ଖୋର୍ଦ୍ଧା

ମହିଳା ପୋଲିସ ଅଧିକାରୀଙ୍କ କରୋନା ଗୀତ ଭାଇରାଲ

ଖୋର୍ଦ୍ଧା ଅଫିସ,୨୭ା୪ : ସାରା ବିଶ୍ୱ ଆଜି କରୋନା ଯୋଗୁ ଆତଙ୍କିତ ଅବସ୍ଥାରେ ରହିଛି। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। ଏ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାରଙ୍କଠାରୁ ବିଭିନ୍ନ…

ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି

ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ କରାଯାଉଛି।…

ବନ୍ଦ ଘରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ତୋଟାପଡାସ୍ଥିତ ଏକ ବନ୍ଦ ଘରର ତାଲା ଭାଙ୍ଗି ପୋଲିସ ଓ ଅବକାରୀ ବିଭାଗ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନାମୀଦାମୀ କମ୍ପାନୀର ବିଦେଶୀ ମଦ ଶୁକ୍ରବାର ଜବତ କରିଛି। ଘର ମଧ୍ୟରେ…

ନକଲି ମଦ କାରଖାନା ଠାବ

ଖୋର୍ଦ୍ଧା ଅଫିସ/ ବେଗୁନିଆ,୨୫ା୪(ଡି.ଏନ.ଏ.): ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ରାସୋଳ ଗଁ। ନିକଟ ଏକ ନିଛାଟିଆ ଘରେ ଚାଲିଥିବା ନକଲି ମଦ କାରଖାନା ଉପରେ ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଶୁକ୍ରବାର ଚଢାଉ କରିଛି।…

ସଚେତନ ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଉଛିି ଖୋର୍ଦ୍ଧା ପୋଲିସ

ଖୋର୍ଦ୍ଧା ଅଫିସ,୨୪।୪ : କରୋନା (କୋଭିଡ-୧୯) ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଶୁକ୍ରବାର ଅଭିନବ ପ୍ରୟାସ…

ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍‌ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ ସାହାଯ୍ୟରେ ଡେଲି ମଦ ଆଣାଯାଇ ବେପାର ହେଉଥିଲା। କୌଣସି ସୂତ୍ରରୁ ଖବରପାଇ ଶୁକ୍ରବାର ସକାଳେ…

ସଫେଇ କର୍ମଚାରୀଙ୍କୁ ପାଣି, ଫୁଲ ପକାଇ ସମ୍ମାନିତ

ଜଟଣୀ ୨୧ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାରେ ଅଗ୍ରଦୂତ ସାଜିଥିବା ଡାକ୍ତର, ନର୍ସ, ପୋଲିସ ଓ ସଫେଇ କର୍ମଚାରୀ ଜୀବନକୁ ବାଜି ଲଗାଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ସେବାରେ ଲାଗି ପଡିଥିବା ଜଟଣୀ ମ୍ୟୁନିସିପାଲିଟି ଅଞ୍ଚଳରେ କାର୍ଯ୍ୟରତ ୧୦୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କୁ…

ଚାଷୀଙ୍କ ଦୁଃଖ ସରୁନି

ଖୋର୍ଦ୍ଧା ଅଫିସ,୨୦ା୪ : ବର୍ତ୍ତମାନ ଲକଡାଉନ ଯୋଗୁ ଚାଷୀକୂଳ ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷେତରେ ପନିପରିବା ଶୁଖି ଓ ପଚିଶଢି ନଷ୍ଟ ହେଉଥିବାବେଳେ ଯାହା କିଛି ଅମଳ ହେଉଛି ତାହାକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିପାରୁନାହିଁ ଚାଷୀ। ଫଳରେ ଚାଷୀ ମନରେ…

ନାଭାଲ ଛକରେ ସିରିଜ୍‌ ଦୁର୍ଘଟଣା: କାରକୁ ସାଇଡ୍‌ ଦେବାକୁ ଯାଇ ୬ ଅଟୋକୁ ଧକ୍କା ଦେଲା ଅଏଲ ଟ୍ୟାଙ୍କର

ଖୋର୍ଦ୍ଧା ଅଫିସ, ୨୦।୪: ଖୋର୍ଦ୍ଧା ଜିଲା ନାଭାଲ ଛକ ୧୬ ନଂ. ଜାତୀୟ ରାଜପଥଠାରେ ସୋମବାର ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ଅଏଲ ଟ୍ୟାଙ୍କର ସମ୍ମୁଖରୁ ଆସୁଥିବା କାରକୁ ସାଇଡ୍‌ ଦେବାକୁ ଯାଇ ରାସ୍ତା କଡ଼ରେ ଥିବା ଅନ୍ୟ ୬ଟି ଅଟୋକୁ…

ଅନ୍‌ଲାଇନରେ ଆରମ୍ଭ ହେଲା ପାଠପଢ଼ା: ୭୨୧୩ ଗ୍ରୁପ୍‌ରେ ଯୋଡ଼ିହେଲେ ୫୫ ହଜାର ଛାତ୍ରୀଛାତ୍ର

ଖୋର୍ଦ୍ଧା ଅଫିସ,୨୦ା୪: କରୋନା ଲାଗି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ପର୍ଯ୍ୟନ୍ତ ଜାରି ରହିଛି। ରାଜ୍ୟ ସରକାର ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ପାଠପଢା ବନ୍ଦ ରଖିଛନ୍ତି। ଛୁଟି ସମୟରେ ପିଲାଙ୍କୁ ପାଠପଢା ଲାଗି ରବିବାର…

ଆସୁଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା: ଧାର୍ଯ୍ୟ ସମୟରେ ବସ୍ତ୍ର ଯୋଗାଣକୁ ନେଇ ଚିନ୍ତା

ଖୋର୍ଦ୍ଧା ଅଫିସ,୨୦ା୪: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାରମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇଥାଏ। ସେଥିମଧ୍ୟରୁ ଶ୍ରେଷ୍ଠ ହେଉଛି ରଥଯାତ୍ରା। କାଳିଆ ସାଆନ୍ତ, ବଡଠାକୁରଙ୍କ ସହ ଭଉଣୀ ଦେବୀ ସୁଭଦ୍ରା ରତ୍ନ ସିଂହାସନରୁ ଓହ୍ଲାଇ ଆସି ନବଦିନାତ୍ମକ ଘୋଷଯାତ୍ରାରେ ବାହାରିଥାନ୍ତି। ମହାପ୍ରଭୁଙ୍କ…

ବାଲୁଗାଁ ବାଇପାସ୍‌ରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଅଫିସ/ବାଲୁଗାଁ,୧୯ା୪(ଡି.ଏନ୍‌.ଏ.) : ଚିଲିକା ଅଲାଇଡିହ ନିକଟସ୍ଥ ବାଇପାସ୍‌ ଉପରେ ରବିବାର ଏକ କଲରାପତରିଆ ବାଘର ମୃତଦେହ ବନ ବିଭାଗ ଉଦ୍ଧାର କରିଛି । କୌଣସି ଅଜଣା ଗାଡ଼ ି ଧକ୍କାରେ ବାଘ ର ମୃତ୍ୟୁ ଘଟିଥିବା ବନ ବିଭାଗ ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?