ମିଳୁନି ରାଜସ୍ୱ ଗ୍ରାମ ମାନ୍ୟତା
କେନ୍ଦୁଝର,୧।୪ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର କଅଁଳେଇ ବାଲିପାଳ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନି। ଫଳରେ ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ସଂରକ୍ଷିତ ଜଙ୍ଗଲାଞ୍ଚଳରେ ଥିବା ଏହି ଗାଁର ୧୫୦ ବନବାସୀ ପରିବାର…
କାର୍ଯ୍ୟରେ ଅବହେଳା କରିବା ପଡିଲା ମହଙ୍ଗା
ଆନନ୍ଦପୁର,୩୧।୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାରେ କାର୍ଯ୍ୟରତ ଜଣେ କନିଷ୍ଠ ସହକାରୀଙ୍କୁ ସସ୍ପେଣ୍ଡ କରାଯାଇଛି। ସେ ହେଲେ କମଳାକାନ୍ତ ଦିକ୍ଷୀତ। କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି। ପରବତ୍ତର୍ର୍ୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ। ସସ୍ପେଣ୍ଡ କନିଷ୍ଠ…
ବାରୁଣୀ ମେଳା ଆରମ୍ଭ, ବୁଡ ପକାଇଲେ ଶ୍ରଦ୍ଧାଳୁ
କେନ୍ଦୁଝର,୩୧।୩ (ସ୍ବ.ପ୍ର.): କେନ୍ଦୁଝର ଜିଲା ଗୋନାସିକାଠାରେ ବାରୁଣୀ ମେଳା ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ଶତାଧିକ ଭକ୍ତ ଦେବକୁଣ୍ଡରେ ବୁଡ ପକାଇ ବ୍ରହ୍ମେଶ୍ୱର ମହେଶଙ୍କ ଦର୍ଶନ କରିଥିଲେ। ମହାଦେବଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ଭିଡ…
ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ, ଟ୍ରକ୍ ଲୁଟ୍; ୪ ଗିରଫ
ବଡ଼ବିଲ,୩୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ଏକ ୧୨ ଚକିଆ ଟ୍ରକ ଲୁଟ୍ ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ୪ ଜଣ ଝାଡ଼ଖଣ୍ଡ ଅପରାଧୀଙ୍କୁ ଗିରଫ କରି କୋର୍ଟ…
ଟ୍ରକକୁ ପଛରୁ ପିଟିଲା ମିନି ଟ୍ରକ: ଘଣ୍ଟାଏ ପରେ ଉଦ୍ଧାର ହେଲେ ଚାଳକ
ପାଟଣା,୨୯।୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଖୀରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ମିନି…
ପୁରୀ-ବଡ଼ବିଲ ଇଣ୍ଟରସିଟି ଶୀଘ୍ର ଚାଲିବ
କେନ୍ଦୁଝର, ୨୯।୩ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର(ଜି.ଏମ୍) ଅର୍ଚ୍ଚନା ଯୋଶୀ ଓ ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ମ୍ୟାନେଜର ରିଙ୍କେଶ ରାୟ ଏକ ମିଳିତ ପରିଦର୍ଶନରେ ସୋମବାର କେନ୍ଦୁଝର ରେଳ ଷ୍ଟେଶନକୁ ଆସିଥିଲେ। ଏହି ଗସ୍ତ ସମୟରେ କେନ୍ଦୁଝର…
କେନ୍ଦୁଝରରେ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ
କେନ୍ଦୁଝର,୨୮।୩(ସ୍ବ.ପ୍ର.) କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀମାନେ କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଜିଲା ମୁଖ୍ୟାଳୟ ଗାନ୍ଧୀ ଛକଠାରେ…
ରଙ୍ଗ ତୂଳୀରେ ଭବିଷ୍ୟତ
କେନ୍ଦୁଝର,୨୮।୩: ହାତରେ ରଙ୍ଗ ଓ ତୂଳୀ। ଦିନେ ନିରାଶ୍ରୟ ଭାବେ ରାସ୍ତା କଡ଼ରେ ଘୁରି ବୁଲିଥିବା ନାବାଳକ ଆକାଶ ଆଜି ଚିତ୍ର ଆଙ୍କି ନୂଆ ପରିଚୟ ସୃଷ୍ଟି କରିଛନ୍ତି। ମୁକ୍ତାଶ୍ରୟ କେନ୍ଦ୍ରରେ ରହୁଥିବା ପିତୃମାତୃ ହୀନ ଏହି ୧୨ ବର୍ଷର ନାବାଳକ ଦୃଢ଼…
ବଡ଼ବିଲ ପୌର ବ୍ୟାଙ୍କ ଖାତାରୁ ୨.୪୫ କୋଟି ଟଙ୍କା ହଡ଼ପ ଘଟଣା: ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
ବଡ଼ବିଲ, ୨୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨.୪୫ କୋଟି ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ (ଇକୋନୋମିକ ଅଫେନ୍ସ ୱିଙ୍ଗ) ରବିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବଡବିଲ ଜେଏମଏଫସି କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତ ଜଣକ…
ଘରୁ ଡାକି ଛୁରୀ ଭୁସି ଦେଲେ
ଯୋଡ଼ା,୨୭।୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଗଣେଶ ଭବନଠାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରୀ ଭୁସି ହତ୍ୟା କରିଛନ୍ତି। ମୃତକ ହେଲେ ନାଜିମ ଶେଖ(୨୨)। ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦରେ। ସେ ଯୋଡ଼ାରେ ରହି ଏକ କମ୍ପାନୀର କଣ୍ଟ୍ରାକ୍ଟର ଅଧୀନରେ…
ନିଜ ଗଡ଼ ସୁରକ୍ଷିତ ରଖିପାରିଲେନି ପିସିସି ସଭାପତି
ଆନନ୍ଦପୁର,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରାପାଳିକାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ୭ନଂ ଓ୍ବାର୍ଡରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ସହିତ କଂଗ୍ରେସ ଗଡ ଭାବେ ପରିଚିତ ଅନ୍ୟ ଦୁଇ ଓ୍ବାର୍ଡ ୬…
ପୌର ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ଘଟଣା: ଜଣେ ଅଭିଯୁକ୍ତ ଗିରଫ
ବଡ଼ବିଲ,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରକାର୍ଯ୍ୟାଳୟର ବ୍ୟାଙ୍କ ଖାତାରୁ ୨ କୋଟି ୪୫ ଲକ୍ଷ ୬୦ ହଜାର ୮୫୦ ଟଙ୍କା ଗାଏବ ଘଟଣାରେ ଇଓଡବ୍ଲ୍ୟୁ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବଡବିଲ ଜେଏମଏଫସି କୋର୍ଟରେ ହାଜର କରିଛି। ଗିରଫ ଅଭିଯୁକ୍ତ ଜଣକ…
Archives


