ବିନା ଭକ୍ତରେ ମା’ ତାରିଣୀଙ୍କ ସୁନାବେଶ
ଘଟଗାଁ,୧।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ତାରିଣୀ ପୀଠରେ ଇଂରାଜୀ ନବବର୍ଷ ୨୦୨୨ର ପ୍ରଥମ ଦିନ ଶନିବାର ବିନା ଭକ୍ତରେ ମା’ଙ୍କ ସମସ୍ତ ନୀତିକାନ୍ତି, ମଙ୍ଗଳ ଆଳତି ସହ ସୁନାବେଶ ସମ୍ପନ୍ନ ହୋଇଛି। କୋଭିଡ୍ କଟକଣା ଯୋଗୁ ମନ୍ଦିର ୩ ଦିନ…
ଘରେ ଶୋଇଥିବା ବେଳେ କଚାଡ଼ି ମାରିଲା ହାତୀ
କେନ୍ଦୁଝର,୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଦୁବୁଲାବେଡ଼ା ଗ୍ରାମରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କ୍ଷେତ୍ରବାସୀ ମହାନ୍ତ। କ୍ଷେତ୍ରବାସୀ ରାତିରେ ଘରେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗି ତାଙ୍କୁ ଟାଣି କଚାଡି…
କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ଦାବି
କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳି କାଳୀପଡ଼ିଆରୁ ଶୋଭାଯାତ୍ରାରେ ବାହାରି…
ସାଙ୍ଗ ପାଇଁ ଦେଲେ ଜୀବନ
ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଢିଙ୍କିଆ ଗ୍ରାମର ଜଣେ ଯୁବକ ଶୁକ୍ରବାର ସାଙ୍ଗଙ୍କୁ ଉଦ୍ଧାର କରିବାକୁ ଯାଇ ରେମାଳ ଡ୍ୟାମ୍ରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଗ୍ରାମର କାଳନ୍ଦୀ ସାହୁଙ୍କ ପୁଅ ସୁବ୍ରତ(୨୧)। ସୂଚନା ଅନୁଯାୟୀ, ସୁବ୍ରତ…
ହଜାରେ ଟଙ୍କା ପାଇଁ ଜିଆର୍ଏସ୍, ପିଇଓଙ୍କୁ ନିସ୍ତୁକ ମାଡ଼
ହାଟଡିହୀ,୩୦l୧୨(ଡ଼ି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ଼ ପଞ୍ଚାୟତ ଜିଆରଏସ୍ ଗୋଲଖ ନାଏକ ଏବଂ ପିଇଓ (କାର୍ଯ୍ୟ ର୍ନିବାହୀ ଅଧିକାରୀ)ଜିତେନ୍ଦ୍ର କୁମାର ଜେନାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି l ପିଇଓ ଜେନା ଏବଂ ଜିଆରଏସ ନାଏକଙ୍କ ଅଭିଯୋଗ ମୁତାବକ, ସରକାରଙ୍କ…
ଭାଲୁ ସହ ଯୁବକ ଲଢ଼େଇ କରି…
ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଯୁବକଜଣକ ହେଉଛନ୍ତି ଟୁରା ମୁଣ୍ଡା। ସୂଚନାନୁଯାୟୀ, ଚାକୁଣ୍ଡାପାଳ ଗ୍ରାମର ଟୁରା ମୁଣ୍ଡା ସକାଳୁ…
ପଥଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଝୁମ୍ପୁରା,୨୮।୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଧୀନ ୨୦ ନମ୍ବରଏନ୍ଏଚ୍ ବାଇପାସ ଛକ ନିକଟରେ ମଙ୍ଗଳବାର ଏକ ଟ୍ରକ ମାଡିଯିବାରୁ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାୟାଧର ପ୍ରଧାନ। ତାଙ୍କ ଘର ଅର୍ଶଳା ଗ୍ରାମରେ। ମାୟାଧର ରାସ୍ତା ପାର୍ଶ୍ୱରେ…
୪ ଦିନ ହେଲା ପାନୀୟଜଳ ଯୋଗାଣ ବନ୍ଦ
କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.) କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳକୁ ୪ ଦିନ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ସାହିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ପଞ୍ଚଦେବ…
ବାହାର ରାଜ୍ୟ ଟ୍ରେଲର ଚଳାଚଳକୁ ବିରୋଧ
କେନ୍ଦୁଝର, ୨୮ା୧୨ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ବାହାର ରାଜ୍ୟର ଟ୍ରେଲର ଚଳାଚଳକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଭିନ୍ନ ଅଞ୍ଚଳର ୬ଟି ଟ୍ରକ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ସଦସ୍ୟ ସୋମବାର ଜିଲାପାଳ ଆଶିଷ ଠାକ୍ରେଙ୍କୁ ଭେଟି ସମସ୍ୟା…
ହାଣ୍ଡିଆ ପିଇ ବୁଲୁଛି ଗୋଠଛଡ଼ା ଦନ୍ତା
ପାଟଣା,୨୭।୧୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ରେ ୪ ଦିନ ତଳେ ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ କରି ସଦର ରେଞ୍ଜ୍ରେ ଡେରା ପକାଇଥିଲା। ଶନିବାର ରାତିରେ ଏହି ଗୋଠ ଛଡା ଦନ୍ତା ହାତୀ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜ…
କଟକଣା ସତ୍ତ୍ୱେ ପର୍ଯ୍ୟଟକଙ୍କ ଭିଡ଼
କେନ୍ଦୁଝର, ୨୭।୧୨ (ସ୍ବ.ପ୍ର.) କଟକଣା ସତ୍ତ୍ୱେ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରରେ ଭିଡ ଦେଖିବାକୁ ମିଳିଛି ା ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଭୋଜିଭାତ ସାଙ୍ଗକୁ ନାଚଗୀତର ଆୟୋଜନ ଦେଖିବାକୁ ମିଳିଛି। ବିଶେଷ କରି କାନଝରୀ, ଖଣ୍ଡାଧାର, ଭୀମକୁଣ୍ଡ, ଗୁଣ୍ଡିଚାଘାଗୀ,…
କେନ୍ଦୁଝରରେ ପ୍ରଥମ କୁହୁଡ଼ି
କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳ ହୋଇଯାଇଥିବା ସତ୍ତ୍ୱେ ମୁଖ୍ୟ ରାସ୍ତାରେ ଲାଇଟ୍ ବନ୍ଦ ହୋଇଯାଇଥିବା ବେଳେ ଶହେ…
Archives


