାନଦୀ ଫୁଲୁଛି। ଏହାର ଶାଖା ନଦୀ ରାଜୁଆର ପଛୁଆଜଳ ଖୋର୍ଦ୍ଧା ବ୍ଲକ ଓରବରସିଂ ପଞ୍ଚାୟତରେ ପ୍ରବେଶ କରିବାରୁ ୧୦ଟି ଗ୍ରାମର ଚାଷଜମି ଜଳମଗ୍ନ ହୋଇଛି। ହିରିମୂଳ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ…
ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଣ
ନିରାକାରପୁର,୧୯।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତ ନିକଟସ୍ଥ ରାଜୁଆ, ଦୟା, ମକରା ନଦୀର ଲେଉଟାଣି ପାଣି ଯୋଗୁଁ ପଞ୍ଚାୟତର ହିରିମୂଳ ଗ୍ରାମରେ ଗତ ୨ଦିନଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତବର୍ଷର ଏହା ଦିତୀୟ ବନ୍ୟା। ବନ୍ୟା…
ହିରିମୂଳୁରେ ପଶିଲା ବନ୍ୟାଜଳ
ନିରାକାରପୁର,୧୮ା୯(ମାନସ ଚନ୍ଦ୍ର ପଟ୍ଟନାୟକ): ହୀରାକୁଦ ଜଳସ୍ତର ବଢ଼ିବା ଯୋଗୁ ବନ୍ୟାଜଳ ନିଷ୍କାସନ ପାଇଁ ୨୬ଟି ଗେଟ୍ ଖୋଲାଯାଇଛି। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତର ହିରିମୂଳୁ ଗାଁ ଭିତରେ ଏହି ବନ୍ୟାଜଳ ପଶିଯିବାରୁ ଗ୍ରାମଟି ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ…
ନାହାନ୍ତି ଗଣିତ, ହିନ୍ଦୀ, ସଂସ୍କୃତ ଶିକ୍ଷକ
ନିରାକାରପୁର,୧୭।୯(ମାନସ ଚନ୍ଦ୍ର ପଟ୍ଟନାୟକ) ବିଦ୍ୟାଳୟର ଉନ୍ନତୀକରଣ ଓ ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହିତ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନା ସବୁ କେଉଁଠି ପହଞ୍ଚୁଛି ତ’ କେଉଁଠି ଅପହଞ୍ଚ । ଫଳରେ…
କାର୍ଯ୍ୟାଦେଶ ସତ୍ତ୍ୱେ କିସ୍ତି ମିଳୁନି
ଖୋର୍ଦ୍ଧା,୧୫ା୯(ପ୍ରଭାତ ପାଣିଗ୍ରାହୀ): ଆବାସ ଯୋଜନାରେ ଘର ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ହିତାଧିକାରୀ ହଇରାଣ ହେଉଛନ୍ତି। ଟାଙ୍ଗୀ ବ୍ଲକରେ ଆବାସ ଯୋଜନା ବାଟବଣା ହୋଇପଡିଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଦେଶ ସତ୍ତ୍ୱେ ହିତାଧିକାରୀଙ୍କ…
୩ ଦିବ୍ୟାଙ୍ଗଙ୍କ ଓଠରେ ଫୁଟିଲା ହସ
ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ)ମାନବିକତା ଦେଖାଇଛନ୍ତି ଖୋର୍ଦ୍ଧା ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ। ସେ ୩ ଦିବ୍ୟାଙ୍ଗଙ୍କୁ ସହଯୋଗ ଯୋଗାଇଦେଇଛନ୍ତି। ଫଳରେ ସେମାନଙ୍କ ମୁହଁରେ ହସ ଫୁଟିଛି। ପେଟ ପୋଷିବା ପାଇଁ ରାସ୍ତାରେ ଗଡ଼ିି ଭିକ୍ଷା ମାଗୁଥିଲେ ଏହି ୩ ଦିବ୍ୟାଙ୍ଗ। ଜଣେ ଦୁଇଗୋଡ଼ ଏବଂ…
ଶହୀଦ ସ୍ମୃତିିସ୍ତମ୍ଭ ଅବହେଳିତ
ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ସ୍ବାଧୀନତା ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ଶହୀଦ ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହୋଇଥିଲା। ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ମୃତିସ୍ତମ୍ଭକୁ ଉଦ୍ଘାଟନ କରିଥିଲେ। ତେବେ ଏହି ସ୍ମୃତିସ୍ତମ୍ଭ…
ଆକର୍ଷଣ ସାଜିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୨୦ ବେଶ
ଜଟଣୀ,୧୧।୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସମସ୍ତେ ନିଜ ତୋରଣକୁ ଅନ୍ୟଠୁ ଭିନ୍ନ ଓ…
ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ
ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍ଘାଟନ ସହ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଥିଲା।…
କାଲିଠୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ
ବାଣପୁର,୧୧ା୯(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୂଳ ପଞ୍ଚାୟତ ଅଶରୀପାଟଣା ଗ୍ରାମର ବାସୁଦେବ ନାୟକ(୪୦) ରବିବାର ପୂର୍ବାହ୍ନରୁ କେଉଁଆଡେ ଚାଲିଯାଇ ଘରକୁ ଫେରି ନ ଥିବା କହିଥିଲେ ତାଙ୍କ ପରିବାର ଲୋକେ। ତେବେ ଆଜି ସକାଳୁ ପାନ୍ଥନିବାସ ଜେଟି…
ସିଙ୍ଗଲ ଓ୍ବିଣ୍ଡୋରେ ମିଳିବ ଗଣେଶ ପୂଜା ଅନୁମତି
ଜଟଣୀ,୧୦ା୯(ରବୀନ୍ଦ୍ର ନାଥ ମହାକୁଡ଼)ଆସନ୍ତା ୧୯ତାରିଖରେ ଗଣେଶ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ଗଣେଶ ପୂଜା ଓ…
Archives


