ତୁରୁମୁଙ୍ଗା ଗ୍ରୀଡ୍ ସବ୍ଷ୍ଟେଶନ ନିର୍ମାଣ ବିଳମ୍ବ ନେଇ କ୍ଷୋଭ
କେନ୍ଦୁଝର,୨୧ା୪(ସ୍ବ.ପ୍ର./ଡି.ଏନ୍.ଏ.): ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଏସ୍ଟି କମିଶନର ସଞ୍ଜୟ କୁମାର ସିଂହ ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ…
ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ
କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍ ଅଭାବରୁ ତଳେ ଶୋଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ ଏଭଳି ବହୁ ପ୍ରସୂତି ନବଜାତ ଶିଶୁକୁ ଧରି…
କ୍ଷେତ୍ର ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
କେନ୍ଦୁଝର, ୨୦।୪(ସ୍ବ.ପ୍ର.) ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍.ଟି. କମିଶନର ସଞ୍ଜୟ କୁମାର ସିଂହ ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ…
ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ
ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ ପାନୀୟ ଜଳ ସଙ୍କଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆନନ୍ଦପୁର ଉପଜିଲାପାଳ…
କେନ୍ଦୁପୋଶି ଜମିରେ ଲାଗିଲା ନିଆଁ, ଲୋକେ ଭୟଭୀତ
କେନ୍ଦୁଝର,୨୦ା୪ (ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ନିକଟବର୍ତ୍ତୀ ବିଲରେ ନିଆଁଲାଗି ୧ କିଲୋମିଟର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଛି। କୌଣସି ଦୁର୍ବୃତ୍ତ ବିଲରେ ପଡିଥିବା ପାଳଗଦାରେ ନିଆଁ ଲଗାଇଦେଇଥିବାରୁ ଅତ୍ୟାଧିକ ପବନ ବୋହିବାରୁ ରାସ୍ତା କଡ଼ରେ ଥିବା ଏକ…
ଓଭରବ୍ରିଜ ତଳକୁ ଖସିପଡିଲା ବାଇକ୍, ଇଂଞ୍ଜିନିୟର ମୃତ
କେନ୍ଦୁଝର,୨୦।୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ଧୃପଦା ଓଭର ବ୍ରିଜ ଉପରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜ ତଳକୁ ଖସି ପଡିଛି। ଫଳରେ ଜଣେ ଇଂଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜଗସିଂହପୁର ଜିଲା କାକଟପୁର ଥାନା ଅଞ୍ଚଳର ଅରୁଣ କୁମାର ମିଶ୍ରଙ୍କ…
ରାଜସ୍ବ ଫାଙ୍କି ରୋକିବ ଆଇଓଟି ଡିଭାଇସ୍
ଯୋଡ଼ା,୨୦ା୪(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଲୁହାପଥର ମାନରେ ହେର୍ଫେର ନେଇ ହେଉଥିବା ଅଭିଯୋଗକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରିଛନ୍ତି। ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଫେବୃୟାରୀ ୧୩ରେ…
‘ଡିସେମ୍ବର ସୁଦ୍ଧା ସରିବ କାନପୁର ଡ୍ୟାମ୍ କାମ’
କେନ୍ଦୁଝର/ଆନନ୍ଦପୁର,୨୦ା୪(ସ୍ବ.ପ୍ର./ଡି.ଏନ୍.ଏ.): ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବୁଧବାର କେନ୍ଦୁଝର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଯୋଡ଼ା ବ୍ଲକ୍ କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ କରି ଏହି ପ୍ରକଳ୍ପ ଡିସେମ୍ବର ସୁଦ୍ଧା…
ଉନ୍ନୟନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ
ଯୋଡ଼ା/ବଡ଼ବିଲ୍/କେନ୍ଦୁଝର,୨୦ା୪(ଡି.ଏନ.ଏ./ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗ ତଥା ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କେନ୍ଦୁଝର ଜିଲା ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗ୍ରାମୀଣ ଉନ୍ନୟନ କାର୍ଯ୍ୟ ଓ ସହରାଞ୍ଚଳର…
ଭାଲୁ ଆକ୍ରମଣରେ ବାପା-ପୁଅ ଗୁରୁତର
କେନ୍ଦୁଝର,୧୯।୪(ସ୍ବ.ପ୍ର.): ସଦର ରେଞ୍ଜ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ସତେଇଭଞ୍ଜ ପାହାଡ ପାଶର୍ବ ନିକଟବର୍ତ୍ତୀ ଶ୍ରୀ ଜଗନ୍ନାଥ କାରଖାନା ରାସ୍ତା ସମ୍ମୁଖରେ ବୁଧବାର ଭାଲୁ ଆକ୍ରମଣରେ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ କାଉଁରୀକଳା ପଞ୍ଚାୟତ ଖୁଣ୍ଟାପଡା ଗ୍ରାମର ଦୁଲ୍ଲଭ ମୁଣ୍ତା(୪୫) ସାନପୁଅ…
ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କ ଯୋଡ଼ା-ବଡ଼ବିଲ ଗସ୍ତ
ବଡ଼ବିଲ,୧୯ା୪(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ବୁଧବାର କେନ୍ଦୁଝର ଜିଲା ଯୋଡ଼ା-ବଡ଼ବିଲ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ସିଂହ, ପ୍ରଥମେ ଯୋଡ଼ା ବ୍ଲକ କଣ୍ଡରାଠାରେ ନିର୍ମାଣାଧୀନ…
ଜବରଦଖଲକାରୀଙ୍କୁ ପୌର ପ୍ରଶାସନର ନୋଟିସ
କେନ୍ଦୁଝର,୧୯।୪(ସ୍ବ.ପ୍ର.) କେନ୍ଦୁଝର ପୌରାଞ୍ଚଳରେ ଗତ କିଛି ଦିନ ଧରି ପୌରପ୍ରଶାସନ ପକ୍ଷରୁ ସରକାରୀ ଜମି ଜବରଦଖଲ ଚିହ୍ନଟ ନେଇ ନିଆଯାଇଥିବା ପଦକ୍ଷେପ ପରେ ମଙ୍ଗଳବାର ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଛି। ସମୁଦାୟ ୯୦ ଜଣଙ୍କୁ ଏଭଳି ନୋଟିସ ଦିଆଯାଇଛି। ବିଶେଷ କରି ସରକାରୀ…
Archives


