ଖୋର୍ଦ୍ଧା

ଗାଁରେ ପଶି ପାଚେରୀ ଭାଙ୍ଗିଲେ ହାତୀପଲ

ନିରାକାରପୁର,୨୭।୭(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ଅଧୀନରେ ଗୟାବନ୍ଧ ସଂଖ୍ୟାଲଘୁ ସାହିରେ ଜଙ୍ଗଲୀ ହାତୀ ପଶି ଘର ପାଚେରୀ ଭାଙ୍ଗିଥିବା ଜଣାପଡିଛି। ଦୀର୍ଘ ଦିନ ଧରି ଅଞ୍ଚଳରେ ୪ଟିକିଆ ହାତୀପଲ ରହି ଖାଦ୍ୟ ଅନ୍ବେଷଣରେ ଗାଁ ମୁଁହାଁ ହୋଇ…

ସ୍ତ୍ରୀ ସରପଞ୍ଚ, ସ୍ବାମୀ ଚଳାଉଛନ୍ତି ପଞ୍ଚାୟତ, ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ…

ଖୋର୍ଦ୍ଧା, (ପ୍ରଭାତ ପାଣିଗ୍ରାହୀ),୨୫।୭: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଦଳେଇ ସାହି ପଞ୍ଚାୟତ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ ଆଣିଲେ ଉକ୍ତ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର। ଏନେଇ ଉପଜିଲାପାଳ କିଶୋର ଚନ୍ଦ୍ର ପଣ୍ଡାଙ୍କ ନିକଟରେ ଲିଖିତ ଅଭିଯୋଗ…

ବ୍ୟାପିଲା ବାର୍ଡ ଫ୍ଲୁ, ମରାଗଲା ୪୦୭ ବତକ

ଖୋର୍ଦ୍ଧା,୨୫।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଖୋର୍ଦ୍ଧା ବ୍ଲକ ଜଂକିଆ ମୁଣ୍ଡାଆମ୍ବ ବାର୍ଡ ଫ୍ଲୁ ଘୋଷଣା କରାଯାଇଛି। ଗତକାଲି ପ୍ରଥମ ଦିନରେ ୪୫୦୭ କୁକୁଡା ମରାଯାଇ ପୋତାଯାଇଛି । ଦ୍ବିତୀୟ ଦିନରେ ବି ଏହି ଅଭିଯାନ ଜାରି ରହିଛି। ଶୁକ୍ରବାର ଦ୍ୱିତୀୟ ଦିନରେ…

ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍‌ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା

ବାରଙ୍ଗ,୧୫।୭(ଲିଙ୍ଗରାଜ ରାଉତ): ଅରିଲୋସ୍ଥିତ ଓମ୍‌ଫେଡ ପ୍ଲାଣ୍ଟରେ ଅସ୍ଥାୟୀ କର୍ମଚାରୀମାନେ ମଙ୍ଗଳବାର ଧାରଣାରେ ବସିଛନ୍ତି। ଉତ୍କଳ ଓମ୍‌ଫେଡ ୱାର୍କର ୟୁନିଅନ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଓମ୍‌ଫେଡ ପ୍ଲାଣ୍ଟରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ…

ବ୍ୟବସାୟୀଙ୍କ ଘରେ ଅବକାରୀ ଚଢାଉ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ସଦର ଥାନା ଭାଟପୁର ଗାଁରେ ଶୁକ୍ରବାର ଏକ ବଡ଼ ଧରଣର ଅବକାରୀ ଚଢ଼ାଉ ହୋଇଛି। ବ୍ରାଉନ ସୁଗାର କାରବାର ନେଇ ଜଣେ ବ୍ୟବସାୟୀଙ୍କ ଘରେ ଏହି ଚଢାଉ କରାଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଚଢାଉ ବେଳେ…

ଜଗା ପ୍ରଧାନଙ୍କୁ ମିଳିଲା ଜାମିନ: ୩୦ ହଜାର ଟଙ୍କା ବଦଳରେ…

ଭୁବନେଶ୍ୱର,୯।୭: ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି। ଖୋର୍ଦ୍ଧା ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି। ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ମିଳିଛି ଜାମିନ। ନିକଟରେ BMC ଅଧିକାରୀଙ୍କୁ ମାଡ଼ ଘଟଣାରେ…

୪ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା

ଖୋର୍ଦ୍ଧା,୪।୭: ଖୋର୍ଦ୍ଧା ବଧାପୋଖରୀ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ଶୁକ୍ରବାର ପର୍ଦ୍ଦାଫାଶ କରିଛି। ୪ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ହତ୍ୟା କାଣ୍ଡରେ ସଂଶି୍ଲଷ୍ଠ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା…

ରଥଯାତ୍ରା ଦଳଚକଟା ଘଟଣା: ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଚେକ୍‌ ଦେଲେ ମନ୍ତ୍ରୀ

ଖୋର୍ଦ୍ଧା,୨ା୭(ପ୍ରଭାତ ପାଣିଗ୍ରାହୀ): ପୁରୀ ଶ୍ରାଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କର ମୃତ୍ୟୁଘଟିଛି। ଏହି ଘଟଣାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମର ବାସନ୍ତୀ ସାହୁଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବରଣ କରିଥିବା ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୫ଲକ୍ଷ ଟଙ୍କା…

ସୋଲଫୁଲରେ ଝଲସିବ ୩ ରଥ: ସେବାରେ ଗୁରୁଜଙ୍ଗ ଭୋଇ ପରିବାର

ଖୋର୍ଦ୍ଧା,୨୩ା୬(ପ୍ରଭାତ ପାଣିଗ୍ରାହୀ)ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ରଥ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ରତ୍ନବେଦି ଛାଡ଼ି ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚାକୁ ବିଜେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଅନ୍ୟପଟେ ତିନି ରଥରେ ଝଲସିବ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହି ରାଜକିଶୋର ଓ…

ରାଜପଥରେ ଓଲଟିଲା ଯାତ୍ରୀବାହୀ ବସ୍‌

ଖୋର୍ଦ୍ଧା,୧୫ା୬(ପ୍ରଭାତ ପାଣିଗ୍ରାହୀ): ୧୬ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଡ୍ରାଇଭର ଭାରସାମ୍ୟ ହରାଇ ବସ୍‌ଟିକୁ ଡିଭାଇଡରରେ ପିଟି ଦେବାରୁ ଏହା ଓଲଟି ପଡ଼ିଥିଲା। ଫଳରେ ୭ ଜଣ ଗୁରୁତର ହୋଇଛନ୍ତି। ୧୫ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଶିଳ୍ପାଞ୍ଚଳ…

ମା’ ହେଲା ଧଳାବାଘୁଣୀ ମୌସୁମୀ, ଦୁଇ ଛୁଆକୁ ଦେଲା ଜନ୍ମ, ହୋଇପାରିନି ଲିଙ୍ଗ ନିର୍ଣ୍ଣୟ

ବାରଙ୍ଗ,୮ା୬(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି।…

ମହାପ୍ରଭୁଙ୍କ ପାଟବସ୍ତ୍ର ବୁଣୁଛନ୍ତି ଦିବ୍ୟାଙ୍ଗ କାର୍ତ୍ତିକେଶ୍ୱର

ଖୋର୍ଦ୍ଧା,୨ା୬(ପ୍ରଭାତ ପାଣିଗ୍ରାହୀ): ସେ ହେଉଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଙ୍ଗ ସେବକ। ନା ସେ ଠିକ୍‌ଭାବେ ଚାଲିପାରୁଛନ୍ତି, ନା ଠିକ୍‌ ଭାବେ କାମ କରିପାରୁଛନ୍ତି, ତଥାପି ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ସେବା ପାଇବା ଲାଗି ତାଙ୍କ ମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?