ଖୋର୍ଦ୍ଧା

ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ…

3 years ago

ବେଗୁନିଆ ଅଞ୍ଚଳରେ ମାତିଲେ ପଥର ଚାଲାଣକାରୀ

ବେଗୁନିଆ,୧୩।୭(ହରପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ କିଛିଦିନ ହେବ ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଏବେ ସ୍ଥାୟୀ ତହସିଲଦାର ନାହାନ୍ତି। ତେଣୁ ଏହାର…

3 years ago

ରାସ୍ତାରେ ଭାସୁଛି ଡ୍ରେନ ପାଣି

ଖୋର୍ଦ୍ଧା,୧୨ା୭(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଡ୍ରେନ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାକୁ ଉଦ୍‌ବୃତ୍ତ ହୋଇଆସି ବର୍ଷା ଜଳରେ ମିଶୁଥିବାବେଳେ କୁଢ…

3 years ago

ସରିନି ଓଭରବ୍ରିଜ୍‌ କାମ, ନଡ଼ିଆ ଭାଙ୍ଗିଲେ ବିଧାୟକ

ଜଟଣୀ,୧୨।୭(ରବୀନ୍ଦ୍ରନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ (ଆନ୍ଧ୍ରବ୍ୟାଙ୍କ)ଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଚାଲିଥିବା ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି…

3 years ago

୨ୟ ଦିନରେ ବେଗୁନିଆ ବନ୍ଦ:  ଆନ୍ଦୋଳନକାରୀ ପୋଲିସ ଧସ୍ତାଧସ୍ତି  

ଖୋର୍ଦ୍ଧା ଅଫିସ,୧୧।୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବେଗୁନିଆରେ ଆଞ୍ଚଳିକ ସ୍ବାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ବନ୍ଦ ୨ୟ ଦିନରେ ପହଞ୍ଚିଛି । ରାସ୍ତା  ଅବରୋଧ ଯୋଗୁ…

3 years ago

ପାଇକ ସ୍ମାରକୀକୁ ନେଇ ଶ୍ରେୟ ରାଜନୀତି

ଖୋର୍ଦ୍ଧା ଅଫିସ,୧୦ା୭: ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଏ ଜାତିର ଗର୍ବ ଓ ଗୌରବ। ଏହି ବିଦ୍ରୋହକୁ ପ୍ରଥମ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ପାଇଁ…

3 years ago

ଚିଲିକାରୁ ୮୭୦ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୧୦ା୭(ସଂଗ୍ରାମ ପାଇକରାୟ): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଚିଲିକା…

3 years ago

ପ୍ରମାଣ ସତ୍ତ୍ୱେ ତଦନ୍ତ ପାଇଁ ପଛଘୁଞ୍ଚା

ଖୋର୍ଦ୍ଧା,୧୦ା୭(ପ୍ରଭାତ ପାଣିଗ୍ରାହୀ): ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ…

3 years ago

୧ କୋଟିର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ 

ଭୁବନେଶ୍ୱର,୯।୭: ଖୋର୍ଦ୍ଧା ଜିଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ଖବର…

3 years ago

ସୁଧୁରୁନି ସହରର ପରିମଳ ବ୍ୟବସ୍ଥା

ଖୋର୍ଦ୍ଧା,୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବଚ୍ଛତା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଠିକ୍‌ ଭାବେ ଖର୍ଚ୍ଚ ହୋଇପାରୁ ନ ଥିବା…

3 years ago