ବୈତରଣୀ ଶଯ୍ୟାରେ ଧାନ ଚାଷ
କେନ୍ଦୁଝର, ୪।୭ (ସ୍ବ.ପ୍ର.)-ବୈତରଣୀ ନଦୀଶଯ୍ୟାରେ ହେଉଛି ଧାନ ଚାଷ। ଶୁଣିଲେ ବା ନ ଦେଖିଲେ ବିଶ୍ୱାସ ହେବ ନାହିଁ ା ଯେଉଁ ନଦୀରେ ବନ୍ୟା ଯୋଗୁ କେନ୍ଦୁଝର, ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ କ୍ଷୟକ୍ଷତି ହେଉଛି ସେହି...
ଖେଳ ହେଲା କାଳ : ପୋଖରୀରେ ପଡି ଦେଢ଼ବର୍ଷ ଶିଶୁ ପୁତ୍ରର ଜୀବନଗଲା
ପାଟଣା,୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଗାଁ ଗ୍ରାମର ତେଲିବନ୍ଧ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଶତ୍ରୁଘ୍ନ ମୁଣ୍ଡାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଗୁରୁବାର ସକାଳୁ ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଶିଶୁଟି ଖେଳୁ ଖେଳୁ...
କୃଷି ମାରଣ ନୀତି ନେଇ ଜାତୀୟ ରାଜପଥ ଅବରୋଧ
କେନ୍ଦୁଝର,୧ା୭(ସ୍ବ.ପ୍ର.): ଗୁରୁବାର ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବାଉଁଶୁଳି ଛକଠାରେ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତି ନେଇ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଟୋକନ ପାଇଥିବା ଚାଷୀଙ୍କର ଧାନ ମଣ୍ଡିରୁ ଧାନ ଉଠିବା,...
ପୋଖରୀରେ ବୁଡ଼ି ଶିଶୁ ପୁତ୍ରର ଗଲା ଜୀବନ
ପାଟଣା,୧।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣି ଘାଟ ପଞ୍ଚାୟତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଜଣେ ସାଢ଼େ ୩ ବର୍ଷର ଶିଶୁପୁତ୍ର ଗାଁ ପୋଖରୀରେ ବୁଡ଼ିଯିବାରୁ ମୃତ୍ୟୁ ଘଟିଛି।...
ଭିଜିଲାନ୍ସ ଜାଲରେ ଆନନ୍ଦପୁର ଏବିଇଓ
ଆନନ୍ଦପୁର,୩୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଏବିଇଓ ବୁଧବାର ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ୧୦ ହଜାର ଲାଞ୍ଚ ନେବା ସମୟରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଦ୍ୱାରା ଆନନ୍ଦପୁର ବ୍ଲକ ଏବିଇଓ ଅଭିମନ୍ୟୁ...
ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ
ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ ୨୮ ବର୍ଷର ଯୁବକଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।...
କରୋନା ବଦଳାଇ ଦେଲା ବେଉସା : ଜଳଖିଆ ଦୋକାନୀ ବିକୁଛନ୍ତି ଫଳ
କେନ୍ଦୁଝର, ୨୯ା୬ (ସ୍ବ.ପ୍ର.): କରୋନା ମହାମାରୀ ବହୁ ଲୋକଙ୍କ ବେଉସା ବଦଳାଇ ଦେଇଛି। ଏଭଳି ଜଣେ ଜଳଖିଆ ବିକି ପେଟ ପୋଷୁଥିବା ଗାନ୍ଧୀ ଛକ ନିକଟରେ ଏବେ ଫଳ ବିକି ପେଟ ପୋଷୁଛନ୍ତି। ସେ ହେଲେ ଏମଡି ଜଉଦ୍ଦିନ। ତାଙ୍କ...
ହାତୀ-ମଣିଷ ଲଢେଇ
କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବାବେଳେ ୯୨ ଜଣ ବ୍ୟକ୍ତି ବିକଳାଙ୍ଗ ହୋଇଥିବା ସରକାରୀ ଭାବେ ଜଣାପଡିଛି ା...
କଂଗ୍ରେସ ସଭାପତିଙ୍କ ଗାଡ଼ିକୁ ଆକ୍ରମଣ
ଆନନ୍ଦପୁର,୨୮।୬: କେନ୍ଦୁଝର ଜିଲା ଘସିପୁରା ବ୍ଲକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଛି। ଗାଡି ଭଙ୍ଗାରୁଜା ନେଇ ରାମଚନ୍ଦ୍ରପୁର ପୋଲିସ ଏକ ମାମଲା (ନଂ.୧୦୬/୨୧) ରୁଜୁ କରି ତଦନ୍ତ ଚଳାଇଛି।...
ଗଛ ମୂଳେ ଆଶ୍ରୟ ନେବା ହେଲା କାଳ
ଆନନ୍ଦପୁର/ଘସିପୁରା,୨୭। ୬: ରବିବାର ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ...
ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ
ଯୋଡା, ୨୭।୬(ଡି.ଏନ୍.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ମଧ୍ୟସ୍ତି। ମୃତକ ହେଲେ ଉକ୍ତ ଗାଁର ଦୈତାରୀ ପାତ୍ର। ହତ୍ୟା ମାମଲାରେ ପୋଲିସ...
Archives


