କେନ୍ଦୁଝର

ନିରାମୟ ଯୋଜନାରେ ଔଷଧ ମିଳୁ ନ ଥିବା ଅଭିଯୋଗ

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ମେଡିସିନ ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ଏଠାରେ ସରକାରଙ୍କ ନିରାମୟ ଯୋଜନା ବିଫଳ ହୋଇଥିବା ଅଭିଯୋଗ ହେଉଛି। ମେଡିକାଲ କଲେଜ ଖୋଲିଲେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବଡ଼ବିଲ,୧୦ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂହ ହଟିଂରେ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୨୧ ବର୍ଷୀୟ କୁନୁ ଲୋହାର। ସୂଚନାନୁଯାୟୀ, ରବିବାର ଏକ ପାରିବାରିକ କାର୍ଯ୍ୟକ୍ରମ...

ସହରର ସୌନ୍ଦର୍ଯ୍ୟ ବିଗାଡ଼ୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝରଗଡ଼ ଜିଲା ମୁଖ୍ୟାଳୟ ପ୍ରମୁଖ ସ୍ଥାନରେ ମାଳ ମାଳ ବେଆଇନ ହୋର୍ଡିଂ ଲଗାଯାଇଛି। ହୋର୍ଡିଂ ଆଢ଼ୁଆଳରେ ସହରର ସୌନ୍ଦର୍ଯ୍ୟ ହ୍ରାସ ପାଉଛି। ଏହାଦ୍ୱାରା ପୌରପାଳିକାର ବ୍ୟାପକ ରାଜସ୍ବହାନି ଘଟିବା ସହ ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। ପୌରପାଳିକାର...

ବହୁଛି ପରିବର୍ତ୍ତନର ହାଓ୍ବା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ଆଉ କିଛିଦିନ ରହିଲା। ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଏକ ନିର୍ବାଚନ ସଂକ୍ରାନ୍ତୀୟ ଶୁଣାଣି ଆସନ୍ତା ୧୨ ତାରିଖକୁ ଘୁଞ୍ଚିଥିବାରୁ ନିର୍ବାଚନକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ...

ସାପକାମୁଡ଼ାରେ ମା’-ଝିଅଙ୍କ ଜୀବନ ଗଲା

କେନ୍ଦୁଝର,୯ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ବାଂଶପାଳ ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମର ରୁଗୁଡି ସାହିରେ ସାପକାମୁଡ଼ାରେ ମା’ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।...

ଘଉଡ଼ାଇବା ବେଳେ କଚାଡ଼ି ଦେଲା ଦନ୍ତା

କେନ୍ଦୁଝର, ୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଶୁକ୍ରବାର ସାହାରପଡ଼ା ବ୍ଲକ ଚୁଟିଆପଶି ପଞ୍ଚାୟତ କଟାବେଡା ଗ୍ରାମର କ୍ଷୀରୋଦ ଚନ୍ଦ୍ର ମହାନ୍ତ(୫୨)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ୨୨ ଟିକିଆ ହାତୀପଲ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌...

ଯୁବକଙ୍କୁ ହାଣି ହତ୍ୟା: ମୃତକଙ୍କ ନାଁରେ ରହିଛି ଆପରାଧିକ ମାମଲା

ବଡବିଲ,୮।୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଦାମୁହଟିଂ ସ୍ଥିତ ଭୂୟାଁ ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଦାମୁହଟିଂ ଅଞ୍ଚଳରେ ରହୁଥିବା ମହେନ୍ଦ୍ର ମହାକୁଡ଼ ଓରଫ ମୁନ୍ନା (୩୫)। କେତେକ ଦୁର୍ବୃତ୍ତ ମହେନ୍ଦ୍ରଙ୍କ...

ସେନାନୀଙ୍କ ଜନ୍ମମାଟିରେ ନିର୍ମାଣ ହେବ ସ୍ମାରକୀ: ମନମୋହନ ସାମଲ

ପାଟଣା,୮।୯(ବୀରକିଶୋର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଶୁକ୍ରବାର ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମରେ ଯୋଗଦେବା ନେଇ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ମଲ୍ଲିପଶି ଛକଠାରେ ସଭାପତି ସାମଲ ପହଞ୍ଚତ୍ବା ପରେ ତାଙ୍କୁ ଭାଜପା...

ସୌନ୍ଦର୍ଯ୍ୟର ସମ୍ଭାର ଭୀମକୁଣ୍ଡ

କେନ୍ଦୁଝର ଜିଲା ଖଣିଖାଦାନରେ ଭରପୂର ଥିବା ବେଳେ ଜିଲାରେ ପ୍ରାକୃତିକ ଶୋଭାରାଜି ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବଣ ପାହାଡ଼, ଘଞ୍ଚ ଜଙ୍ଗଲ ସାଙ୍ଗକୁ ଆକାଶ ଛୁଅଁା ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଟାଣିଆଣେ। ସେଥି ମଧ୍ୟରୁ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ...

ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟ୍‌: ୨ ଭାଇ ଆହତ

କେନ୍ଦୁଝର,୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଦିନ ଦ୍ବିପ୍ରହରରେ ଲୁଟେରାମାନେ ଲୋକଙ୍କୁ ଆକ୍ରମଣ କରି କଳାକନା ବୁଲାଉଛନ୍ତି। ଗୁରୁବାର ଅପରାହ୍ନରେ ଆକୁଳ ସାପ୍ତାହିକ ହାଟରେ ୨ଜଣ ଦୁର୍ବୃତ୍ତ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିରଞ୍ଜନ କାରୁଆଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ...

ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୪ ଗିରଫ

ବଡ଼ବିଲ,୭ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ବୁଧବାର ବିଳମ୍ବିତ ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ, ଦାଉଲି ସହ କାର ଓ ୬ଟି ମୋବାଇଲ ଜବତ କରି ଏକ ବଡ ଧରଣର ଡକାୟତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri