କେନ୍ଦୁଝର

ଧରାପଡ଼ିଲେ ମାଓବାଦୀ ଶେଖର

ତେଲକୋଇ, ୧୪।୯(ଡି.ଏନ.ଏ.): ଫେରାର ଥିବା ମୋଷ୍ଟୱାଣ୍ଟେଡ୍‌ ମାଓବାଦୀ ଶେଖରଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରି କେନ୍ଦୁଝର ଜିଲା ତେଲକୋଇ ପୋଲିସ କୋର୍ଟଚାଲାଣ କରିଛି। ଏ ନେଇ ସ୍ପଷ୍ଟ କରିଛନ୍ତି ତେଲକୋଇ ଓଆଇସି ଅମିତାଭ ଦାଶ। ପୋଲିସ ସୂଚନା ଅନୁଯାୟୀ, ଶେଖର କଳିଙ୍ଗନଗର…

ଭିମାପଡା କାଞ୍ଝାଝରି ନଦୀର ପୋଲ ଉପରେ ୪ ଫୁଟ ବନ୍ୟାଜଳ: ଯୋଗାଯୋଗ ବିଛିନ୍ନ

ପାଟଣା,୧୪।୯(ସ୍ବ. ପ୍ର.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛିା ଏ ନେଇ ବେଳେ ମଙ୍ଗଳବାର ସକାଳୁ ପାଟଣା କେନ୍ଦୁଝର ରାସ୍ତାର ଭିମାପଡା କାଞ୍ଝାରୀ ନଦୀର ପୋଲ ଉପରେ ୪ ଫୁଟରୁ ଊଦ୍ଧର୍‌ବ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଏହି…

ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ ହେଉଛି। କରଦାଙ୍ଗି ଗାଁ ଘୁରୁଡିଆ ନାଳ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ ପ୍ରବାହିତ…

କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କଲେ ରାଜ୍ୟ କୁଡୁମୀ ସେନା

ପାଟଣା,୧୩।୯( ସ୍ବ.ପ୍ର.): ଓଡ଼ିଶା କୁଡୁମୀ ସେନା ସୋମବାର କେନ୍ଦୁଝର ସର୍କିଟ ହାଉସଠାରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭେଟିଛନ୍ତି। ସେମାନେ ତାଙ୍କୁ ଭେଟି ଏହି ଜାତିର ବିଭିନ୍ନ ସମସ୍ୟା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଛନ୍ତି…

୫୦୦ ଟଙ୍କା ପାଇଁ ମା’ଙ୍କୁ ହାଣିଲା ପୁଅ

ଆନନ୍ଦପୁର,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳର ମଣ୍ଟୁ ଜେନା ଶନିବାର କୌଣସି କାରଣ ପାଇଁ ନିଜ ମା’ଙ୍କୁ ୫୦୦ ଟଙ୍କା ମାଗିଥିଲେ। ମା’ ଏତେ ଅର୍ଥ ଦେବାରେ ଅସମର୍ଥ ପ୍ରକାଶ କରି ମଣ୍ଟୁଙ୍କୁ ୩୦ ଟଙ୍କା ଦେବାରେ ସକ୍ଷମ ହୋଇଥିଲେ।…

ଦୁଇ ସଉତୁଣୀ କଳି ଲାଗି ଜଣେ କଲେ ଆତ୍ମହତ୍ୟା

ପାଟଣା,୧୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଖିଞ୍ଚିବେଡ଼ା ଗ୍ରାମର ମୁଣ୍ଡାସାହିରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଘର ଭିତରୁ ବିଷ୍ଣୁ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ମୁଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ପିନ୍ଧା…

କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାଟଣା,୧୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ଗୁରୁବାର ବିଲମ୍ବିତ ରାତିରେ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘର ପଛପଟ ଝରକା ଗ୍ରୀଲ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ…

ବିନା ପ୍ରଶିକ୍ଷଣରେ ସଫଳ

ପାଟଣା, ୯।୯ (ସ୍ବ.ପ୍ର.)-ଦୃଢ଼ ଇଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ହାସଲ ହୁଏ। ସଫଳତାର ଶୀର୍ଷରେ ମଣିଷ ପହଞ୍ଚି ପାରେ। ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତର ଦୁର୍ଗାଦେଇପୁର ଶାସନ ଗ୍ରାମର ଯୁବ ସଙ୍ଗୀତ…

ଶ୍ରୀହୀନ ଗଡ଼ଖାଇ, ରାଜବାଟୀ

କେନ୍ଦୁଝର, ୮।୯(ସ୍ବ.ପ୍ର.)-ଚୂଳିଆ ପାହାଡ଼ରୁ ଜୁଡିଆ ଘାଟି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ପାଦ ଦେଶରେ ବିଦ୍ୟମାନ କେନ୍ଦୁଝର ପୁରାତନ ରାଜବାଟୀ। ଏହାର ସୁରକ୍ଷା ପାଇଁ ପଶ୍ଚିମ ଓ ପୂର୍ବରେ ରହିଛି ୨ଟି ଗଡ଼ଖାଇ। ଅନ୍ୟ ଦୁଇ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା। ବାହ୍ୟଶତ୍ରୁ ଆକ୍ରମଣରୁ…

ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁଝର…

କ୍ଷତି ସହୁଛନ୍ତି ମକା ଚାଷୀ

ଚମ୍ପୁଆ,୭।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅନ୍ତର୍ଗତ ଗୋଧୂଳି ଗ୍ରାମ ମକା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୋଧୂଳି ଅଞ୍ଚଳ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଧାନ ଚାଷ ଅପେକ୍ଷା ମକା ଚାଷକୁ ଏଠାକାର ଲୋକ ଗୁରୁତ୍ୱ ଦେଇଥାନ୍ତି।…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?