କେନ୍ଦୁଝର

କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ

କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର ୩ ଜଣଙ୍କୁ ରବିବାର ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। କମ୍ପ୍ୟୁଟର ତାଲିମ…

ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ

ଯୋଡ଼ା, ୧୫।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ଠାରେ ଚୋରା କୋଇଲା କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ନୀରବଦ୍ରଷ୍ଟା ସାଜିଛି। ଚୋରା କାରବାର ନେଇ…

ସିଦ୍ଧ ମଠରେ ସିଦ୍ଧ ଜଗନ୍ନାଥ

କେନ୍ଦୁଝର, ୧୫।୯(ଡି.ଏନ.ଏ.)-କେନ୍ଦୁଝରର ଜଗନ୍ନାଥ ସଂସ୍କୃତିର ଆରମ୍ଭ ବିଷୟରେ କୌଣସି ଠିକ୍‌ ତଥ୍ୟ ନ ଥିବା ପୁରୁଣାକାଳିଆ ଲୋକମାନେ କୁହନ୍ତି। ତେବେ ଜନଶ୍ରୁତି ଅନୁସାରେ କେନ୍ଦୁଝର ସହରଠାରୁ ୫କି.ମି. ଦୂରରେ ଥିବା ସିଦ୍ଧମଠଠାରେ ସିଦ୍ଧ ଜଗନ୍ନାଥଙ୍କୁ ପ୍ରତିଷ୍ଠିତ କରି ପୂଜାର ଆରମ୍ଭ କରିଥିଲେ…

ଗ୍ରାମସଭାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ଯୋଡ଼ା,୧୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ଏକ ଶିଳ୍ପସଂସ୍ଥାର କାରଖାନା ନିର୍ମାଣ ପାଇଁ ହୋଇଥିବା ଗ୍ରାମସଭାକୁ କେନ୍ଦ୍ରକରି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି। ଏ ନେଇ ଗଣ୍ଡଗୋଳର ଆଶଙ୍କା କରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି…

ବନବିଭାଗର ମିଳିତ ଚଢ଼ାଉ: ୪୦ ହଜାର ଟଙ୍କାର ଶାଳ କାଠ ଜବତ, ୨ ଗିରଫ

କେନ୍ଦୁଝର, ୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧୀନ ଦେଓଗାଁ ରେଞ୍ଜ ଭଗାମୁଣ୍ଡା ସେକ୍ସନ ହାତୀକୁଚା ଗ୍ରାମରେ ବନବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ୨ଜଣ କାଠ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪୦ ହଜାର…

ହେଲମେଟ୍‌ ନାହିଁ ତ ଚା’ ନାହିଁ

କେନ୍ଦୁଝର, ୧୪ା୯(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ନିକଟସ୍ଥ ସ୍ପଞ୍ଜ ଛକଠାରେ ଥିବା ଏକ ଚା’ ଦୋକାନ ଆଗରେ ଝୁଲୁଛି ଏକ ବ୍ୟାନର। କୌଣସି ବାଇକ ଆରୋହୀ ହେଲ୍‌ମେଟ ପିନ୍ଧି ନ ଥିଲେ ତାଙ୍କୁ ଚା’ ଦିଆଯିବ ନାହିଁ ବୋଲି ଏଥିରେ…

୨୨ ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝରର ଏକ ନିପଟ ଗାଁର ଜଣେ ମହିଳା ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ ମାସ ପରେ ଘରକୁ ଫେରିଛନ୍ତି। ସେ ନିଜ ଗାଁ ସ୍କୁଲରେ ଜଣେ ପାଚିକା ଭାବେ କାର୍ଯ୍ୟ କରୁଥିଲେ। ପାଚିକା…

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଗିରଫ, ଅଭିଭାବକ ମହଲରେ ଅସନ୍ତୋଷ

ଆନନ୍ଦପୁର,୧୩। ୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ନୂତନକରି ଆରମ୍ଭ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟକୁ ନେଇ ଅସନ୍ତୋଷ ଲାଗିରହିଛି। ଛାତ୍ରୀଛାତ୍ରଙ୍କ ଆବେଦନ ଫର୍ମ ଚୟନ ଏବଂ ସିଲେକ୍ସନ୍‌କୁ ନେଇ ଅନିୟମିତତା ହୋଇଥିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ତେବେ ନାମଲେଖାରେ କୌଣସି ଅନିୟମିତତା…

ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବା ଦାବି: ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ

ଆନନ୍ଦପୁର,୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ସୁଡୁସୁଡିଆ ବାଇପାସ୍‌ ଛକଠାରେ ଶୁକ୍ରବାର ଭାଜପା ପକ୍ଷରୁ ଘଣ୍ଟିକିଆ ରାସ୍ତାରୋକୋ ହୋଇଛି। ୨୦ ନଂ.ଜାତୀୟ ରାଜପଥ ଶାଳପଡାଠାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସ୍‌ ରୋଡର ଶୋଚନୀୟ ଅବସ୍ଥା, ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ…

ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ: ବହିଷ୍କାର ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦୁଝର, ୧୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଜନାର୍ଦ୍ଦନପୁର ପଞ୍ଚାୟତ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ୱାର୍ଡମେମ୍ବରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଉଚିତ୍‌ ପଦକ୍ଷେପ ନେବାକୁ ଶୁକ୍ରବାର ଉପଜିଲାପାଳଙ୍କୁ ସେମାନେ ସାକ୍ଷାତକରି ଦାବିପତ୍ର ପ୍ରଦାନ…

ହାଟଡ଼ିହୀ ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହୀ,୧୩।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆ ପଞ୍ଚାୟତ ଏଲକଣିଆ ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ମୋହନ ବେହେରାଙ୍କ ପୁଅ ବାମଦେବ(୧୯)। ବାମଦେବ ବାହାର ରାଜ୍ୟରେ ରହି କାର୍ଯ୍ୟ କରନ୍ତି। ଦେହ ଅସୁସ୍ଥ ହେବାରୁ ଅଳ୍ପଦିନ…

କ୍ଷତିଗ୍ରସ୍ତ ଆଦିବାସୀ ମହିଳାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ପଦ୍ମଶ୍ରୀ ଦୈତାରୀ ନାଏକ

କେନ୍ଦୁଝର,୧୩।୯(ସ୍ବ.ପ୍ର.) : ରାଜ୍ୟରେ ବିଭିନ୍ନ ଚିଟ୍‌ଫଣ୍ଡ କମ୍ପାନୀ ଲୋକଙ୍କୁ ଠକିବା ପରେ ଏମାନଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ରାଜ୍ୟ ସରକାର। ହେଲେ ଏମାନେ ଆହୁରି ଚାଲାକ ହୋଇ ସିଧାସଳଖ ପଇସା ନ ନେଇ ବିଭିନ୍ନ ଯୋଜନା ଆଳରେ ପଇସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?