କନ୍ଧମାଳ

ଭୂମିହୀନଙ୍କୁ ଚି଼ହ୍ନଟ କରି ଜମି ସମାଧାନ ପାଇଁ ନୂତନ ତହସିଲଦାରଙ୍କୁ ନିବେଦନ

ଦାରିଙ୍ଗବାଡି,୧୦।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ନୂତନ ତହସିଲଦାର ଭାବେ ଧୀରୋଜ ପାତ୍ର ଯୋଗଦାନ ପରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ଦାରିଙ୍ଗବାଡି ଭାଜପା ପକ୍ଷରୁ ମଣ୍ଡଳ ସଭାପତି ମିଟୁ ସାହୁ ଏବଂ କନ୍ଧମାଳ ଏମପି…

ବିଦ୍ୟୁତ ନାହିଁ: ସ୍ବାସ୍ଥ୍ୟକେନ୍ଦ୍ରରେ ପିଇବା ପାଣି ଅଭାବ, ରୋଗୀ ହଇରାଣ

ଦାରିଙ୍ଗବାଡି,୧୦।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବିଳମ୍ବିତ ରାତି ଠାରୁ ବିଦ୍ୟୁତ ଅଚଳ ହୋଇପଡିଛି। ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ଭୋଗୁଛନ୍ତି। ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡିକରେ କାର୍ଯ୍ୟ ଏକପ୍ରକାର ଅଚଳ ହୋଇପଡିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହୋଇଛି।…

ଛେଳିକୁ ବଞ୍ଚାଇବାକୁ ଯାଇ କୂଅରେ ଫସିଲେ ଯୁବକ, ପରେ…

ଦାରିଙ୍ଗବାଡ଼ି,୯ା୬ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବମନ୍ଦିର କୂଅରେ ଏକ ଛେଳିକୁ ଉଦ୍ଧାର କରିବାକୁ ଯାଇ ଲୁଦି ପ୍ରଧାନ (୪୦) ପ୍ରାୟ ୩ ଘଣ୍ଟା ଧରି କୂଅରେ ଫଶି ରହିଥିଲେ। ସେଠାରୁ ଅଗ୍ନିଶମ ବାହୀନି ତାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି…

ଯୁବକ ଯୁବତୀଙ୍କୁ ରାଜ୍ୟରେ ମିଳିବ ସୁବିଧା, ହେବେ ରୋଜଗାର କ୍ଷମ

ଦାରିଙ୍ଗବାଡି,୯ା୬ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ସିଆଙ୍ଗବାଲି ପଞ୍ଚାୟତରେ କୃଷିଋଣ ଜାଗରଣ ସପ୍ତାହ ପାଳନ ଅବସରରେ କୃଷକଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବେକାର ଯୁବତୀଯୁବକ ହୁଅନ୍ତୁ ବା କୃଷକ ସେମାନେ ବାହାର ରାଜ୍ୟକୁ ଦାଦନ…

ପିକଅପ୍‌ ଭ୍ୟାନ୍‌ ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ବାଲିଗୁଡ଼ା,୯।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ସୁଡ୍ରା ପଞ୍ଚାୟତ ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍‌ ଭ୍ୟାନ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ରୁତୁଙ୍ଗିଆ ପଞ୍ଚାୟତ ସିରିସପାଙ୍ଗା…

ଅଟୋ ଦୁର୍ଘଟଣାଗ୍ରସ୍ତ: ଗୁରୁତର ବୃଦ୍ଧଙ୍କ ଛାଡି ଚାଳକ ଫେରାର

ଦାରିଙ୍ଗବାଡି, ୯।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥର ଡାବୁଲୁମାହା ଘାଟିର ବୁଲାଣି ରାସ୍ତାରେ ଏକ ଅଜଣା ଅଟୋ ଦୁର୍ଘଟଣାଗ୍ରସ୍ତରେ ଜଣେ ଷାଠିଏ ବର୍ଷର ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ହେଲେ…

ଅତିରିକ୍ତ ତହସିଲଦାରଙ୍କୁ ଅନ୍ୟତ୍ର ବଦଳି ଦାବି, ନଚେତ୍‌ ଆନ୍ଦୋଳନ

ଦାରିଙ୍ଗବାଡି,୯।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅଞ୍ଚଳର ଅନେକ…

ଏପଟେ ଘନଘନ ବିଦ୍ୟୁତ୍‌କାଟ୍‌, ସେପଟେ ଦିନରେ ଜଳୁଛି ଷ୍ଟ୍ରିଟ୍‌ ଲାଇଟ୍‌

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ଘନଘନ ବିଦ୍ୟୁତ୍‌ କାଟ୍‌କୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦିନରେ ଜଳୁଛି ଷ୍ଟ୍ରିଟ ଲାଇଟ୍‌। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଲକ୍ଷ୍ମୀ ବଜାରରେ। ପ୍ରକାଶ ଯେ, ଏବେ ଉକ୍ତ…

ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା: ଅଞ୍ଚଳର ଜୈବିକ ଅମଳ ସାମଗ୍ରୀର କାରବାର ହେବ ସହଜ

ଦାରିଙ୍ଗବାଡି,୭।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ବୃହଦାକାର ବହୁମୁଖୀ ସମବାୟ ସମିତିକୁ ମିଳିଛି ବଡ଼ ସଫଳତା। ଏବେ କେବଳ ରାଜ୍ୟ ନୁହଁ ରାଜ୍ୟ ବାହାରେ ତଥା ରାଷ୍ଟ୍ରୀୟ କୋପରେଟିଭ ଅର୍ଗାନିକ ଲିମିଟେଡ ସହ ଅନୁବନ୍ଧିତ ହୋଇପାରିଛି ।…

ଏବେ ତାତିରେ ସିଝୁଛି ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି, ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡ଼ି,୭ା୬(ଅରୁଣ ସାହୁ): ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ି ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା କିନ୍ତୁ ଗ୍ରୀଷ୍ମ ପ୍ରବାହରେ ଏବେ ଅସମ୍ଭାଳ ହୋଇପଡ଼ିଛି ଏହି ଥଣ୍ଡା ଅଞ୍ଚଳ। ସକାଳ ୮ଟାରୁ ଖରାର ପ୍ରଭାବ ଯୋଗୁ ଜରୁରୀକାର୍ଯ୍ୟ ନ ଥିଲେ ଲୋକମାନେ ଘରୁ ପଦାକୁ ଗୋଡ଼…

ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୭ା୬(ରାକେଶ କୁମାର ରାଉତ): କନ୍ଧମାଳବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହୋଇଛି। ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଉଦଘାଟନ କରିଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମାଦିକୁନ୍ଦା ସ୍ଥିତ…

ଉଠାଦୋକାନୀଙ୍କ ଭିଡ଼, ବଢୁଛି ଟ୍ରାଫିକ ସମସ୍ୟା: କାର୍ଯ୍ୟାନୁଷ୍ଠାନ ଶୂନ

ଦାରିଙ୍ଗବାଡି, ୭।୬ (ଅରୁଣ ସାହୁ)-ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କନ୍ଧମାଳ ଜିଲାର ଦାରିଙ୍ଗବାଡିର ସମସ୍ତ ରାସ୍ତା ତଥା ରାଜପଥ ଏବଂ ପୂର୍ତ୍ତ ବିଭାଗର ରାସ୍ତା ସଂକୁଚିତ ହେବାରେ ଲାଗିଛି। ବଜାର ମଧ୍ୟରେ ଉଠାଦୋକାନୀଙ୍କ ଭିଡ଼ ତ ଆଉ କିଛି ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri