ପରୀକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କ ଧାରଣା
ଯୋଡ଼ା,୧୮ା୩(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବଡ଼କାଳିମାଟି ପଞ୍ଚାୟତର ଦୁବୁନା ଠାରେ ଥିବା ଆସେର୍ର୍ଲର୍ ମିତ୍ତଲ ନିପନ ଷ୍ଟିଲ କମ୍ପାନୀ ଖଣିରୁ ଟ୍ରକ ଯୋଗେ ଖଣିଜ ପଦାର୍ଥ ପରିବହନ ଯୋଗୁଁ ନୟାଗଡ଼ରୁ କାଳିମାଟି ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିଲା। ଏଥିରେ ସ୍କୁଲ…
‘ସହରବାସୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ’
କେନ୍ଦୁଝର,୧୮ା୩ (ସ୍ବ.ପ୍ର.) କେନ୍ଦୁଝରଗଡ ପାୈରପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ପୌରାଞ୍ଚଳର ସାମୂହିକ ବିକାଶ ପାଇଁ ଭାଜପା ପକ୍ଷରୁ ବିଂଶସୂତ୍ରୀ ଘୋଷଣାନାମା ଗୁରୁବାର ଜାରି କରାଯାଇଛି। ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସଭାରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ…
ମୁଖ୍ୟ ରାସ୍ତାରୁ ଉଠିଲା ପିଚୁ
କେନ୍ଦୁଝର, ୧୭ା୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟ ରାସ୍ତାର ମରାମତି ପାଇଁ ବହୁ ଅର୍ଥ ଖର୍ଚ୍ଚ କରାଯାଉଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମ ଯୋଗୁ କିଛି ଦିନ ମଧ୍ୟରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷା ଓ ରାତିରେ…
ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ
ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ ସରପଞ୍ଚ ପ୍ରାର୍ଥନୀ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରିଛନ୍ତି। କମିଶନ ତାଙ୍କ ଆବେଦନକୁ ଗୁରୁତର…
ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାର ମାଗିଲେ ସୁରକ୍ଷା
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଗୁଣିଗାରେଡ଼ି ଭଳି ଅନ୍ଧ ବିଶ୍ୱାସକୁ ଜାବୁଡ଼ି ଧରି ବାଂଶପାଳ ବ୍ଲକର ବାୟାପଣ୍ଡାଧାର ଗ୍ରାମର କେତେକ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ସୁଲତାନୀ ଜୁଆଙ୍ଗଙ୍କ ପରିବାର ଏବେ ରାସ୍ତାରେ ସୁରକ୍ଷା ପାଇଁ ବୁଲୁଛନ୍ତି। ଏନେଇ ସେମାନେ ଶୁଆକାଠି ଫାଣ୍ଡିକୁ ମଙ୍ଗଳବାର…
ଧରିତ୍ରୀ ପ୍ରଭାବ: ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ
ହାଟଡିହୀ୧୬ା୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢ଼ା ପଞ୍ଚାୟତ ୧୪ଟି ଓ୍ବାର୍ଡକୁ ନେଇ ଗଠିତ। ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର ,ସାଗରିକା ଜେନା,ସୁକାନ୍ତି ପାତ୍ର ମୋଟ୍ ୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ୱିତା କରୁଥିଲେ। ମୋଟ ୪୫୭୦ ଜଣ ମତଦାନ କରିଥିବା…
ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଷ୍ଟାର ପ୍ରଚାରକ
କେନ୍ଦୁଝର,୧୬ା୩(ସ୍ବ.ପ୍ର.): ଭାଜପା ଅଧ୍ୟକ୍ଷା ପ୍ରାର୍ଥିନୀ ନିକୁ ସାହୁଙ୍କ ପ୍ରଚାର ପାଇଁ ଷ୍ଟାର ପ୍ରଚାର ଭାବେ ଓଡ଼ିଆ ସିନେ ତାରକା ଓହ୍ଲାଇଛନ୍ତି। ସିନେଷ୍ଟାର ପୁପିନ୍ଦର ସିଂ, ଲିପ୍ସା ମିଶ୍ର, ପ୍ରିୟଙ୍କା ମହାପାତ୍ର ଓ କମେଡିଆନ ସୁମନ ମହାରଣା ବୁଧବାର ନିକୁଙ୍କ ପାଇଁ ୧୨…
ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ
ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାନ ଜାମୁପଶି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାଜକିଶୋର ମୁଣ୍ଡା। ବୁଧବାର ସକାଳୁ ବକ୍ତିଙ୍କ ଘର ପାଖରେ…
ପ୍ରଦୂଷଣ ବଢ଼ାଉଛି ରାଇସ୍ ମିଲ୍
କେନ୍ଦୁଝର,୧୬।୩(ସ୍ବ.ପ୍ର) – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ରାଇସ୍ ମିଲ୍ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ାଉଥିବାରୁ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗରମ ବଢ଼ୁଥିବା ବେଳେ ରାଇସ୍ ମିଲ୍ ନିକଟ ଦେଇ ବହି ଯାଇଥିବା ନାଳରେ ଲୋକମାନେ ନିତି ଦିନ…
ପୌର ନିର୍ବାଚନ ପାଇଁ ଜମୁଛି ପ୍ରଚାର
କେନ୍ଦୁଝର,୧୫।୩(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ମଙ୍ଗଳବାର ବିଜେଡି ଅଧ୍ୟକ୍ଷା ପ୍ରାର୍ଥନୀ ଅର୍ଚ୍ଚନା ରାଉତ ଏବଂ ୧୫ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ଭଗବାନ ନାଏକ ସମର୍ଥକଙ୍କ ସହ ମାଧପୁର ଅଞ୍ଚଳରେ ଘରକୁ ଘର…
ଶୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ
କେନ୍ଦୁଝର, ,୧୫।୩ (ସ୍ବ.ପ୍ର.) ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ହରିଚନ୍ଦନପୁର ବ୍ଲକର ବଡକମଣ୍ଡରା, ସାନକମଣ୍ଡରା ଓ ଆଖପାଖ ଅଞ୍ଚଳର ଶୋଲା ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ବିନା ଜଳସେଚନ ବ୍ୟବସ୍ଥା ଓ ପ୍ରୋତ୍ସାହନରେ ଶୋଲା ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ବଜାର…
ରାତିସାରା ଷ୍ଟେଶନରେ ଶୋଉଛନ୍ତି ଯାତ୍ରୀ
କେନ୍ଦୁଝର,୧୪ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଏକ ଗରିବ ଓ ଆଦିବାସୀ ବହୁଳ ଜିଲା। ଜିଲାବାସୀ ବିଭିନ୍ନ ସ୍ଥାନକୁ ସ୍ବଳ୍ପ ଖର୍ଚ୍ଚରେ ଯିବା ଆସିବା ପାଇଁ ରେଳ ଉପରେ ଭରସା କରିଥାନ୍ତି। ମାତ୍ର କେନ୍ଦୁଝର ସହରରୁ ଗୋଟିଏ ମାତ୍ର ଟ୍ରେନ ଦୈନିକ ଚଳାଚଳ କରୁଛି। ତାହା…
Archives


