କେନ୍ଦ୍ରାପଡ଼ା

ଶ୍ରମିକଙ୍କ ମୃତ୍ୟୁକୁ ନେଇ ଏନ୍‌ଏଚ୍‌ଆର୍‌ସିରେ ମାମଲା: ଏପ୍ରିଲ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ,୩୦ା୩: ଭାରତୀୟ ତୈଳ ନିଗମର ପାରାଦୀପ-ହଳଦିଆ ପାଇପ୍‌ ଲାଇନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନ ଗଗୁଆସ୍ଥିତ କାର୍ଯ୍ୟାଳୟ ପରିସରରେ ୨୦୨୧ ଜାନୁୟାରୀ ୫ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଧରିତ୍ରୀରେ ବିସ୍ତୁତ ଭାବେ…

ମଧ୍ୟାହ୍ନଭୋଜନ ବାକିରେ ଚାଲିଛି

ରାଜନଗର,୨୯ା୩(ଡି.ଏନ.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ସରକାର ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ସରକାର ବିଦ୍ୟାଳୟ ପଏଣ୍ଟରେ ଚାଉଳ ପହଞ୍ଚାଇ ଦେଉଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ ସ୍ଥାନୀୟ ବଜାରରୁ ଅଣ୍ଡା, ଡାଲି, ପରିବା, ଆଳୁ…

ପ୍ରସ୍ତାବିତ ଶିଳ୍ପକୁ ନେଇ ଅଞ୍ଚଳବାସୀଙ୍କ ମେଳି

ମହାକାଳପଡ଼ା,୨୮ା୩ (ଡି.ଏନ.ଏ.):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପକୁ ନେଇ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଅଞ୍ଚଳର ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଛି।…

୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୮ା୩:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତର କଣ୍ଠିଆନାଳ ଉପରେ ସେତୁ ନିର୍ମାଣ ଦୀର୍ଘ ୧୭ ବର୍ଷ ତଳେ ଆରମ୍ଭ ହୋଇଥିଲା। ତାହା ଅଦ୍ୟାବଧି ଶେଷ ହୋଇନାହିଁ। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହି ପଞ୍ଚାୟତର ୩ ରାଜସ୍ବ ଗ୍ରାମବାସୀ…

ସିଆରପି, ଏମ୍‌ବିକେ ଚୟନରେ ଅନିୟମିତତା ନେଇ ଅଭିଯୋଗ

ଡେରାବିଶ, ୨୮ା ୩ (ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ରତାଦିଆଖଣ୍ଡସାହି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ଡେରାବିଶ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭତି ମଳିକ ଶୁଭାରମ୍ଭ କରିଥିଲେ। ସରପଞ୍ଚ ଶିଶିର ସାମଲ,…

ସାର୍ଟିଫିକେଟ୍‌ ପାଇଁ ୫୦ ହଜାରରୁ ୫ ଲକ୍ଷ

ବଲାଙ୍ଗୀର/ କେନ୍ଦ୍ରାପଡ଼ା ଅଫିସ, ୨୮ା୩:ବଲାଙ୍ଗୀର ଡାକ ମଣ୍ଡଳରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି ଆବେଦନକରି କେତେଜଣ ପ୍ରାର୍ଥୀ ଧରାପଡ଼ିବା ଘଟଣାର ପୋଲିସ ତଦନ୍ତ ପରେ ଦେଶବ୍ୟାପୀ ବିଛେଇ ହୋଇଥିବା ଆନ୍ତଃ ରାଜ୍ୟ ଜାଲ୍‌ ସାର୍ଟିଫିକେଟ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ସାର୍ଟିଫିକେଟ୍‌ ପିଛା…

ପାନୀୟ ଜଳ ପାଇଁ ରାତିରୁ ଲମ୍ବାଧାଡ଼ି

ପଟ୍ଟାମୁଣ୍ଡାଇ,୨୭ା୩(ସ୍ବ.ପ୍ର.): ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏଥିଲାଗି ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ସନଜରିଆ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।…

ଇନ୍ଦୁପୁର ବାରୁଣୀ ଯାତ୍ରା ଉଦ୍‌ଯାପିତ

ଡେରାବିଶ,୨୬।୩(ସ୍ବ.ପ୍ର.):  କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ଯାତ୍ରା ଶନିବାର ଶେଷ ହୋଇଛି ା ବିରୁପା ନଦୀ କୂଳରେ ଥିବା ମା’ଚଣ୍ଡୀଙ୍କ ପୀଠରେ ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୭ଦିନ ଧରି ଚାଲିଥିଲା ା କେନ୍ଦ୍ରାପଡ଼ା ଜିଲା…

ସଙ୍କଟରେ କୁମ୍ଭକାରଙ୍କ କୌଳିକ ବୃତ୍ତି

ପଟ୍ଟାମୁଣ୍ଡାଇ,୨୬।୩(ସ୍ବ.ପ୍ର.): ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇଁ ଖୋଜାପଡ଼େ ହାଣ୍ଡି, ମାଠିଆ, କଳସି। ସେତେବେଳେ କୁମ୍ଭକାରଙ୍କ କଥା ସମସ୍ତଙ୍କ ମନେପଡ଼େ। ଏବେ ପ୍ଲାଷ୍ଟିକ, ଷ୍ଟିଲ୍‌, ସିଲ୍‌ଭର ବାସନର ଚାହିଦା ବଢ଼ିଛି। ଏଥିପାଇଁ କୁମ୍ଭାରଙ୍କ ବେଉସା ବୁଡିଯିବାକୁ ବସିଛି ା ଏହାପରେ…

କେନାଲ ଜଳସେଚନ କାଗଜପତ୍ରରେ ଚାଲିଛି

କେନ୍ଦ୍ରାପଡ଼ା ଅଫିସ, ୨୬।୩: କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନାହିଁ। କୃଷିକୁ ୬୯ ପ୍ରତିଶତ ପରିବାର ଜୀବିକା କରିଛନ୍ତି। ହେଲେ ଜିଲାରେ କେନାଲ ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର…

ବାରଦୁଆର ବୁଲି ଶିଶୁ ଭାଗ୍ୟ ଗଢ଼ୁଛନ୍ତି

ଆଳି, ୨୫ା୩(ଡି.ଏନ୍‌.ଏ.): କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିରେ ପ୍ରାକ୍‌ ବିଦ୍ୟାଳୟକୁ ଗୁରୁତ୍ୱ ଦେବାକୁ ଯୋଜନା କରାଯାଇଛି। ହେଲେ ତୃଣମୂଳସ୍ତରରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହା ଦେଖିବାକୁ ପ୍ରଶାସନିକ ଅଧିକାରୀ କିମ୍ବା ଲୋକ ପ୍ରତିନିଧିଙ୍କ ଇଚ୍ଛାଶକ୍ତି ନ…

ସନାତନ ଧର୍ମ ସମ୍ମିଳନୀ ଉଦ୍‌ଘାଟନ ପୂର୍ବରୁ ମଣ୍ଡପ ଭୁଶୁଡ଼ିଲା

ରାଜନଗର, ୨୫ା୩(ଡି.ଏନ୍‌.ଏ.): ରାଜନଗର ବ୍ଲକ ଖମାରସାହିଠାରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ରାଜନଗର ଭକ୍ତଗୋଷ୍ଠୀ ପକ୍ଷରୁ ଆୟୋଜିତ ୫୩ତମ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତମିଳନ ଉତ୍ସବ ଶୁକ୍ରବାର ଉଦ୍‌ଘାଟନ ହୋଇଥାନ୍ତା। ହେଲେ ଏହା ପୂର୍ବରୁ କାଳବୈଶାଖୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri