କନ୍ଧମାଳ

‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି…

ଡ୍ରେନ ସଫେଇ ଆଳରେ ମିଥ୍ୟା ବିଲ୍‌ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭର୍ତ୍ସନା

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ପକ୍ଷରୁ ଗତ କିଛିଦିନ ତଳେ ଡ୍ରେନ ସଫେଇ ସହ ଦାରିଙ୍ଗବାଡି ବଜାରକୁ ସଫେଇ କରାଯାଇଥିଲା। ସ୍ଥାନୀୟ ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନିର୍ଦ୍ଦେଶକ୍ରମେ ଏହି ସବୁ କାର୍ଯ୍ୟ କରାଯାଇଥିଲା। ସଫେଇ ପରେ…

ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ବଢୁଛି ଅସନ୍ତୋଷ

ଦାରିଙ୍ଗବାଡି, ୪ା୬ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁ ସମ୍ପୃକ୍ତା ମହିଳାଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ବ୍ୟବଚ୍ଛେଦରେ…

ସିଆଙ୍ଗବାଲିରେ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ; ପ୍ରଥମ ଦିନ ମ୍ୟାଚ୍‌ରେ ତରବାଡ଼ି-କେରକେବାଡି ବିଜୟୀ

ଦାରିଙ୍ଗବାଡି,୩ ା୬ (ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି କାର୍ଗିଲ ଖେଳପଡିଆ ଠାରେ ମଙ୍ଗଳବାର କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରୀୟ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ପ୍ରଥମ ମ୍ୟାଚ ସିଆଙ୍ଗବାଲି ଓ…

ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି,୩।୬(ଅରୁଣ ସାହୁ):ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ମୃତଦେହ ବ୍ୟବଛେଦ କରାଇବାରେ ବିଳମ୍ବକୁ ନେଇ ଅସନ୍ତୋଷ ଦେଖାଯାଇଛି। ମୃତକଙ୍କ ପରିବାର ଲୋକ ଅସନ୍ତୋଷ ବ୍ୟକ୍ତ କରି ମୃତଦେହ ଧରି ସିଧା ଘରକୁ ପଳାଇଥିଲେ।…

ବାଇକ୍‌ରେ ଯାଉଥିଲେ, ହଠାତ୍‌ ପଶିଆସିଲା ମାଙ୍କଡ଼: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡି, ୩।୬(ଅରୁଣ ସାହୁ ): ୫୯ନଂ ଜାତୀୟ ରାଜପଥ ଉପରେ ମାଙ୍କଡ଼ ଏବଂ ଗୋରୁଗାଇଙ୍କ ଉପଦ୍ରବ ବୃଦ୍ଧି ପାଇଛି। ଫଳରେ ବାଇକ ଦୁର୍ଘଟଣା ଦିନକୁ ଦିନ ବଢୁଛି। ପ୍ରକାଶ ଯେ, ସୋମବାର ଏକ ବୈଠକରେ ଯୋଗଦେବା ପାଇଁ ଦାରିଙ୍ଗବାଡି ଅନ୍ତରଙ୍ଗ ଯୁବ…

ପରିଚୟ ଖୋଜୁଛି କଫି ବଗିଚା: ପର୍ଯ୍ୟଟକଙ୍କୁ ମିଳୁନି ମୌଳିକ ସୁବିଧା, ଦଲାଲ ସକ୍ରିୟ

ଦାରିଙ୍ଗବାଡି, ୩।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଫି ବଗିଚା ଏବେ ତାର ପରିଚୟ ହରାଇବାକୁ ବସିଲାଣି। ପ୍ରକାଶ ଯେ, ୧୯୭୪ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୬.୭୧ ହେକ୍ଟର ଜମିରେ…

ସରକାରୀ ଟଙ୍କା ଆତ୍ମସାତ: ନିଲମ୍ବିତ ହେଲେ ପିଇଓ, ଜିଆରଏସ୍‌

ବାଲିଗୁଡ଼ା,୧ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ବ୍ଲକ୍‌ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଟଙ୍କା ଆତ୍ମସାତ ଘଟଣାରେ କନ୍ଧମାଳ ଜିଲାପାଳଙ୍କ ଛାଟ ବାଜିଛି। କୋଟଗଡ଼ ବ୍ଲକରେ ୨୦୨୨-୨୩ରେ ମନରେଗାରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲାରେ କେନ୍ଦ୍ର ସରକାରଙ୍କ…

ନରେଗା କାମ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ

ଖଜୁରୀପଡ଼ା,୧ା୬(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗ ଦେବା ଦିନ ଠାରୁ ବିକାଶ କାର୍ଯ୍ୟ ଅଗ୍ରସର ଭାବେ ଚାଲିଛି। ସେ ଛୁଟି ଦିନରେ ମଧ୍ୟ ବିଭିନ୍ନ ପଞ୍ଚାୟତକ୍ଷେତ୍ର ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରୁଛନ୍ତି।…

ଉମାକାନ୍ତ ରଥ ରାଇକିଆ କଲେଜର ନୂତନ ଅଧ୍ୟକ୍ଷ

ରାଇକିଆ,୩୧ା୫ (ପ୍ରଦୀପ ବେହେରା): ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଅର୍ଥଶାସ୍ତ୍ର ବିଭାଗର ବରିଷ୍ଠ ପ୍ରଫେସର ଉମାକାନ୍ତ ରଥ ଦାୟତ୍ୱ ଗ୍ରହଣ କରିଛନ୍ତି। ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ଗ୍ରହଣ କରିଥିବା ଇଂରାଜୀ ବିଭାଗ ବରିଷ୍ଠ ପ୍ରଫେସର୍‌ ପ୍ରଭାକର…

ଦାରିଙ୍ଗବାଡ଼ିରେ ବର୍ଷା ସାଙ୍ଗକୁ ଅଦିନ କୁହୁଡ଼ି, ଜନଜୀବନ ପ୍ରଭାବିତ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ଦିନ ତମାମ ପାଗ ମେଘୁଆ ସହ ବର୍ଷା ଲାଗିରହିଛି। ସେହିପରି ଦିନ ହେଉକି ରାତି ଦାରିଙ୍ଗବାଡ଼ି ଓ ତାର ଆଖପାଖ ଅଞ୍ଚଳରେ ଘନକୁହୁଡି…

ଶିଶୁ ଶ୍ରମିକ, ଯୌନ ନିର୍ଯାତନା ରୋକିବା ପାଇଁ ଟାସ୍କ ଫୋର୍ସର ପ୍ରୟାସ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ଶନିବାର ଟାସ୍କ ଫୋର୍ସ କମିଟିର ବୈଠକ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଆବାହକ ତଥା ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନାର ଅଧିକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri