କେନ୍ଦୁଝର

କରୋନା ସମ୍ପର୍କିତ ଗୁଜବ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ବ୍ୟକ୍ତି: ବାନ୍ଧିନେଲା ପୋଲିସ

ବଡ଼ବିଲ.୨୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ କରୋନା ସମ୍ପର୍କିତ ଏକ ଗୁଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ…

ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶିବଚରଣ ବାଗ ସୂଚନା ଦେଇଛନ୍ତି। ଏଠାରେ ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ…

ହୋମ୍‌ କ୍ୱାରାଣ୍ଟାଇନ୍‌ ସମ୍ପୂର୍ଣ୍ଣ କଲେ ୧୦ ବିଦେଶ ଫେରନ୍ତା

କେନ୍ଦୁଝର,୨୯ା୩(ଡିଏନ୍‌ଏ): କେନ୍ଦୁଝର ଜିଲାରେ ଲକ୍‌ ଡାଉନ୍‌ ଚତୁର୍ଥ ଦିନରେ ପହଞ୍ଚିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ଜିଲା ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଟିମ୍‌ ତତ୍ତ୍ୱାବଧାନରେ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଛି। ଏମାନଙ୍କ…

କ୍ରିକେଟ ପଡ଼ିଆରୁ ୩ ବାଇକ, ୭ ସାଇକେଲ ଜବତ

ପାଟଣା, ୨୯ା୩(ସ୍ବ.ପ୍ର.): କରୋନା ପାଇଁ ସରକାର ସାରା ଦେଶରେ ଲକ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ଏହି କଟକଣାକୁ ଉଲ୍ଲଂଘନ କରି କେନ୍ଦୁଝର ଜିଲା ପାଟଣା ଥାନା କଟାବେଡା ଗ୍ରାମର ଖେଳ ପଡ଼ିଆରେ ଶନିବାର ପୂର୍ବାହ୍ନରେ କିଛି ଯୁବକ କ୍ରିକେଟ ଖେଳୁଥିଲେ। ଖବରପାଇ…

କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର ଅଫ ପ୍ୟାରିଶରେ ମୂର୍ତ୍ତି ଗଢି ଏବଂ ବଜାରରେ ବିକି ପେଟପୋଷୁଥିବା ରାଜସ୍ଥାନରୁ ଆସି ଏଠାରେ…

ଗାଁ ଲୋକଙ୍କ ବିରୋଧ ପରେ ବନ୍ଦ ହେଲା ୨ଟି କାରଖାନା

କେନ୍ଦୁଝର,୨୮ା୩(ଡି.ଏନ୍‌.ଏ.): ସରକାର କରୋନା ଭୂତାଣୁ ପ୍ରତିରୋଧ ପାଇଁ ସାରା ଭାରତ ଲକ୍‌ଡାଉନ୍‌ କରିଥିବାବେଳେ ଶିଳ୍ପ ଓ ଖଣି ଚାଲିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ। ଏହି ନିର୍ଦ୍ଦେଶନାମା ଅନୁସାରେ ଖଣି ଓ ଶିଳ୍ପଗୁଡିକ ଚାଲୁ ରହିଥିବା ଦେଖା ଯାଇଥିଲା। ମାତ୍ର କେନ୍ଦୁଝର…

କରୋନା ମୁକାବିଲା ଲାଗି ବ୍ୟାପକ କାର୍ଯ୍ୟକ୍ରମ

କେନ୍ଦୁଝର, ୨୭ା୩(ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ କେନ୍ଦୁଝରଗଡ ପୌରପାଳିକା ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସହରକୁ ସମ୍ପୂର୍ଣ୍ଣ ପରିମଳ ରଖିବା ସହ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ପକାଇବା, ଡିଡିଟି ସିଞ୍ଚନ, ଡ୍ରେନଗୁଡିକର ସ୍ବତନ୍ତ୍ର ସଫେଇ କରାଯାଉଥିବା ବେଳେ ଲୋକଙ୍କ ସୁବିଧା…

‘କରୋନା’ ବଢ଼ାଇଛି ଟମାଟୋ ଚାଷୀଙ୍କ ଦୁଃଖ

ପାଟଣା,୨୭।୩(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଭାରତ ବି ଏଥିରୁ ବାଦ ପଡିନି। ସରକାର ଲକ୍‌ଡାଉନ କରି ଏଥିରେ ଅଙ୍କୁଶ ଲଗାବାକୁ ଚେଷ୍ଟା କରୁଥିବାବେଳେ ଏହା ଦେଶର ଅର୍ଥନୀତି ସହ ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି।…

ବାହାର ରାଜ୍ୟକୁ କାମ କରିବାକୁ ଯାଇ ଗାଁକୁ ଫେରିଲେ ୩୨୨ ଜଣ: ୧୪ ଦିନ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ

ପାଟଣା,୨୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୩୨୨ ଜଣ ଗୁରୁବାର ସନ୍ଧ୍ୟାରେ ଗାଁକୁ ଫେରିଛନ୍ତି। ସେମାନେ ପଡ଼ୋଶୀ ରାଜ୍ୟ ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ୧୪ ଦିନ ନିଜ ନିଜ ଘରେ…

ହୋମ୍‌ କ୍ୱାରାଣ୍ଟାଇନରେ ୩୨୨

ପାଟଣା,୨୭ା୩(ସ୍ବ.ପ୍ର.): ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମୋଟ ୩୨୨ ଜଣ ଗୁରୁବାର ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରି ଆସିଥିବା ଜଣାପଡିଛି। ଏ ସମସ୍ତଙ୍କୁ ୧୪ ଦିନ ପାଇଁ ନିଜ ଘରେ କ୍ୱାରାଣ୍ଟାଇନରେ ରହିବା…

କର୍ତ୍ତବ୍ୟ ଆଗ, ସବୁ ପଛ

କେନ୍ଦୁଝର, ୨୭ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)-କର୍ତ୍ତବ୍ୟ ଆଗ, ଆଉ ସବୁ ପଛ। ଏହାକୁ ପାଥେୟ କରି କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀ ଆଗେଇ ଆସିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସ୍ବଚ୍ଛ ପରିବେଶକୁ ପ୍ରାଥମିକତା ଦିଆଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ…

ଗଁ। ମୁଣ୍ଡରେ ସଚେତନ କଲେ ଯୁବଗୋଷ୍ଠୀ

କେନ୍ଦୁଝର, ୨୬ା୩(ନରେଶ ପଟ୍ଟନାୟକ)-କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଘୋଷଣା ପରେ ସବୁଠି କଟକଣା ଲାଗୁ ହୋଇଛି। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭଣ୍ଡାରଡିହା ପଞ୍ଚାୟତ ପଦନପୁର ଗ୍ରାମର ଯୁବକମାନେ ନିଜ ଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?