କେନ୍ଦୁଝର

ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ ମୌଜାର ଏକ ପ୍ଲଟରେ…

ନିରୀକ୍ଷଣରେ ୨୮ ସନ୍ଦିଗ୍ଧ

କେନ୍ଦୁଝର, ୨୩।୩(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବିଦେଶ ଫେରନ୍ତା ୩୪ଜଣଙ୍କ ସମେତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୯୯ ଜଣଙ୍କ ନାମ ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୪ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇ ନିରୀକ୍ଷଣରେ ରଖାଯାଇଛି। ଏହାମଧ୍ୟରେ ୬ଜଣଙ୍କୁ…

ଜନତା କର୍ଫ୍ୟୁକୁ ସମର୍ଥନ : ପାଟଣାରେ ଦୋକାନ ବଜାର ବନ୍ଦ

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସମସ୍ତ ଦୋକାନ ବଜାର ଜନତା କର୍ଫ୍ୟୁକୁ ସମର୍ଥନ କରି ରବିବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଓ ସାହାରପଡ଼ା ବ୍ଲକ ମୁଖ୍ୟାଳୟସ୍ଥିତ ବଜାରରେ…

କେନ୍ଦୁଝରରେ ଜନତା କର୍ଫ୍ୟୁ, ସବୁଆଡ଼େ ଶୂନଶାନ୍‌

କେନ୍ଦୁଝର ୨୨।୩(ସ୍ବ.ପ୍ର.): ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ସମାନ ଦେଖାଇ ସମଗ୍ର ଜିଲାରେ ସ୍ବତଃପ୍ରବୃତ୍ତ ବନ୍ଦ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର…

କରୋନା ପାଇଁ କଡ଼ା ପଦକ୍ଷେପ: ଭାରୀଯାନ ଉପରେ ରୋକ୍‌ ଲଗାଇଲା ପରିବହନ ବିଭାଗ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ କରୋନା ନିମନ୍ତେ ଶନିବାରଠାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୌରାଞ୍ଚଳରେ ଯାତାୟାତ କରୁଥିବା ଘରୋଇ ଯାନ ବ୍ୟତୀତ ଭାରୀଯାନ( ବସ୍‌ ଓ ଟ୍ରକ), ଟ୍ୟାକ୍ସି, ଅଟୋ ଆଦି ଉପରେ ରୋକ୍‌…

କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌, ଉଠାଦୋକାନ ବନ୍ଦ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଶନିବାରଠାରୁ ବିଭିନ୍ନ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌ ଠେଲା ଓ…

କରୋନା ମୁକାବିଲା ପାଇଁ କେନ୍ଦୁଝରରେ ସ୍ବତନ୍ତ୍ର ଅଧିବେଶନ: ହଲ୍‌କୁ ପ୍ରବେଶ ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ଧୋଇଲେ ହାତ

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ ଦିନରେ…

କେନ୍ଦୁଝରରେ ଅଡ୍‌-ଇଭିନ୍‌ କଟକଣା: ୫ ପୌରାଞ୍ଚଳରେ ଲାଗୁ କରିବାକୁ ଜିଲାପାଳଙ୍କ ଚିଠି

କେନ୍ଦୁଝର,୨୧ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ପୌରାଞ୍ଚଳରେ ଅଡ୍‌-ଇଭିନ୍‌ ନମ୍ବର ବ୍ୟବସ୍ଥାକୁ ପ୍ରଶାସନ ଶନିବାର ଲାଗୁ କରିଛନ୍ତି। ଏ ନେଇ ଜିଲାପାଳ ସ୍ବତନ୍ତ୍ର ଚିଠି କରି ଜିଲାର କେନ୍ଦୁଝର, ଚମ୍ପୁଆ, ବଡ଼ବିଲ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ଲାଗୁ କରିବାକୁ ଆଦେଶ କରିଛନ୍ତି। ଅଡ୍‌…

କରୋନା କଟକଣା: ଯୋଡ଼ାରେ ଅଡ୍‌-ଇଭିନ୍‌ ଲାଗୁ

ଯୋଡ଼ା,୨୧ା୩ (ଡି.ଏନ୍‌.ଏ.): କରୋନା ସଚେତନତା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଅଡ୍‌-ଇଭିନ୍‌ ଫର୍ମୁଲା ସମଗ୍ର ଜିଲାରେ ଜାରି କରାଯାଇଛି। ଯୋଡା ପୌରପାଳିକାରେ ଏହାର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ଶନିବାର ସକାଳୁ ଜନସାଧାରଣ ଏ ବାବଦରେ ଅଜ୍ଞ…

ବିଦେଶ ଫେରନ୍ତା ବ୍ୟକ୍ତି କରିନାହାନ୍ତି ନାମ ପଞ୍ଜିକରଣ: କେନ୍ଦୁଝରରେ ଭୟ

କେନ୍ଦୁଝର,୨୧।୩(ସ୍ବ.ପ୍ର.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ନିକଟରେ ଦୁବାଇରୁ ଫେରିଥିବା ଜଣେ ଯୁବକ କେନ୍ଦୁଝର ସହରରେ ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି। ମାତ୍ର ସେ ନିଜ…

ବଢ଼ିଛି ମହିଳା ସଙ୍କୀତ୍ତର୍ର୍ର୍ନ ମଣ୍ଡଳୀର ଆଦୃତି

କେନ୍ଦୁଝର,୨୧।୩-ସମାଜରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ସହ କିଛି ରୋଜଗାର କରି ପେଟ ପୋଷିବା ଲାଗି ମହିଳାମାନେ ଆଗଭର ହୋଇ ପାଲା, ସଙ୍କୀତ୍ତର୍ର୍ନ ଭଳି କାର୍ଯ୍ୟକୁ ଆଦରି ନେଉଛନ୍ତି। କଳା ସଂସ୍କୃତିର ପ୍ରଚାର ଲକ୍ଷ୍ୟ ନେଇ ବର୍ଷେ ତଳେ କେନ୍ଦୁଝର ଜିଲା…

ଘରୋଇ କଳହ ବେଳେ ମାରପିଟ୍‌ରୁ ହତ୍ୟାକାଣ୍ଡ: କ୍ରିକେଟ ବ୍ୟାଟ୍‌ ମାଡ଼ରେ ଜୀବନ ଗଲା

ଯୋଡ଼ା,୨୧।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ସିଲିଯୋଡା ବେଲ ହଟିଂଠାରେ ଗୁରୁବାର ରାତିରେ ଘରୋଇ କଳହ ଓ ମାରପିଟ୍‌କୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୋଲିସ ଶୁକ୍ରବାର ଗାଁରେ ପହଞ୍ଚି ଦୟାଲ ମୁଣ୍ଡା(୪୦)ଙ୍କ ମୃତଦେହକୁ ଉଦ୍ଧାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?