କେନ୍ଦୁଝର

କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୮ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଆଗରେ ଗଛଲତା ଉଠିଗଲାଣି। ଆବଶ୍ୟକ ଭିତ୍ତିଭୂମିକୁ ଦୃଷ୍ଟି…

କେନ୍ଦୁଝର-ହାଓ୍ବଡାକୁ ଟ୍ରେନ ଚଳାଚଳ ଦାବି

କେନ୍ଦୁଝର,୨୭।୫(ଡି.ଏନ.ଏ): କେନ୍ଦୁଝର ଜିଲା ମୁଖ୍ୟାଳୟରୁ ହାଓ୍ବଡାକୁ ସିଧାସଳଖ ଟ୍ରେନ ଚଳାଚଳ କରିବାକୁ ଏସ୍‌ସିୟୁଆଇ ପକ୍ଷରୁ ଦାବି କରାଯାଇଛି। କେନ୍ଦୁଝରରୁ ଟାଟା ଦେଇ କିମ୍ବା ଯାଜପୁରରୋଡ ଦେଇ ଟ୍ରେନ ଚଳାଚଳ କଲେ ଜିଲାର ବହୁ ବ୍ୟବସାୟୀ, ସାଧାରଣ ଲୋକ ଉପକୃତ ହୋଇପାରିବେ ବୋଲି…

ଗୋରୁ ବୋଝେଇ ଟ୍ରକ୍‌ ଜବତ: ୧୫ ଗୋରୁ ଉଦ୍ଧାର

ପାଟଣା,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରୁ ଶନିବାର ଭୋରରେ ଏକ ଗୋରୁ ବୋଝେଇ ଟ୍ରକ୍‌କୁ ତୁରୁମୁଙ୍ଗା ପୋଲିସ ଜବତ କରିଛି। ଉକ୍ତ ଟ୍ରକ୍‌ ଭିତରେ ଦୟନୀୟ ଅବସ୍ଥାରେ ବନ୍ଧା ଯାଇଥିବା ୧୫…

ମିଲେଟ୍‌ ମିଶନ କାର୍ଯ୍ୟକାରିତା ନେଇ ସନ୍ଦେହ

ଯୋଡ଼ା,୨୭ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟକାରିତା ନେଇ ସନ୍ଦେହ ଉପୁଜିଛି। ଯୋଜନା ମାଧ୍ୟମରେ ଅନେକ କୋଟି ଖର୍ଚ୍ଚ ହେଉଛି। ଚାଷୀଙ୍କୁ ଉତ୍ସାହିତ କରିବାକୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯୋଡ଼ା ବ୍ଲକ୍‌ରେ…

ଶାଳମଞ୍ଜି ଦେଇଛି ଜୀବିକା

ଚମ୍ପୁଆ,୨୭ା୫: କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡରେ ଶାଳମଞ୍ଜି ଆଦିବାସୀମାନଙ୍କ ଏକ ପ୍ରମୁଖ ଉପାର୍ଜନର ମାଧ୍ୟମ ସାଜିଛି। ଆଦିବାସୀମାନେ ସପରିବାରେ ଏକ ମାସ ଧରି ଶାଳଫୁଲରୁ ମଞ୍ଜି ସଂଗ୍ରହ କରୁଛନ୍ତି। ମାତ୍ର ମଞ୍ଜି ସଂଗ୍ରହ ପରେ ବଜାର ଅଭାବରୁ ସ୍ଥାନୀୟ ବ୍ୟବସାୟୀଙ୍କ ହାତରେ…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଝୁମ୍ପୁରା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ବାଲିବନ୍ଧ ଫରେଷ୍ଟ ଲକ୍ଷ୍ମୀପଶି ବିଟ୍‌ ମହାଦେବପୁର ଜଙ୍ଗଲରେ ଶୁକୁବ୍ରାର ଏକ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ମହାଦେବପୁରର ବଙ୍ଗଲ ମୁଣ୍ଡା (୫୫)। ତାଙ୍କୁ ଚିକିତ୍ସା ନିମନ୍ତେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି…

ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏସି ଅଚଳ,ରୋଗୀ ହନ୍ତସନ୍ତ

କେନ୍ଦୁଝର,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ତାପମାତ୍ରା 40 ଡିଗ୍ରୀ ଟପିଥିବା ବେଳେ ପ୍ରବଳ ଗରମରେ ଲୋକ ମାନେ ସଢୁଛନ୍ତି। ଏଭଳି ପରିସ୍ଥିତିରେ ଜିଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗର୍ଭବତୀ ମହିଳା ଓ ଶିଶୁ ଗରମ ରେ ଅସ୍ତବ୍ୟସ୍ତ ହୋଇ…

ହଜିବାକୁ ବସିଛି ପାରମ୍ପାରିକ ଦେଶୀ ସୁଢି ଆମ୍ବ

କେନ୍ଦୁଝର,୨୬।୫(ସ୍ବ.ପ୍ର): କେନ୍ଦୁଝର ଜିଲାର ବଣପାହାଡ ତଥା ବାଡି ବଗିଚାରେ ଅଞ୍ଚଳରେ ଫଳୁଥିବା ଦେଶୀ ଆମ୍ବର ଚାହିଦା କମିବାକୁ ବସିଛି। ଯାହାକୁ ସ୍ଥାନୀୟ ଭାଷାରେ ସୁଢି ଆମ୍ବ କୁହାଯାଏ। ବର୍ତ୍ତମାନ ହାଟ ବଜାରରେ ଏହି ଆମ୍ବର ସ୍ଥାନ କଲମୀ ଆମ୍ବ ନେଇ ଥିବା…

କାଳବୈଶାଖୀ ପ୍ରଭାବରେ କୁଆ ପଥର ମାଡ଼

ପାଟଣା,୨୬।୫(ସ୍ବ.ପ୍ର): କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଡ଼ଘଡି ସହ ବର୍ଷା ହୋଇ ବିଭିନ୍ନ ସ୍ଥାନରେ କୁଆ ପଥର ମାଡ଼ ହୋଇଛି। ଏପରିକି ଜିଲାର ପାଟଣା ବ୍ଲକ ତୁରୁମୁଙ୍ଗା ଅଞ୍ଚଳରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ…

କାମରେ ଲାଗୁନି ୮ ଗୋଷ୍ଠୀ ଶୌଚାଳୟ

ଚମ୍ପୁଆ,୨୬ା୫(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ଅନେକ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ କାମରେ ଲାଗୁନହିଁ। ଅନେକ ଶୌଚାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଆଗରେ ଗଛଲତା ଉଠିଗଲାଣି। ଆବଶ୍ୟକ ଭିତ୍ତିଭୂମିକୁ ଦୃଷ୍ଟି…

ହାତୀ ଆକ୍ରମଣରେ ୱାର୍ଡ ମେମ୍ବର ମୃତ

କେନ୍ଦୁଝର,୨୫।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ବୋଲି ଜଣାପଡ଼ିଛି। ସେ ଆକୁଳ ପଞ୍ଚାୟତ ୧୦ ନଂ…

ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା

ଆନନ୍ଦପୁର,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ଖାଦ୍ୟ ଅଭାବ ଜନିତ ସମସ୍ୟାକୁ ନେଇ ବନ୍ୟଜନ୍ତୁ ଏବେ ଗାଁମୁହାଁ ହେବା ଚିନ୍ତାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ହାତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri