ଖୋର୍ଦ୍ଧା ଜିଲାର ୩ ପ୍ରବେଶ ପଥ ସିଲ୍
ଖୋର୍ଦ୍ଧା ଅଫିସ,୧ା୪: ଲକଡାଉନକୁ ଅଧିକ କଡ଼ାକଡି କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ମଙ୍ଗଳବାର ଠାରୁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ସୀମାକୁ ସିଲ କରାଯାଇଛି। ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଜିଲା ମଧ୍ୟକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ…
୨୧୦ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ
ଖୋର୍ଦ୍ଧା ଅଫିସ,୩୦।୩: କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଲାଗି ଖୋର୍ଦ୍ଧା ଜିଲାର ୧୯୦ ପଞ୍ଚାୟତ, ଖୋର୍ଦ୍ଧା, ଜଟଣୀ ପୌରାଞ୍ଚଳ, ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୨୧୦ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିଲାଗି ପ୍ରତି ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ଏହି…
ଶ୍ମଶାନ ପାଖରୁ ମିଳିଲା ନିଖୋଜ ଯୁବକଙ୍କ କଙ୍କାଳ
ଜଟଣୀ,୩୦।୩(ଡି.ଏନ.ଏ): ମାସକ ତଳେ ନିଖୋଜ ଥିବା ଯୁବକଙ୍କ କଙ୍କାଳ ରବିବାର ନିଜ ଗ୍ରାମ ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରୁ ମିଳିଛି। ମୃତକ ହେଲେ ଜଟଣୀ ଥାନା ଅଧୀନ ପଦନପୁର ଗ୍ରାମର ଅଟୋଚାଳକ ଚନ୍ଦନ ଛୋଟରାୟ (ଦୀପୁନା)। ଚନ୍ଦନ ଆତ୍ମହତ୍ୟା କରିଥିବା…
୨ଶହ ଗରିବଙ୍କୁ ରନ୍ଧାଖାଦ୍ୟ ଦେଲେ ସ୍ବେଚ୍ଛାସେବୀ
ଖୋର୍ଦ୍ଧା ଅଫିସ,୨୯ା୩ : କରୋନା ଭୂତାଣୁ ସଂକ୍ରମଣ ଲାଗି ସାରା ଲକ୍ଡାଉନ ହୋଇଛିି। ଏହାର ପ୍ରଭାବରେ ଅସହାୟ, ଗରିବ, ଖଟିଖିଆ, ବୃଦ୍ଧାବୃଦ୍ଧା ବିଶେଷ ପ୍ରଭାବିତ ହୋଇଛନ୍ତି। ଭୋକ ଉପାସରେ ଦିନ କାଟୁଥିବାରୁ ଏମାନଙ୍କ ଲାଗି ଆଗେଇ ଆସିଛନ୍ତି ଖୋର୍ଦ୍ଧା ବିକାଶ ପରିଷଦ,…
ପେଟ ପୋଷିବା ଚିନ୍ତାରେ ଫୁଟ୍ପାଥ୍ ବେପାରୀ
ଖୋର୍ଦ୍ଧା ଅଫିସ,୨୯ା୩: ସମ୍ପ୍ରତି ଲକ୍ଡାଉନ ଯୋଗୁ ଗାଡ଼ି ଚଳାଚଳ, ଦୋକାନବଜାର ସବୁ ବନ୍ଦ ରହିଛି। କଟକଣା ଯୋଗୁ କେହି ଘରୁ ପଦାକୁ ବାହାରୁନାହାନ୍ତି। ଏଭଳିସ୍ଥିତିରେ ଦିନମଜୁରିଆ, ଫୁଟଫାଥ ବେପାରୀଙ୍କ ଜୀବିକା ପ୍ରଭାବିତ ହୋଇଛି। ଖୋର୍ଦ୍ଧା ସହରର ହାବେଳି ପଡ଼ିିଆ ରାସ୍ତା କଡ଼ରେ…
ଲୋକଙ୍କୁ ହାତ ଯୋଡ଼ିିଲେ ଖୋର୍ଦ୍ଧା ଏସ୍ପି
ଖୋର୍ଦ୍ଧା ଅଫିସ,୨୯।୩: କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଲୋକଙ୍କ ମଧ୍ୟରେ କୌଣସି ଫରକ ପଡୁନାହିଁ। ଶନିବାର ଏସ୍ପି ଅଜୟ ପ୍ରତାପ ସ୍ବାଇଁ ନୂଆ ବସଷ୍ଟାଣ୍ଡରେ ବିନା କାରଣରେ ବାଇକରେ ବୁଲୁଥିବା ବ୍ୟକ୍ତିମାନଙ୍କୁ ହାତ…
ଖୋର୍ଦ୍ଧା ସହରର ସବୁ ରାସ୍ତା ସିଲ୍: ସମସ୍ତ ଥାନାଧିକାରୀଙ୍କ ଫୋନ୍ ନମ୍ବର ଜାରି
ଖୋର୍ଦ୍ଧା ଅଫିସ, ୨୯ା୩: ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଖୋର୍ଦ୍ଧା ସହରର ୩ ପ୍ରମୁଖ ପ୍ରବେଶପଥ ଯଥା ନୂଆ ବସ୍ଷ୍ଟାଣ୍ଡ, ଚଣ୍ଡିଚୁଆ ଛକ ଏବଂ ମୁକୁନ୍ଦପ୍ରସାଦ ଛକକୁ ସିଲ କରାଯାଇଛି।…
ଅସୁରକ୍ଷିତ ଗଜରାଜ
ହାତୀଙ୍କ ଲାଗି ଅସୁରକ୍ଷିତ ହୋଇଛି ଖୋର୍ଦ୍ଧା ବନଖଣ୍ଡ। ଗତ ୧୫ବର୍ଷରେ ଏହି ବନଖଣ୍ଡରେ ଯାଇଛି ୭ ହାତୀଙ୍କ ଜୀବନ। ୧୧ବର୍ଷରେ ଘଟିଛି ୨୦ଜଣଙ୍କ ପ୍ରାଣହାନୀ। ଏଥିପାଇଁ ବନ ବିଭାଗର ଆନ୍ତରିକତା ଅଭାବ ଏବଂ ଜିଲା ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ପରିବେଶପ୍ରେମୀ।…
୫ ବିଦେଶ ଫେରନ୍ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଗଲା
ଖୋର୍ଦ୍ଧା ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶୁକ୍ରବାର ଜିଲାର ୫ଜଣ ବିଦେଶ ଫେରନ୍ତା ବ୍ୟକ୍ତିଙ୍କର ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ରିଜିଓନାଲ ମେଡିକାଲ ଗବେଷଣା କେନ୍ଦ୍ରକୁ ପଠାଯାଇଛି।…
ଘରେ ଜଳୁନି ଚୁଲି, ଚିନ୍ତାରେ ଦିନମଜୁରିଆ
ଖୋର୍ଦ୍ଧା ଅଫିସ,୨୭ା୩: ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାଦ୍ୱାରା ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ସେମାନେ କାମଧନ୍ଦା ପାଉ ନ ଥିବାରୁ ଅସୁବିଧାରେ ଚଳୁଛନ୍ତି। ଅଧିକାଂଶ ଲୋକଙ୍କ ଘରେ…
ଲକ୍ଡାଉନ୍ ପ୍ରଭାବ: ବଜାରରୁ ଆଳୁ, ପିଆଜ ଉଭାନ୍
ଖୋର୍ଦ୍ଧା ଅଫିସ,୨୫।୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ବିଭିନ୍ନ ସତର୍କତା ଅବଲମ୍ବନ କରୁଛନ୍ତି। କେନ୍ଦ୍ର ସରକାର ମଙ୍ଗଳବାର ମଧ୍ୟରାତ୍ରରୁ ସମ୍ପୂର୍ଣ୍ଣ ଲକ୍ଡାଉନ ଘୋଷଣା କରିବା ପରେ ବୁଧବାର ବଜାରରୁ ଆଳୁ ଓ ପିଆଜ ଉଭାନ୍ ହୋଇଯାଇଥିବା ଦେଖିବାକୁ ମିଳୁଛି।…
ପ୍ରଶାସନ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ଉଠା ଦୋକାନୀ: ବିରକ୍ତି ପ୍ରକାଶ କଲେ ଜିଲାପାଳ
ଜଟଣୀ,୨୫।୩(ଡି.ଏନ୍.ଏ.): କରୋନା(କୋଭିଡ୍-୧୯) ଭାଇରସ୍ ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଜଟଣୀର କେତେକ ବଜାରରେ ବୁଧବାର ସକାଳେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ସୀତାରାମ ଛକ, ବଡ଼ବଜାର, ରେଲ୍ୱେ ମାର୍କେଟ, ଦୁର୍ଗା ମାର୍କେଟରେ ସକାଳୁ…
Archives


