ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ, କୁକୁର ପାଇଁ ବଞ୍ଚିଗଲେ ଆଉ ଦୁଇଜଣ
କେନ୍ଦୁଝର,୧ା୪(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଶନିବାର ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ନାମ ହେଲା ବାମି ନାଏକ(୬୦)। ତାଙ୍କ ଘର…
ତେଜିଲା ରାଜନୀତି
କେନ୍ଦୁଝର,୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦରୁ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ଘଷିପୁରା ରାଜନୀତି ଉଷ୍ମ ହୋଇଛି। ଘଟଣାରେ ହତ୍ୟାକାରୀଙ୍କୁ ଗିରଫ ଦାବି କରିବା ସହ ହତ୍ୟାକାରୀମାନେ ଘଷିପୁରା ବିଧାୟକ ଓ ତାଙ୍କ ପୁଅଙ୍କ ସମର୍ଥକ…
ବ୍ରେକ୍ ଡାଉନ୍ ଆଇରନ ବୋଝେଇ ଟ୍ରକ୍ ପଛ ପଟୁ ଧକ୍କା ଦେଲା ମାର୍ବଲ ବୋଝେଇ ଟ୍ରକ୍: ଚାପି ହୋଇ ରହିଲେ ଡ୍ରାଇଭର
ପାଟଣା,୧।୪(ସ୍ବ .ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪ ଲେନ ବିଶିଷ୍ଟ ୪୯ ନମ୍ବର ଜାତୀୟରାଜପଥ ଚେମେଣା ବ୍ରାହ୍ମଣବନ୍ଧ ନିକଟରେ ଶନିବାର ଦୁର୍ଘଟଣା ଘଟିଛି। ୨ ମାଲବୋଝେଇ ୧୨ ଚକିଆ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା…
ଗୁଜୁରାଣ ମେଣ୍ଟାଉଛି ଚାରକୋଳି
ନରେଶ ଚନ୍ଦ୍ର ପଟ୍ଟନାୟକ କେନ୍ଦୁଝର,୧ା୪: ଗ୍ରୀଷ୍ମଋତୁରେ ଫଳୁଥିବା ଚାର (ଚାହାର) କୋଳି ଖାଇବାକୁ ଯେପରି ସ୍ବାଦିଷ୍ଟ, ସ୍ବାସ୍ଥ୍ୟପକ୍ଷେ ମଧ୍ୟ ସେପରି ହିତକର। ଏହାଛଡ଼ା ଏହା ମିଠା, କେକ୍ ଆଦିରେ ବ୍ୟବହାର ହେଉଥିବାରୁ ଚାରକୋଳିର ଚାହିଦା ବଜାରରେ ବଢ଼ିବାରେ ଲାଗିଛି। ମଞ୍ଜି କେଜିକୁ…
କେନ୍ଦୁଝରରେ ୧୭ ବ୍ଲାକ୍ ସ୍ପଟ୍
କେନ୍ଦୁଝର,୩୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାର ଶତକଡ଼ା ୯୫ ଭାଗ ସଡ଼କ ଦୁର୍ଘଟଣା ଜାତୀୟ ରାଜପଥମାନଙ୍କରେ ହେଉଛି। ଅଧିକ ଦୁର୍ଘଟଣାର କାରଣ ଦୁଇ ଚକିଆ ଯାନ ସାଜିଛି। ବିିଶେଷ କରି ମଦ ପିଇ, ବେପରୁଆ ଗାଡ଼ି ଚାଳନା, ଓଭରଟେକ, ବେଆଇନ ପାର୍କିଂ ଯୋଗୁ ଅଧିକ…
ଉଡ଼ିଗଲା ବିଦ୍ୟାଳୟର ଟିଣ ଛପର
ପାଟଣା,୩୦।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହରପଡା ବ୍ଲକ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଛି। ଘଡ଼ଘଡି ସହ ପ୍ରବଳ ବର୍ଷା ପବନ ଯୋଗୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି…
ଗାଁକୁ ମାଡ଼ିଲା ଜଙ୍ଗଲ ନିଆଁ
କେନ୍ଦୁଝର,୩୦ା୩(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅଧୀନ ନରଣପୁର ସେକ୍ସନ ବଡ଼ପଶି ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଲାଗିଥିବା ନିଆଁ ଗାଁକୁ ମାଡ଼ିଯାଇଛି। ନିଆଁରେ ବ୍ୟାପକ ଗଛ ପୋଡ଼ିଯାଇଛି। ନିଆଁରେ ବନ୍ୟପ୍ରାଣୀ ପ୍ରଭାବିତ ହୋଇଛନ୍ତି। ପ୍ରବଳ ଖରା ଯୋଗୁ ଶୁଖି ପଡ଼ିଥିବା ଡାଳପତ୍ରରେ ନିଆଁ…
ବେସରକାରୀ ଜମି ଉପରେ ସରକାରୀ କମ୍ୟୁନିଟି ସେଣ୍ଟର
କେନ୍ଦୁଝର,୩୦।୩(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜଙ୍ଘିରା ପଞ୍ଚାୟତ ୱାର୍ଡ ନଂ୬ ବାଥୁଡି ସାହିରେ ଥିବା ଏକ କମ୍ୟୁନିଟି ଘରକୁ ନେଇ ବିବାଦ ଦେଖାଦେଇଛି। ଏକ ବେସରକାରୀ ଆଦିବାସୀଙ୍କ ପଟ୍ଟାଭୂକ୍ତ ଜମିରେ କମ୍ୟୁନିଟି ସେଣ୍ଟର ଆରମ୍ଭ ହେବା ପରେ ଏହାକୁ ବିରୋଧ କରାଯାଇଛି। ଉକ୍ତ…
ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ରସିକିଆ ହେଡ୍ମାଷ୍ଟର
କେନ୍ଦୁଝର,୩୦।୩(ସ୍ବ.ପ୍ର.): ଭାରତରେ ଗୁରୁଙ୍କୁ ଭଗବାନ ରୂପରେ ପୂଜା କରାଯାଏ। ତେଣୁ ଗୁରୁପୂର୍ଣ୍ଣିମା ଭଳି ଏକ ପବିତ୍ର ଦିବସ ପାଳନ କରାଯାଇଥାଏ। ଯୁଗେ ଯୁଗେ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ପରମ୍ପରାକୁ ଉଚ୍ଚ ସ୍ଥାନରେ ରଖାଯାଇଛି। ହେଲେ କେତେକ ରସିକିଆ…
ବିନା ଡାକ୍ତରରେ ଚାଲିଛି ୫ ସ୍ବାସ୍ଥ୍ୟକେନ୍ଦ୍ର
କେନ୍ଦୁଝର,୩୦ା୩(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାର ହାଟଡ଼ିହୀ ବ୍ଲକ୍ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକ୍ରେ ଥିବା ୫ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିନା ଡାକ୍ତରରେ ଚାଲିଛି। ଏଥିସହ ଶାଳନୀୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମେତ ୧୪ କର୍ମଚାରୀ ପଦବୀ ଖାଲିପଡ଼ିଛି। ତଳିଆ କର୍ମଚାରୀ…
ବିନା ଲାଇସେନ୍ସରେ ଗାଡ଼ି ଚଳାଇ ଧରାପଡ଼ିଲେ ୮ ନାବାଳକ
କେନ୍ଦୁଝର,୨୯ା୩(ସ୍ବ.ପ୍ର.): ରାଜ୍ୟରେ ଏପ୍ରିଲ ପହିଲାରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ନ ହରାଇବା ପାଇଁ ଜିରୋ ଟଲରାନ୍ସ ବା ଶୂନ ସହନଶୀଳକୁ ନେଇ ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍ଫୋର୍ସମେଣ୍ଟ ଟିମ୍ ଏବଂ ପୋଲିସ ମିଳିତ ସହଯୋଗରେ…
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ
କେନ୍ଦୁଝର,୨୯ା୩(ସ୍ବ.ପ୍ର): ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଶାସିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
Archives


