କେନ୍ଦୁଝର

ଆବର୍ଜନାରେ ଅଣନିଃଶ୍ୱାସୀ

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ମୁଖ୍ୟାଳୟର ସାୈନ୍ଦର୍ଯ୍ୟକରଣ ନାମରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ସହରର ଡ୍ରେନେଜ, ରାସ୍ତାଘାଟକୁ ସଫେଇ କରାଯାଉ ନ ଥିବାରୁ ସ୍ଥାନୀୟ ବାସିନ୍ଦା ନର୍କଯନ୍ତ୍ରଣା ଭୋଗୁଛନ୍ତି। ଅନ୍ୟପକ୍ଷରେ ମଶାମାଛିଙ୍କ ପ୍ରଦୁର୍ଭାବରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ଏବେ…

ଦୁଇବର୍ଷ ହେଲା ଅନ୍ଧାର

କେନ୍ଦୁଝର, ୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଜୁଆଙ୍ଗ ଜନଜାତି ବହୁଳ ମେଦିନପୁର ଓ ଭେଜଡିହି ଗଁ। ଦୀର୍ଘ ଦୁଇବର୍ଷ ହେବ ବିଦ୍ୟୁତ୍‌ ଆଲୋକ ନାହିଁ। ଫଳରେ ୨ ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିପାଇଁ ସେମାନଙ୍କୁ ନାନା ସମସ୍ୟାର…

ବିପଦରେ ବୈତରଣୀ

କେନ୍ଦୁଝର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଅମୃତ ଧାରା କୁହାଯାଉଥିବା ବୈତରଣୀ ନଦୀ ଏବେ ବିପଦରେ। ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ଏବଂ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହେଉଥିବା ମୃତ୍ତିକା କ୍ଷୟ ଆଦି କାରଣରୁ ନଦୀଶଯ୍ୟା ପୋତିହୋଇ ଯାଉଥିବାବେଳେ ଜଳ ପ୍ରଦୂଷିତ ହୋଇ ବିଷାକ୍ତ…

କଳା ପଲସର ଆତଙ୍କ: ଆଖିପିଛୁଳାକେ ବାଇକ୍‌ ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ

ପାଟଣା,୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣାରେ କଳା ପଲସରର ଆତଙ୍କ ଦେଖାଦେଇଛି। ପାଟଣାମୁଖ୍ୟାଳୟ ତହସିଲ ସାମ୍ନାରୁ ମଙ୍ଗଳବାର କଳା ପଲସରରେ ୨ ଦୁର୍ବୃତ୍ତ ଆସି ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟିନେଇଛନ୍ତ। ସୂଚନା ଅନୁଯାୟୀ, ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ…

ଆଦିବାସୀ ଜମିରେ ଶିକ୍ଷାନୁଷ୍ଠାନ ମସୁଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ

କେନ୍ଦୁଝର,୨ା୮(ସ୍ବ.ପ୍ର.): ସାହାରପଡ଼ା ବ୍ଲକ ଅନ୍ତର୍ଗତ ଉଦୟପୁର ଗ୍ରାମରେ ୧୯୭୬ ମସିହାରୁ ଭୋଗ ଦଖଲ କରି ଆସୁଥିବା ଜମିରେ ଏକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ମସୁଧା ହେଉଥିବାରୁ ଦଖଲ କରିଆସୁଥିବା ଆଦିବାସୀମାନେ ଓଡ଼ିଶା କୃଷକ ମହାସଭାର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ…

ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ କରିବା ଯୋଗୁ ବହୁ ଯୁବବର୍ଗ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ…

କାଦୁଅରେ ଫସିଲା ଆମ୍ବୁଲାନ୍ସ

ପାଟଣା, ୧।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣାବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଧୀନ ବାଲିବନ୍ଧ ଗ୍ରାମ ରାସ୍ତା ଶୋଚନୀୟ ଯୋଗୁ ରବିବାର ଏକ ଆମ୍ବୁଲାନ୍ସ କାଦୁଅରେ ଫସିି ରହିଥିଲା। ଫଳରେ ରୋଗୀଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ସୂଚନା ଅନୁଯାୟୀ, ବାଲିବନ୍ଧ ଗ୍ରାମର…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭାଜପା ନେତା

କେନ୍ଦୁଝର,୧ା୮(ସ୍ବ.ପ୍ର.) କେନ୍ଦୁଝର ଜିଲା ଭାଜପାର ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଆନନ୍ଦପୁର ବିଧାନସଭାର ଭାଜପା ନେତା ଆଲୋକ ସେଠୀ ଜିଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ କେନ୍ଦ୍ର ଶିକ୍ଷା ତଥା ବିକାଶ…

କାର୍‌ ଅଛି ପାଟଣାରେ, ଚାଲାଣ କଟାଯାଉଛି ଭୁବନେଶ୍ୱରରେ

ପାଟଣା,୩୦ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଡ. ଲକ୍ଷ୍ମଣ ମହାନ୍ତଙ୍କ ଓଡି ୦୨ ଏଏକ୍ସ ୫୦୮୨ ନମ୍ବର ବିଶିଷ୍ଟ ଏକ କାର୍‌ ରହୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଉକ୍ତ ଗାଡ଼ିଟି ଭୁବନେଶ୍ୱର ସିଆରପି ସ୍କୋୟାର…

ସ୍ମାର୍ଟ ଫୋନ୍‌ ନେଲା ଛାତ୍ରଙ୍କ ଜୀବନ

କେନ୍ଦୁଝର,୨୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଆଖୁପାଳ ଗ୍ରାମରେ ଫ୍ରି ଫାୟାର ଗେମ୍‌ ଖେଳି ଆହତ ହୋଇଥିବା ଦଶମ ଶ୍ରେଣୀ ଛାତ୍ର ଅଗସ୍ତି ଖଣ୍ଡା(୧୫)ଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଅନ୍‌ଲାଇନରେ ପୁଅ ପାଠ ପଢ଼ିବ ବୋଲି ପିତା…

ଅଜୁ ନନାଙ୍କ ଆରିସା ପିଠା

କେନ୍ଦୁଝର, ୨୯।୭(ଡି.ଏନ.ଏ.): କେନ୍ଦୁଝର ସହରରେ ଆରିସା ପିଠା କଥା ଉଠିଲେ ଲୋକେ ଅଜୁ ନନାଙ୍କ କଥା ମନେ ପକାନ୍ତି। ତାଙ୍କ ଆରିସା ଯିଏ ଥରେ ଖାଇଛି ସେ ନିଶ୍ଚିତ ତା’ର ପ୍ରଶଂସା କରିଛି। କେନ୍ଦୁଝର ନ୍ୟୁ ମାର୍କେଟରେ ବହୁ ଦିନରୁ ଚାଲି…

ନୂଆ ରୂପ ପାଇବ ଶାଳ ଜଙ୍ଗଲ

କେନ୍ଦୁଝର, ୨୭।୭ (ସ୍ବ.ପ୍ର.)-ଖଣିଖାଦାନରେ ଭରା କେନ୍ଦୁଝର ଜିଲାର ଜଙ୍ଗଲ ସମ୍ପଦକୁ ସମୃଦ୍ଧ କରିଛି ବିସ୍ତୀର୍ଣ୍ଣ ଶାଳ ଜଙ୍ଗଲ। ହେଲେ ରକ୍ଷଣାବେକ୍ଷଣ ଅଭାବ ଏବଂ କାଠଚୋରଙ୍କ ପ୍ରାଦୁର୍ଭାବ ଯୋଗୁ ଏହି ମୂଲ୍ୟବାନ ଜଙ୍ଗଲ ଏବେ ଅବକ୍ଷୟମୁଖୀ। ଏକଦା ଘଞ୍ଚ ଶାଳ ଗଛରେ ଭରପୂର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri