ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀଙ୍କୁ ଆକ୍ରମଣ, ଭାଜପା କର୍ମୀଙ୍କ ନାମରେ ଥାନାରେ ଏତଲା
ଆଳି,୧୧ା୨(ବନମାଳୀ ସେନାପତି) : ଆଳି ନିର୍ବାଚନମଣ୍ଡଳୀ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟା କନକଲତା ବେହେରାଙ୍କ ସ୍ବାମୀ ତଥା ଆଳି ବ୍ଲକ ବିଜେଡି ଯୁବ ସଭାପତି କେଦାରନାଥ ବେହେରାଙ୍କୁ ଆଳି-ଭୂଇଁପୁର ରାସ୍ତାର ଏଣ୍ଡୋଳ ପାଖରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…
ବିବାହର ପ୍ରଲୋଭନ ଦେଖାଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ , ଗର୍ଭପାତ ପାଇଁ ଚାପ ପକାଇ ବନ୍ଧାହେଲେ ପ୍ରେମିକ
ରାଜକନିକା,୧୧ା୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଦିନକୁ ଦିନ ପ୍ରେମ ଓ ପ୍ରତାରଣା ମାମଲା ବଢ଼ିବାରେ ଲାଗିଛି। ଏ ନେଇ ଥାନା ଅଞ୍ଚଳରେ ସୋମବାର ଏମିତି ଏକ ପ୍ରେମ, ବିବାହ ପ୍ରତିଶ୍ରୁତି ପରେ ଗର୍ଭବତୀ ଓ ଧୋକା…
ପାନ ଦୋକାନରେ ମହିଳା ଜୀବନ୍ତ ଦଗ୍ଧ: ହୁହୁ ହୋଇ ଜଳିଲେ…
ପଟାମୁଣ୍ଡାଇ,୯।୨: ପାନ ଦୋକାନରେ ହୁହୁ ହୋଇ ଜଳିଗଲେ ମହିଳା।ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ ଥିବା ପାନ ଦୋକାନରେ। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଧୂପରୁ ନିଆଁ…
ଚିରସ୍ରୋତା ଗୋବରୀ ନଦୀ ଏବେ ବିଷମୟ
ମହାକାଳପଡ଼ା, ୬ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା-ଯାଜପୁର ଲଳିତଗିରି ଓଳାଶୁଣୀ ପାହାଡ଼ ପାଦଦେଶରୁ ପ୍ରବାହିତ ଚିରସ୍ରୋତା ଗୋବରୀ ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ଜମ୍ବୁ ସଂଲଗ୍ନ ବଙ୍ଗୋପସାଗର ଚଟକା ହ୍ରଦରେ ମିଶିଛି। ଏବେ ଏହା ଅବହେଳିତ ହୋଇ ବିଷାକ୍ତ ହେବାରେ ଲାଗିଛି। ପ୍ରାଚୀନ…
ଧାନବିକି ରଖିଥିଲେ ଟଙ୍କା, ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ
ପଟ୍ଟାମୁଣ୍ଡାଇ,୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ…
ମନ୍ଦିରରେ ପୂଜା ପାଉଛନ୍ତି କବି କାଳିଦାସ
ମହାକାଳପଡ଼ା,୨ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍ ବବକରପୁର ଗାଁରେ ରହିଛି କବି କାଳିଦାସଙ୍କ ମନ୍ଦିର ା ସେଠାରେ ରହିଛି କବିଙ୍କ ପଥର ନିର୍ମିତ ମୂର୍ତ୍ତି ା ଭାରତର ଅନ୍ୟ କୌଣସି ସ୍ଥାନରେ କବିଙ୍କ ମନ୍ଦିର ନାହିଁ ା ଏହି ମନ୍ଦିର…
ଟନ୍ ଟନ୍ ମାଛ: ଓଜନ ସମ୍ଭାଳି ନ ପାରି ୨ ଡଙ୍ଗା ଟଳମଳ
ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ଲକ୍ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଜେଠିରେ ୨ଟି ଡଙ୍ଗାରୁ ୨ ଟନ୍ ୨୦ କେଜି ମାଛ ଧରା ପଡ଼ିଛନ୍ତି। ଏତେ ସଂଖ୍ୟକ ମାଛ ଜାଲରେ ପଡ଼ିବାରୁ ଡଙ୍ଗା ସମୁଦ୍ରରେ…
ତେରଗାଁ ବ୍ରହ୍ମ ଅମଣିଆ ମଠ, ୩ ପଥରରେ ପୂଜା ପାଆନ୍ତି ଠାକୁର
ମହାକାଳପଡ଼ା, ୩୧ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଉତ୍କଳୀୟ କଳାକୃତିର ଅନନ୍ୟ ଧର୍ମାନୁଷ୍ଠାନ, ମଠ ମନ୍ଦିରଗୁଡ଼ିକୁ ବିଧର୍ମୀ କଳାପାହାଡ଼ ଭାଙ୍ଗିରୁଜି ଦେଇଥିଲା। ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ପୁରୀରୁ ଚତୁର୍ଦ୍ଧା ମୂର୍ତ୍ତି ଦାରୁଦିଅଁଙ୍କୁ ଉଠାଇ ନେଇ କଳାପାହାଡ଼ ପଶ୍ଚିମବଙ୍ଗକୁ ପଳାଇଥିଲା। ସେଠାରେ ଗଙ୍ଗାନଦୀ କୂଳରେ ଦାରୁଦିଅଁଙ୍କୁ ପୋଡ଼ି ଦେବାକୁ…
ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ…
ପଟ୍ଟାମୁଣ୍ଡାଇ,୩୦।୧(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ପ୍ରେମିକ ସହିତ ବିବାହ କରିବାକୁ ଥିବା ଯୁବତୀଙ୍କୁ ପ୍ରେମିକା ବିଷ ଦେଇଦେଇଛନ୍ତି। ତେବେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ରାଜନଗରରେ ଚାଲିଛି ଡଲଫିନ୍ ଗଣନା
କେନ୍ଦ୍ରାପଡ଼ା,୨୭ା୧: ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ। ମୋଟ୍ ୯ଟି ଟିମ୍ରେ…
ଟୁବି ଫେରିଘାଟରେ ତହସିଲଦାରଙ୍କ ଚଢ଼ାଉ
ମହାକାଳପଡ଼ା,୨୬ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର-ଖରିନାଶି ଟୁବି ଫେରିଘାଟ ଡଙ୍ଗା ଚଳାଚଳକୁ ନେଇ ଉଭୟ ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଫେରିଘାଟ ଡଙ୍ଗା ୧୯୮୪ଠାରୁ ବତୀଘର ପଞ୍ଚାୟତ ନିୟନ୍ତ୍ରଣରେ ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ…
ବଦଳୁଛି ଘରଚଟିଆଙ୍କ ବାସ ଠିକଣା
ମହାକାଳପଡ଼ା, ୨୪ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ, ଅସନ୍ତୁଳିତ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ ଅବକ୍ଷୟ ଓ ଜନବସତିରେ ଚାଳଛପର ଘର ପରିବର୍ତ୍ତେ ପକ୍କାଘର ନିର୍ମାଣ ସାଜିଛି କାଳ। ୧୯୯୯ ମହାବାତ୍ୟା ପୂର୍ବରୁ ଗଁାଗଣ୍ଡାଗୁଡ଼ିକରେ ଥିବା ଚାଳଛପର ଓଳି ମୂଳେ ଘର ଚଟିଆଙ୍କ…

