ସଞ୍ଜ ହେଲେ ତାଟିକବାଟ ବନ୍ଦ
ଯୋଡ଼ା/ଚମ୍ପୁଆ,୨୯ ।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ମୟୂରଭଞ୍ଜ ଜିଲାରୁ ଆସିଥିବା ହାତୀପଲ ଆତଙ୍କ ଖେଳାଇଛନ୍ତି। ଦୁଇ ଦିନ ହେଲା ଏହି ହାତୀପଲ ଚମ୍ପୁଆ ରେଞ୍ଜର ରଜିଆ, ପତଳା,ବର୍ଦ୍ଧନା ପ୍ରଭୃତି ଅଞ୍ଚଳରେ ଉତ୍ପାତ କରୁଛନ୍ତି। ଯାହା ଫଳରେ ଗ୍ରାମବାସୀ ସା…
କେନ୍ଦୁଝର ଜିଲାପାଳଙ୍କୁ ପୁଣି ସମନ
କେନ୍ଦୁଝର, ୨୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ୍ ଠାକରେଙ୍କୁ ପୁଣି ସମନ କରିଛନ୍ତି ଜାତୀୟ ଜନଜାତି କମିଶନ। କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜ୍ଲାସରେ ମେ’୯ ଦିନ ୧୧ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର…
ହାଇଟେକ୍ ନର୍ସରିରେ ପ୍ରସ୍ତୁତ ହେଉଛି ଚାରା
କେନ୍ଦୁଝର,୨୮।୪(ସ୍ବ.ପ୍ର.): ଗତ କିଛି ବର୍ଷ ହେଲା କେନ୍ଦୁଝର ଜିଲାରେ ରାସ୍ତାଘାଟ ନିର୍ମାଣ ଓ ସଂପ୍ରସାରଣ ତଥା ଖଣିଖାଦାନ, କ୍ୱାରୀ ଆଦି ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ ଏହାର ପରିଣତି ଆଜି ଜିଲାବାସୀ ପ୍ରବଳ ଗରମ ଭୋଗୁଛନ୍ତି। ଏଣୁ ଏବେ ବନ ବିଭାଗକୁ…
୧୭୬ ଦେଶରେ ବ୍ୟବହାର ହେଉଛି ଓଡ଼ିଆ ଛାତ୍ର ଦେବାଶିଷଙ୍କ ଆପ୍
ଯୋଡ଼ା,୨୮।୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଛାତ୍ର ଦେବାଶିଷ ବେହେରା ଫିଜବି ମୋବାଇଲ ଆପ୍ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ଆପ୍ ଜରିଆରେ ଫ୍ରି ଆଣ୍ଡ୍ ସିକ୍ୱର ଭାବେ ଭିଡିଓ କନଫରେନ୍ସିଂ ସେବା ଉପଲବ୍ଧ ରହିଛି। ଏକକାଳୀନ ୭୦ ଜଣ…
ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି।…
ସିଗାରେଟ୍ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର
କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜଣେ ଗ୍ରାହକ ସାମାନ୍ୟ ସିଗାରେଟ ଟାଣିବା ପାଇଁ ବଚସା ପରେ ଦୋକାନୀଙ୍କୁ ଗୁଳିମାଡ଼ କରିଥିବା…
ଘରୁ ଡାକି ନେଇ ପିଟିପିଟି ମାରିଦେଲେ
କେନ୍ଦୁଝର,୨୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଚାରିଜଣ ଯୁବକ ଲୁହାଛଡ଼ରେ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ମନୋହରପୁର ଗ୍ରାମର ଭାଗ୍ୟଧର ଘଣା(୩୯)। ସୂଚନାଯୋଗ୍ୟ,…
ପଲିଥିନ ନ ଘୋଡ଼ାଇ ପରିବହନ
ଚମ୍ପୁଆ, ୨୬।୪(ଡି.ଏନ୍.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଖଣି ଖାଦାନ ଅଞ୍ଚଳ ଭାବେ ବେଶ ପରିଚିତ। ଉକ୍ତ ଖଣି ଖାଦାନରୁ ଦୈନିକ ହଜାର ହଜାର ଟ୍ରକ ଏବଂ ଟ୍ରେଲର୍ରେ ଲୁହା ପଥର ଓ ଗୁଣ୍ଡ(ଫାଇନ୍ସ) ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ମାତ୍ର…
ପ୍ରଶିକ୍ଷଣ ଦେଇ ପୁରସ୍କୃତ କଲା ଟିପିଏନ୍ଓଡିଏଲ୍
କେନ୍ଦୁଝର, ୨୬।୪(ସ୍ବ.ପ୍ର.) ଟାଟାପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟିବ୍ୟୁଶନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ଚଳିତମାସ ୬ତାରିଖରେ ବାରିପଦା ଓ ୨୦ ତାରିଖରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ନେଇ କେନ୍ଦୁଝର ସଂସ୍କୃତି ଭବନ ଅଡିଟୋରିୟମ୍ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ…
୧୫ ଦିନ ଅନ୍ଧାରରେ ଖୁଣ୍ଟାପଡ଼ାବାସୀ
ପାଟଣା,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାୟତ ଖୁଣ୍ଟାପଡ଼ା ଗ୍ରାମରେ ଦୀର୍ଘ ୧୫ ଦିନ ହେବ ୨୫ କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ିଯିବା ପରେ ୪୦ରୁ ଉଦ୍ଧର୍ବ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଉପରେ…
ପେଭର ବ୍ଲକ ବଢ଼ାଉଛି ଉତ୍ତାପ
କେନ୍ଦୁଝର, ୨୫।୪ (ସ୍ବ.ପ୍ର.): ଥଣ୍ଡା ପରିବେଶ ପାଇଁ ପ୍ରସିଦ୍ଧି ଲାଭ କରିଥିବା କେନ୍ଦୁଝର ଜିଲାରେ ଗତ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ ଓ ବହୁ ମାତ୍ରାରେ କଙ୍କ୍ରିଟ ଜଙ୍ଗଲ ସୃଷ୍ଟି ଯୋଗୁ ଏହାର ପୁରୁଣା ଗୌରବ ହ୍ରାସ ପାଇବାକୁ ବସିଛି।…
କାଞ୍ଜିପାଣି ଘାଟିରେ ନିଆଁ
କେନ୍ଦୁଝର, ୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅନ୍ତର୍ଗତ କାଞ୍ଜିପାଣି ଘାଟି ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ବ୍ୟାପକ ଜଙ୍ଗଲ ପୋଡ଼ି ଯାଇଛି। କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିଥିବାବେଳେ ଏଭଳି ନିଆଁ ପରିବେଶକୁ ଅଧିକ ଉତ୍ତପ୍ତ କରିଦେଉଛି।…
Archives


