ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ
ଫୁଲବାଣୀ ଅଫିସ, ୪ା୬- କନ୍ଧମାଳ ଜିଲାରେ ଏସ୍ଓଜି ଏବଂ ଡିଭିଏଫ୍ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ବେଳେ ନୟାଗଡ ଜଙ୍ଗଲ ସୀମାରେ ଏକ ମାଓବାଦୀ କ୍ୟାମ୍ପ ବୁଧବାର ଠାବ ହୋଇଛି। ଏହି ଘଟଣାରେ ଗୁଳି ବିନିମୟ ହୋଇ ନ ଥିବାବେଳେ ସେଠାରୁ…
ବଜ୍ରପାତରେ ଗଲା ୭ ଗୋରୁଙ୍କ ଜୀବନ
ଶଙ୍କରାଖୋଲ,୩ା୬(ଡି.ଏନ୍.ଏ.)- ଚକାପାଦ ବ୍ଲକ ବସ୍ତିଙ୍ଗିଆ ପଞ୍ଚାୟତ ନିକଟ ଗୁଡିରିଗଁାରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ୭ଗୋରୁଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେର ଗୋରୁଗୁଡିକ ଚରୁଥିବାବେଳେ ବର୍ଷା ହେବାରୁ ଆମ୍ବଗଛ ତଳକୁ ପଳାଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଯଦୁମଣି…
ବଜ୍ରପାତରେ ୨ ଜୀବନ ଗଲା
ଶଙ୍କରାଖୋଲ(ଡି.ଏନ୍.ଏ.)/ଫିରିଙ୍ଗିଆ,୨ା୬- କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା ଚକାପାଦ ଗ୍ରାମ ନୂଆସାହିର ସୁମନ୍ତ ବିଷୋୟୀ (୨୮) ଓ ଫିରିଙ୍ଗିଆ ବ୍ଲକ ରବଙ୍ଗିଆ ପଞ୍ଚାୟତ…
କନ୍ଧମାଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨: ଗୋଟିଏ ଦିନରେ ୯ ସଂକ୍ରମିତ
ଫୁଲବାଣୀ ଅଫିସ, ୧ା୬-କନ୍ଧମାଳ ଜିଲା ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିବା ସମସ୍ତ ୯ ଜଣ କରୋନା ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ସ୍ବାବ୍ ନମୁନା ପଜିଟିଭ ଆସିଥିବା ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ା…
ଜି.ଉଦୟଗିରିରେ ଘଡଘଡି ସହ ପ୍ରବଳ ବର୍ଷା
ଜି.ଉଦୟଗିରି,୧ା୬(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ପ୍ରବଳ ବର୍ଷା ପବନ ହୋଇଥିଲା। ଏଥିରେ ରାସ୍ତା କଡରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। କନ୍ଧମାଳ ଜିଲାରେ…
ଆତ୍ମନିର୍ଭର ଭାରତ ସମ୍ପର୍କିତ ସଚେତନତା
ଫୁଲବାଣୀ ଅଫିସ, ୧ା୬- କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କ ପରିଚାଳକ ଓ ଉଦ୍ୟୋଗୀମାନଙ୍କୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…
ଅନଲାଇନ୍ ପାଠପଢ଼ାରେ ନେଟ୍ଓ୍ବାର୍କ ବାଧକ: ଥ୍ରୀ-ଜି ସେବା ପାଇଁ ଦାବି କଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୩୧ା୫(ଡି.ଏନ୍.ଏ.)- କରୋନା ପାଇଁ ଛାତ୍ରୀଛାତ୍ରଙ୍କ ପାଠପଢାରେ ଡୋରି ବନ୍ଧାହୋଇଛି। ଫଳରେ ଅନ୍ଲାଇନରେ ପଢିବାକୁ ସରକାର ବ୍ୟବସ୍ଥା କରିଛନ୍ତି। ମାତ୍ର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଟାଓ୍ବାର ନ ଥିବାବେଳେ କେତେକ ଅଞ୍ଚଳରେ ଟାଓ୍ବାର ଥିଲେ ସେଠାରେ ୨ଜି ନେଟ୍ଓ୍ବାର୍କ ରହିଛି। ଫଳରେ ଛାତ୍ରୀଛାତ୍ର…
କଳିଙ୍ଗା ଘାଟିରେ ଡକାୟତି: କାର୍ ମାଲିକଙ୍କୁ ଆକ୍ରମଣ କରି ଲୁଟ୍
ଜି.ଉଦୟଗିରି/ଶଙ୍କରାଖୋଲ,୩୧ା୫(ଡି.ଏନ୍.ଏ.)- କନ୍ଧମାଳ ଜିଲା ଜି.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଶନିବାର ରାତିରେ ଦୁର୍ବୃତ୍ତମାନେ ଏକ କାର୍କୁ ଅଟକାଇ ମାଲିକଙ୍କୁ ଆକ୍ରମଣ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଏନେଇ କାର ମାଲିକ ଶଙ୍କରାଖୋଲ ଗ୍ରାମର ଦ୍ୱିତୀକୃଷ୍ଣ ପାଢୀଙ୍କ ଏତଲାକ୍ରମେ…
ଖବର ପ୍ରକାଶ ପରେ ଦିବ୍ୟାଙ୍ଗ ଭାଇ, ଭଉଣୀଙ୍କୁ ମିଳିଲା ଭତ୍ତା
ଖଜୁରିପଡ଼ା/ବଲସକୁମ୍ପା,୩୧ା୫(ଡି.ଏନ୍.ଏ.)- ଖଜୁରିପଡା ବ୍ଲକ ବଲସକୁମ୍ପା ପଞ୍ଚାୟତ ଛନ୍ଦୁରୁପଦର ଗ୍ରାମର ବୀରେନ୍ଦ୍ର ପ୍ରଧାନଙ୍କ ପୁଅ ସତ୍ୟବାନ ଏବଂ ଝିଅ ସତ୍ୟପ୍ରଭା ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କୁ ଭତ୍ତା ମିଳୁ ନ ଥିଲା। ସେହିପରି ସୁନ୍ଦରଗଡ ଗ୍ରାମର ଶ୍ରୀୟା କହଁର ସ୍ବାମୀଙ୍କ ମୃତ୍ୟୁର…
କିରାମାହାରେ ୫ ଦିନ ହେଲା ଜଳଯୋଗାଣ ବନ୍ଦ
ଦାରିଙ୍ଗବାଡ଼ି,୩୧।୫(ଡି.ଏନ୍.ଏ.)- ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ୫ଦିନ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ। ବିଦ୍ୟୁତ୍ ଲୋ ଭୋଲ୍ଟେଜ ଆଳ ଦେଖାଇ ୫ଦିନ ହେଲା ପାଇପ ଯୋଗେ ପାଣି ଯୋଗାଣ…
କାର-ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ
ଫୁଲବାଣୀ ଅଫିସ, ୩୦ା୫-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପଲାବୃଡି ପଞ୍ଚାୟତ ଅଲିମାଡା ଗ୍ରାମର ଶନିବାର ବେପରୁଆ ଗାଡି ଚାଳନା କାଳ ହୋଇଛି ା ଏକ କାର ସହ ବାଇକ୍ ଧକ୍କା ହେବାରୁ ବାଇକ୍ରେ ଥିବା ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି…
କାଳବୈଶାଖୀ: ଘର ଉପରେ ପଡିଲା ଗଛ, ଦମ୍ପତି ଆହତ
ବାଲିଗୁଡା,୨୯ା୫(ଡି.ଏନ୍.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ପ୍ରଭାବରେ ଜୋରରେ ବର୍ଷା ପବନ ହୋଇଥିଲା। ସାରଙ୍ଗଗଡ଼ ଥାନା ବନେଗଁାର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଘର ଉପରେ ଏକ ବଡଗଛ ଉପୁଡି ପଡି ଯିବାରୁ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।…
Archives


