କାଳବୈଶାଖୀ ତାଣ୍ଡବ: ଉଡିଲା ସ୍କୁଲ ଛପର, ଛଟପଟ ହୋଇମଲେ ୯ ଗୋରୁ
ଖଜୁରିପଡ଼ା,୧୬ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅଞ୍ଚଳରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘରର ଛପର ଉଡ଼ିଯାଇଥିବା ବେଳେ କିଛି ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା। ଏହି କାଳବୈଶାଖୀରେ ବ୍ରଜପାତ ହେବା ଯୋଗୁ ଅନେକ ଗାଈଙ୍କର…
ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା
ଦାରିଙ୍ଗବାଡି,୧୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ପାଣି ଏକାଧିକ ସ୍ଥାନରେ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଏବଂ ଜାଗୃତି…
ଖଣି ଖନନ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା: ସର୍ଭେ କର୍ମଚାରୀ ଦଳ-ଶ୍ରମିକଙ୍କୁ ବିଦା କରିଦେଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ବିଜାଲି ଗ୍ରାମରେ ଖଣି ଖନନ ପାଇଁ ଦୀର୍ଘ ଦିନ ହେଲା ସର୍ଭେ କାର୍ଯ୍ୟ ଚାଲିଛି ଏହାକୁ ଅଞ୍ଚଳବାସୀ ବିରୋଧ କରିଆସୁଥିବା ବେଳେ ଜିଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର ନିଷ୍ପତ୍ତି…
ଦାରିଙ୍ଗବାଡ଼ିରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଦାରିଙ୍ଗବାଡ଼ି,୧୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଛି। ଫଳରେ ଚାଷୀ ଭାଇଙ୍କ ମୁହଁରେ ହସ ଫୁଟିଥିବାବେଳେ ଗରମରୁ ଲୋକେ ଆଶ୍ୱସ୍ତି ପାଇଛନ୍ତି। ଅଞ୍ଚଳରେ କୂଅ, ପୋଖରୀ, ନାଳ ଶୁଖିଯାଇଥିବା ବେଳେ ଏହି ବର୍ଷା ପରେ…
ମୁହଁରେ କଳା କପଡ଼ା ବାନ୍ଧି ବୁଲୁଛନ୍ତି ୨ ଯୁବକ: ଲୋକେ ଆତଙ୍କିତ
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଏବେ ମୁଖାଧାରୀ ଯୁବକ ଘୁରି ବୁଲୁଥିବା ଦେଖି ସାଧାରଣରେ ଆତଙ୍କିତ ହୋଇପଡୁଛନ୍ତି। ଗୋଟିଏ ପଟେ ଗଞ୍ଜାମ ପୋଲିସର ସ୍ପେସିଆଲ ଡ୍ରାଇଭରେ ଧରପଗଡ଼ ଚାଲିଥିବା ବେଳେ ପୂର୍ବରୁ କନ୍ଧମାଳ ଜିଲାରେ ମଧ୍ୟ…
ଅସୁରକ୍ଷିତ ୫୯ନଂ ଜାତୀୟ ରାଜପଥ: ପେଭରବ୍ଲକକୁ ଖୋଳି ବିଛାଯାଉଛି ଓଏଫସି କେବୁଲ
ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର ଦାରିଙ୍ଗବାଡିଠାରୁ ବାଲିଗୁଡା ରାସ୍ତାରେ ବିଏସଏନଏଲର ଅଫଟିକ ଫାଇବାର କେବୁଲ (ଓଏଫସି) ବିଛାଯାଉଛି। ଏଥିପାଇଁ ରାଜପଥ…
ପରିଚୟ ହଜାଇବାକୁ ବସିଲାଣି ଗୋଲମରିଚ: ଅମଳ କରି ପ୍ରସ୍ତୁତି ଅପେକ୍ଷାରେ ଚାଷୀ
ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଓ ତା’ ପରିସର ମଧ୍ୟରେ ରହିଥିବା ଗୋଲମରିଚ ଏବେ ନିଜ ପରିଚୟ ହଜାଇବାକୁ ବସିଲାଣି। ବଗିଚା ଯେଉଁଭଳି ଅସୁରକ୍ଷିତ ସେଠାକୁ ଦୈନିକ ଆସୁଥିବା ପର୍ଯ୍ୟଟକ ମଧ୍ୟ ଅସୁରକ୍ଷିତ।…
ଖୋଲିବ ଆଉ ୭ ବହୁମୁଖୀ ସମବାୟ ସମିତି: କୃଷି ଋଣ ସହ ସରଳ ହେବ ସାଧାରଣ ବଣ୍ଟନ
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କୃଷିଋଣକୁ ବ୍ୟାପକ କରାଯିବା ସହ ସାଧାରଣ ବଣ୍ଟନ ସାମଗ୍ରୀକୁ ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚାଇବା, କୃଷି ଉପକରଣ, ବିହନ ବଣ୍ଟନ ଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବା ଆଦି ଲକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମିତିଗୁଡ଼ିକର ସମ୍ପ୍ରସାରଣକୁ ଗୁରୁତ୍ୱ ଏହି…
୨ ଲକ୍ଷ ୧୯ ହଜାର ଟଙ୍କା ତଣ୍ଡ ଗଣିଲେ ଗାଡ଼ି ମାଲିକ, ୩ ମାସ ପାଇଁ ଲାଇସେନ୍ସ ରଦ୍ଦ
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହିଲ୍ଭିୟୁ ଛକ ନିକଟରେ ପୋଲିସ ଏବଂ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ଏଥିରେ ବିନା ହେଲମେଟ୍ରେ ଯାତ୍ରା ସହ ସିଟ ବେଲ୍ଟ, ବାଇକ୍ରେ ୨ରୁ ଅଧିକ ଯାତ୍ରୀ,…
କାଳବୈଶାଖୀରେ ଉଡ଼ିଲା ଘରର ଛପର, ଖୋଲା ଆକାଶ ତଳେ ପରିବାର
ଦାରିଙ୍ଗବାଡ଼ି,୧୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଏକାଧିକ ଘର ଛପର ଉଡ଼ିବା ଜଣାପଡ଼ିଛି। ପ୍ରକାଶ ଯେ, ଉକ୍ତ ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ମାଲେବାଡ଼ି ଗ୍ରାମର ଶିକଲା ପ୍ରଧାନଙ୍କ ଘର ଛପର ଉଡ଼ିଯିବା…
ସିବିଏସଇ ପରୀକ୍ଷା ଫଳ: ଦ୍ୱାଦଶରେ ପି. ସମୀକ୍ଷା, ଦଶମରେ ଉଷାରାଣୀ ଟପ୍ପର
ରାଇକିଆ,୧୪/୫(ପ୍ରଦୀପ ବେହେରା):ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। କନ୍ଧମାଳ ଜିଲା ରାଇକିଆ ବ୍ଲକରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦାରା ପରିଚାଳିତ ଦଶମ ଏବଂ ଦାଦଶ ପରୀକ୍ଷା ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ରାଇକିଆରୁ…
ଆନ୍ଦୋଳନ ପରେ ବି ପୂରଣ ହେଉନି ପଦବୀ: ପୁଣି ଆନ୍ଦୋଳନ ପାଇଁ ସଜବାଜ
ଦାରିଙ୍ଗବାଡି, ୧୪।୫ (ଅରୁଣ ସାହୁ):କୃଷି କ୍ଷେତ୍ରରେ ବିକାଶ ପାଇଁ ହେଉକି ସାଧାରଣ ବଣ୍ଟନରେ ହେଉ କିମ୍ବା ବିହନ ବଣ୍ଟନ ସହ ମିନି ବ୍ୟାଙ୍କ ଜରିଆରେ ଲୋକଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଦାରିଙ୍ଗବାଡି ବୃହଦାଗାର ବହୁମୁଖୀ ସମବାୟ ସମିତି ଲିମିଟେଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା…
Archives


