କନ୍ଧମାଳ

ବିଦେଶୀ ମଦ ଦୋକାନକୁ ବିରୋଧ କଲା କୁଇ ସମାଜ: ୨୫ ସୁଦ୍ଧା ବନ୍ଦ ନ ହେଲେ ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୯ା୧୧- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରୀକୂମ୍ପାଠାରେ ଖୋଲିଥିବା ସରକାରୀ ବିଦେଶୀ ମଦ ଦେକାନକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଛନ୍ତି। ତୁରନ୍ତ ଉକ୍ତ ଦୋକାନ ବନ୍ଦ କରିବାକୁ ଦାବି ହୋଇ ଆସୁଛି। ଏପରିକି କିଛିଦିନ ତଳେ ଲୋକେ ଏ…

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା; ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଶଙ୍କରାଖୋଲ,୧୮ା୧୧(ଡି.ଏନ୍‌.ଏ.)-ଟିକାବାଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳର ଅଶ୍ୱିନୀ କୁମାର ଦିଗାଳ। ଏ ନେଇ ଟିକାବାଲି ଥାନାରେ ନଂ.୧୦୯/୧୯ରେ ମାମଲା…

ପୂର୍ବ ଶତ୍ରୁତାରୁ ହତ୍ୟା, ଅଭିଯୁକ୍ତ ଗିରଫ

କ.ନୂଆଗାଁ,୧୮ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ପିପଳପଙ୍ଗା ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଛନ୍ତି ଯୋଗେଶ୍ୱର ପ୍ରଧାନ। ଯୋଗେଶ୍ୱର ଓ ତାଙ୍କ ସ୍ତ୍ରୀ ମାଳତୀ ଘର ବାରଣ୍ଡାରେ ବସିଥିଲେ। ନୋଜରା ପ୍ରଧାନଙ୍କ ସହ…

ଦାରିଙ୍ଗବାଡ଼ିରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଚଳିତ ଶୀତଋତୁରେ ପ୍ରଥମଥର ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି। ପୂର୍ବରୁ ପର୍ଯ୍ୟଟକ ଦୈନିକ ଆସୁଥିଲେ ମଧ୍ୟ ରବିବାର ଛୁଟିଦିନ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଛି। ସୁନ୍ଦର ପରିବେଶ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: ପୋଲିସର ତଦନ୍ତ ଆରମ୍ଭ

କେ.ନୂଆଗାଁ,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅନ୍ତର୍ଗତ କେ ନୂଆଗାଁର ପିପିଳପଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଯୋଗେଶ୍ୱର ପ୍ରଧାନ (୫୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର କିଛି ଲୋକଙ୍କ ସହ ଯୋଗେଶ୍ୱରଙ୍କ ଗଣ୍ଡଗୋଳ…

ବାଲିଗୁଡ଼ା ଏସ୍‌ଡିପିଓଙ୍କ ଦାରିଙ୍ଗବାଡ଼ି ଥାନା ପରିଦର୍ଶନ: ଚୋରାମଦ କାରବାର ରୋକିବା ଦିଗରେ ଆଲୋଚନା

ଦାରିଙ୍ଗବାଡ଼ି,୧୭।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାକୁ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ପରିଦର୍ଶନ କରିଛନ୍ତି। ସେ ଏସ୍‌ଡିପିଓ ଭାବେ ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ଯୋଗଦେବା ପରେ ଏହା ଦାରିଙ୍ଗବାଡ଼ି ଅଞ୍ଚଳକୁ ପ୍ରଥମ ଗସ୍ତ। ଥାନାର ବିଭିନ୍ନ ମାମଲା ସମ୍ପର୍କରେ ଆଇଆଇସି…

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୬ା୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ପଲାବ୍ରୁଡି ପଞ୍ଚାୟତ ମୁସେଲିପାଂଗା ରାସ୍ତା ମାଝିପଡା ଗ୍ରାମରେ ଚଢ଼ାଉ କରି ଏକ ପିକ୍‌ଅପ ଭ୍ୟାନରୁ ୧୦୩ କେଜି ଗଞ୍ଜେଇ ଜବତ କରିବା ସହ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ…

୧୩୦ ଏକର ଗଞ୍ଜେଇ ଗଛ ନଷ୍ଟ

ଫିରିଙ୍ଗିଆ,୧୬ା୧୧: ଫିରିଙ୍ଗିଆ ଥାନା ଅଞ୍ଚଳରେ ଶନିବାର ୧୩୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୁଲ୍ୟ ୧୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗଞ୍ଜେଇ ଗଛ ଲଗା ଯାଇଥିବା ଜାଣିବା ପରେ…

ବାଲିଗୁଡ଼ା ଏନ୍‌ଏସି: ହୋଇପାରିଲାନି ଅନାସ୍ଥା, କାଏମ ରହିଲା ୨ ପଦବୀ

ବାଲିଗୁଡ଼ା,୧୬।୧୧(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସିର ଅଧ୍ୟକ୍ଷା ମମତା ବେହେରା ଓ ଉପାଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ବିରୋଧରେ ବିଜେଡିର ୭ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଶନିବାର ବାଲିଗୁଡା ଏନ୍‌ଏସି ପରିସରରେ ପୂବାହ୍ନ ୧୦ଟାରେ ଅଧ୍ୟକ୍ଷା ନିର୍ବାଚନ ପାଇଁ…

ବିଦ୍ୟୁତ୍‌ ଖୁଣ୍ଟରୁ ପଡ଼ି ଗୁରୁତର ଶ୍ରମିକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା

ଶଙ୍କରାଖୋଲ,୧୬।୧୧(ଡି.ଏନ୍‌.ଏ.)-ଚକାପାଦ ବ୍ଲକ ଶଙ୍କରାଖୋଲ ଗ୍ରାମରେ ୩୩ କେଭି ତାର ସ୍ଥାନାନ୍ତର ପାଇଁ ଖୁଣ୍ଟରେ ଚଢି ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ଟିକାବାଲି ପଞ୍ଚାୟତ ସାକିଡ଼ିକିଆ ଗ୍ରାମର ରୋହିତ କହଁର। ଏ…

ଶିଶୁଦିବସ: ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର

ବାଲିଗୁଡ଼ା,୧୪।୧୧(ଡି.ଏନ୍‌.ଏ.): ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର…

ଦାରିଙ୍ଗବାଡ଼ିରେ ଶୀତ, ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ

ଦାରିଙ୍ଗବାଡ଼ି,୧୪।୧୧(ଡି.ଏନ୍‌.ଏ.) -ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ ହୋଇଛି। ଚଳିତ ବର୍ଷ ବିଳମ୍ବରେ ଶୀତ ହୋଇଥିବାରୁ ପାଣିପାଗରେ ଅନିୟମିତତା ଯୋଗୁ ଏପରି ହୋଇଥିବା କୁହାଯାଉଛି। ବାରମ୍ବାର ଲଘୁଚାପ ସହ ବାତ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?