କେନ୍ଦୁଝର

ଖରାରେ ପକାଇ ପୁଅକୁ ମାରିଦେଲେ

ଢେଙ୍କିକୋଟ,୧୩।୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅଧୀନ ସାନମସିଣାବିଲା ଗ୍ରାମରେ ହାତଗୋଡ଼ ବାନ୍ଧି ଖରାରେ ପକାଇଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ତାଙ୍କ ବାପାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପୋଲିସ...

ଓମ୍ବାଡସି ସିଇଓଙ୍କ ଦୁଇଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝର, ୧୨।୬(ଡି.ଏନ୍‌.ଏ.) ଓଏମ୍‌ବିଏଡିସି (ଓଡ଼ିଶା ମିନେରାଲ ବିୟରିଂ ଏରିଆସ୍‌ ଡେଭଲପମେଣ୍ଟ କର୍ପୋରେଶନ) ସିଇଓ ଜି. ରାଜେଶ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ଶୁକ୍ରବାର ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବାୟୁ ପ୍ରଦୂଷଣ ଯାଞ୍ଚ କରିବାକୁ ଲାଗିଥିବା ସିଏଏକ୍ୟୁଏମ୍‌ଏସ୍‌...

ବଜାରରେ ଦେଶୀ ଆମ୍ବର ପସରା

କେନ୍ଦୁଝର, ୧୨।୬ (ସ୍ବ.ପ୍ର) ଜଙ୍ଗଲ ମଣିଷକୁ ବଞ୍ଚିବା ପାଇଁ ସବୁ କିଛି ଦେଇଛି ା ଖାଦ୍ୟ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ପ୍ରକାରର ଫଳମୂଳ ଆଦି ଜଙ୍ଗଲରୁ ମିଳିଥାଏ। ସେଥିମଧ୍ୟରୁ ଆମ୍ବ ଅନ୍ୟତମ। ତାହା ପୁଣି ଦେଶୀ। ଏହି ଆମ୍ବର...

ବ୍ୟବଚ୍ଛେଦ ପରେ ପୋତାଗଲା ହାତୀ ମୃତଦେହ

କେନ୍ଦୁଝର/ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ହସ୍ତୀ ଅଭୟାରଣ୍ୟରୁ ବନ ବିଭାଗ ଏକ ଗଳିତ ଦନ୍ତାହାତୀ ମୃତଦେହ ଶନିବାର ସକାଳେ ଜବତ କରିଥିଲା। ହାତୀଟି ୩ /୪ ଦିନ ତଳେ ମରିଥିବା ସନ୍ଦେହ କରାଯାଉଛି। ହଦଗଡ଼ ହସ୍ତି ଅଭୟାରଣ୍ୟ...

ହଦଗଡ଼ ଅଭୟାରଣ୍ୟରୁ ମିଳିଲା ହାତୀ ମୃତଦେହ

କେନ୍ଦୁଝର,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ହଦଗଡ଼ ରେଞ୍ଜର କାଠକଟା ଜଙ୍ଗଲରୁ ଏକ ଅଣ୍ଡିରା ହାତୀର ମୃତଦେହ ଜବତ ହୋଇଛି। ହାତୀର ବୟସ ପାଖାପାଖି ୩୦ ବର୍ଷ ହେବ। ଏହା ହଦଗଡ ଅଭୟାରଣ୍ୟ ମଧ୍ୟରେ ରହିଛି। ଦୁଇ...

ଖଲିପତ୍ରରେ ଚଳୁଛି ସଂସାର

ଆନନ୍ଦପୁର,୧୧।୬ ରାତି ପାହିଲେ ପେଟ ଚିନ୍ତା। ଘଞ୍ଚ ଜଙ୍ଗଲକୁ ଯାଇ ଶାଳ ପତ୍ର ଆଣି ଖଲି ତିଆରି ନ କଲେ କୁଟୁମ୍ବ ଉପାସ। ରାଶନ ଚାଉଳ ଗଣ୍ଡେ ମିଳୁଛି ସିନା, ହେଲେ ତେଲ ଲୁଣ ପାଇଁ ଖଲି ତିଆରି ନ...

ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର,୧୧।୬(ସ୍ବ.ପ୍ର.): ଆଜି ଭୋର ପ୍ରାୟ ୩ଟା ସମୟରେ ରାଉରକେଲାରୁ କେନ୍ଦୁଝର ଫେରୁଥିବା ପାଢ଼ୀ ବସ୍‌ରେ ନିଆଁ ଲାଗି ସମ୍ପୂର୍ଣ ଜଳିଯାଇଛି। ତେବେ ବସ୍‌ରେ ଥିବା ପାଖାପାଖି ୪୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ...

ବ୍ୟବସାୟୀଙ୍କ ଘରେ ଜିଏସ୍‌ଟି ଚଢ଼ାଉ

କେନ୍ଦୁଝର,୧୦ା୬(ସ୍ବ.ପ୍ର.): କେନ୍ଦୁଝରଗଡ଼ ପାୈରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସରୋଜ କୁମାର ସାହୁଙ୍କ ରିଦ୍ଧିସିଦ୍ଧି ଅଫିସ ଓ ଅନ୍ୟାନ୍ୟ ସ୍ଥାନରେ ଶୁକ୍ରବାର କେନ୍ଦ୍ରୀୟ ଜିଏସ୍‌ଟି (ଇଣ୍ଟେଲିଜେନ୍ସ) ପକ୍ଷରୁ ଚଢାଉ ଜାରି ରହିଛି। ସେ ଜଣେ ପୂର୍ବତନ ବିଧାୟକଙ୍କ ଅନୁଗତ। ପୋଲିସ...

ବଜ୍ରପାତ ନେଲା ୨ ଜୀବନ

ପାଟଣା/ଢେଙ୍କିକୋଟ,୯।୬(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ଘସିପୁରା ଥାନା ରାଇଘାଟି ଗ୍ରାମର ବଳରାମ ପିଙ୍ଗୁଆ (୭୫) ଓ ଘଟଗାଁ ବ୍ଲକ ରୁଟିଶିଳା ଗ୍ରାମର ମଙ୍ଗୁଳି...

ବାହାର ପିଲାଙ୍କୁ ନିଯୁକ୍ତି ଦାବିର ପ୍ରତିବାଦ

କେନ୍ଦୁଝର,୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ଠିକାସଂସ୍ଥା ଜରିଆରେ ବାହାର ଜିଲାର ପିଲାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରତିବାଦରେ ଗୁରୁବାର ସ୍ଥାନୀୟ ବେକାର ଶିକ୍ଷିତ ଯୁବତୀ/ଯୁବକମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। କର୍ମ ନିୟୋଜନ ସଂସ୍ଥା...

ଗରିମା ହରାଇଲାଣି ବୈତରଣୀ

ଆନନ୍ଦପୁର,୯ା୬(ସ୍ବ.ପ୍ର.): ଉତ୍କଳର ପ୍ରାଚୀନ ଗଙ୍ଗା ପୁଣ୍ୟତୋୟା ବୈତରଣୀ। କେନ୍ଦୁଝର ଜିଲାର ଗୋନାସିକା ଗୀରି କନ୍ଦରରୁ ଜନ୍ମ ଲାଭ କରି ନିମ୍ନ ଶଯ୍ୟାକୁ ବୋହିଯାଇ ତା’ର ସୁଶୀତଳ ଜଳ ଧାରାରେ କେତେ ପ୍ରାଣୀଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ବନଭୂମୀ ଦେଇ ବହି ଆସିଥିବାରୁ...

ପୁଅର ଶାବଳ ମାଡ଼ରେ ମା’ଙ୍କ ଜୀବନ ଗଲା

କେନ୍ଦୁଝର,୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ନୂଆଗାଁ ମୁଣ୍ଡା ସାହିରେ ଜଣେ ନିଶାଶକ୍ତ ପୁଅ ବିଧବା ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ଜଣକ ହେଲେ ଟୁଲେଇ ମୁଣ୍ଡା(୬୦)। ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri