ଆଉ ଏକ ବିଦ୍ରୋହ ପାଇଁ ବାଜିଲା ବୀର ଧ୍ୱନି
ଭୁବନେଶ୍ୱର, (ବ୍ୟୁରୋ)/ଖୋର୍ଦ୍ଧା ଅଫିସ, ୧୮ା୧୨: ୧୮୧୭ ମସିହା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଓ ପାଇକ ସ୍ମାରକୀ ନିର୍ମାଣ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ବୀର ମହାସଂଘ। ରାଜ୍ୟର ପାଇକଙ୍କୁ ଏକାଠି କରିବା ସହ ଆଉଏକ…
କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଜନ୍ମସ୍ଥାନରୁ ମାଟି ଗଲା ରେଭେନ୍ସା
ବାଲିପାଟଣା,(ଡି.ଏନ.ଏ)-ରେଭେନ୍ସା କଲେଜ ଇଷ୍ଟ ହଷ୍ଟେଲ ଆଲୁମିନି କମିଟି ପକ୍ଷରୁ ସବୁଜ ଯୁଗର କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଶ୍ୱନାଥପୁର ଗ୍ରାମସ୍ଥିତ ଜନ୍ମସ୍ଥାନରୁ ମାଟି ମଙ୍ଗଳବାର ସଂଗ୍ରହ କରାଯାଇ ରେଭେନ୍ସା ଇଷ୍ଟ ହଷ୍ଟେଲକୁ ନିଆଯାଇଛି। ସେହି ହଷ୍ଟେଲର ଅନ୍ତେବାସୀ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ…
ବିଏସ୍କେୱାଇରେ ସାମିଲ ହେଲା ଖୋର୍ଦ୍ଧା, ୯୮୮କୋଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା ଅଫିସ,୧୩।୧୨: ଖୋର୍ଦ୍ଧା ଜିଲା ବେଗୁନିଆ ବିଜୁ ପଟ୍ଟନାୟକ ପଡ଼ିଆଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବିଏସ୍କଓ୍ବୋଇ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଜିଲାରେ ୪ ଲକ୍ଷ କାର୍ଡ ବଣ୍ଟନ କରାଯିବାକୁ ଥିବା ବେଳେ ୧୪ ଲକ୍ଷ ହିତାଧୀକାରୀ ଉପକୃତ ହେବେ।…
ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ
ବାଲୁଗାଁ ,୧୩ା୧୨(ଡି.ଏନ୍.ଏ.): ବାଲୁଗାଁ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଶନିବାର ରାତିରୁ ପ୍ରଶାସନ ପକ୍ଷରୁ ଉକ୍ତ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି…
ହରିଣଛାଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଶେଷରେ…
ଖୋର୍ଦ୍ଧା ଅଫିସ,୧୦।୧୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲିପାଟଣା ଫରେଷ୍ଟ ରେଞ୍ଜ ଭିତରୁ ହରିଣ ଶିକାର କରି ତାର ଛାଲକୁ ବିକ୍ରି କରିବା ପାଇଁ ଯୋଜନା କରୁଥିଲା ବେଳେ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛନ୍ତି ୨ ହରିଣଛାଲ ବେପାରୀ । ସେମାନଙ୍କ ନିକଟରୁ ୫ଟି ହରିଣଛାଲ…
ବୋଲଗଡ଼ ମାଟିରେ ଥାଇଲାଣ୍ଡ ବରକୋଳି
ଖୋର୍ଦ୍ଧା ଅଫିସ, ୧୦ା୧୨: ଦେଶୀ ମାଟିରେ ଫଳୁଛି ବିଦେଶୀ ମାଟିର ବରକୋଳି। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ସାନକୁମ୍ଭାରୀ ଗାଁରେ ଥାଇଲାଣ୍ଡର ମିଠା ବରକୋଳି ଫଳୁଛି। ଏହି ଗ୍ରାମର ଦୁଇ ଭାଇ ରମେଶ ସେନାପତି ଓ ସୁବାସ ଚନ୍ଦ୍ର ସେନାପତି…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଅଫିସ,୭।୧୨: ଜଳସେଚନ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ବିଲ ପାସ କରାଇଦେବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରପଡିଛନ୍ତି। ତାଙ୍କ…
ପାଣିରେ ପଡ଼ିଛି ପାଚିଲା ଧାନ
ଖୋର୍ଦ୍ଧା ଅଫିସ/ବାଲୁଗାଁ/ଟାଙ୍ଗୀ,୬ା୧୨ (ଡି.ଏନ.ଏ.): ‘ଜଓ୍ବାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାଚିଲା ଧାନ ବିଲରେ ମିଶିଯାଇଛି। ଫଳରେ ବର୍ଷକର ଦାନାପାଣି ଉଜୁଡ଼ିବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଖୋର୍ଦ୍ଧା ଜିଲା ଅନ୍ତର୍ଗତ ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ବାଣପୁର, ଜଟଣୀ,…
ପ୍ରେମ ପାଇଁ ଅପହରଣ ନାଟକ: ଜେଲ ଗଲେ ଅଭିଯୁକ୍ତ
ନିରାକାରପୁର,୨୮ା୧୧(ଡି.ଏନ୍.ଏ.): ପ୍ରେମ ପାଇଁ ଅପହରଣ ନାଟକ ରଚିଥିବା ଅଭିଯୁକ୍ତଙ୍କୁ ଶନିବାର ଜଙ୍କିଆ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ହେଲେ ତୋଫାନ ବେହେରା। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏନେଇ ଥାନାରେ ଏକ…
ବନ୍ଧୁକ କାରବାରରେ କେବିଏନ୍ ଗ୍ୟାଙ୍ଗ
ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ଅପରାଧ ଘଟାଇ ଭିଡିଓ ଭାଇରାଲ କରି ରାଜଧାନୀରେ ଆତଙ୍କ ଖେଳାଇଥିବା ବୁବୁ ଜେନାଙ୍କ କେବିଏନ୍ ଗ୍ୟାଙ୍ଗ ସମ୍ପର୍କରେ ତଦନ୍ତବେଳେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଶନିବାର ସ୍ପେଶାଲ ସ୍କ୍ବାଡ୍ ଓ ନୟାପଲ୍ଲୀ ଥାନା ପୋଲିସ ନୟାପଲ୍ଲୀ ଆଇଆର୍ସି ଭିଲେଜସ୍ଥିତ…
ତାଲିକାରେ ଆଗୁଆ, କାମରେ ପଛୁଆ
ଜଟଣୀ,୨୮ା୧୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଷଷ୍ଠ ଏବଂ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ୨୦୨୦-୨୧ ମସିହାରେ ସ୍ବଚ୍ଛତା ଅଭିଯାନ ପରିପ୍ରେକ୍ଷୀରେ ଜଟଣୀ ପୌରପରିଷଦକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନ ପ୍ରଦାନ କରାଯାଇଥିବା…
ସନ୍ଧ୍ୟା ୬ ପରେ ନନ୍ଦନକାନନକୁ ପ୍ରବେଶ ମନା
ବାରଙ୍ଗ,୨୬।୧୧(ଡି.ଏନ୍.ଏ.): ସପ୍ତାହକୁ ଗୋଟେ ଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଛି। ଏହିଦିନ ପଶୁପକ୍ଷୀ କୋଳାହଳରୁ ଦୂରେଇ ରହିବା ସହ ପରିସରର ଆନୁଷଙ୍ଗିକ କାର୍ଯ୍ୟ କରିବା ନିମନ୍ତେ ସୋମବାର ନନ୍ଦନକାନନକୁ ବନ୍ଦ ରଖାଯାଇଛି। କେବଳ ଘରୋଇକରଣରେ ନେଇଥିବା ଠିକାଦାର ଓ କର୍ମଚାରୀଙ୍କ…
Archives


