ଦାରିଙ୍ଗବାଡ଼ିରେ ଦିନରେ ଶୀତ, ରାତିରେ ନାହିଁ
ଦାରିଙ୍ଗବାଡ଼ି,୨୯।୧(ଡି.ଏନ୍.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ବେଳେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ତେବେ ଚଳିତବର୍ଷ ବହୁ ଦିନ ଧରି ବାରମ୍ବାର ପାଣିପାଗର ପରିବର୍ତ୍ତନ ଦେଖାଯିବା ସହ ଶୀତ ମାତ୍ର ହାତଗଣତି…
କାଠ ଘରେ ପ୍ରାକୃତିକ ଶୀତତାପ ନିୟନ୍ତ୍ରଣ
ଦାରିଙ୍ଗବାଡ଼ି,୨୩।୧: ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ହେଉଛି ପ୍ରାକୃତିକ ପଦ୍ଧତିରେ କରାଯାଇଥିବା ଟେଣ୍ଟ ହାଉସ୍ ବା ଶିବିର। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଇକୋରିଟ୍ରିଟ୍ରେ ୨୫ଟି ଶିବିର କରାଯାଇ ତାରକା ହୋଟେଲ୍ର ସୁବିଧା ପ୍ରଦାନ କରାଯାଉଛି। ତେବେ…
ଘରକୁ ବାହୁଡ଼ିଲେ ପ୍ରତାପ, ରାଜ୍ୟ ସଭାପତିଙ୍କ ଅନୁମୋଦନ
ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍.ଏ.): ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୯ରେ ଲଢ଼େଇ କରିଥିବା ପ୍ରତାପ କୁମାର ପ୍ରଧାନ ପୁଣି କଂଗ୍ରେସରେ ଯୋଗଦାନ କରିଥିବା ଜଣାପଡ଼ିଛି। କଂଗ୍ରେସରେ ପ୍ରତାପଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ନ ଦେବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ…
କମିଲା ଶୀତ, ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡି,୧୫।୧(ଡି.ଏନ୍.ଏ.): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ବୃଦ୍ଧି ଯୋଗୁ ସପ୍ତାହେ ହେଲା ଶୀତ କମୁଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହି ସମୟରେ ତାପମାତ୍ରା ୫ଡିଗ୍ରୀ ତଳକୁ ରହିବା କଥା, ହେଲେ ବୁଧବାର ସବିନିମ୍ନ ତାପମାତ୍ରା ୧୩ ଡିଗ୍ରୀ…
ଚଳନ୍ତା ବସ୍ରେ ଲାଗିଲା ନିଆଁ
ବାଲିଗୁଡ଼ା,୧୧।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଯାଇଛି। ସୌଭାଗ୍ୟ ବଶତଃ ଏଥିରେ ଥିବା ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନାନୁସାରେ, ରୁଦ୍ରକାଳୀ ନାମକ ବସ୍ ବାଲିଗୁଡ଼ାରୁ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିବା ବେଳେ…
ବଦଳିଗଲା ରବିବାର ନିୟମ: ଆସନ୍ତାକାଲି ବିଦ୍ୟାଳୟରେ ହେବ ପାଠପଢ଼ା
ବାଲିଗୁଡ଼ା,୯।୧(ଡି.ଏନ୍.ଏ.): ସାଧାରଣତଃ ରବିବାର ସ୍କୁଲ, କଲେଜ ସମେତ ରାଜ୍ୟ ଓ କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଥିବା ବେଳେ କେତେକ ସ୍ଥାନରେ ବେସରକାରୀ ଅନୁଷ୍ଠାନ ଖୋଲା ରହିଥାଏ। ମାତ୍ର ଚଳିତବର୍ଷ ରବିବାରରେ ପାଠପଢ଼ା ହେବ। ଆସନ୍ତାକାଲି ଶିକ୍ଷାବର୍ଷ…
ଦକ୍ଷିଣ ଓଡ଼ିଶାରେ ଭୂମିକମ୍ପ
ଦାରିଙ୍ଗବାଡି/ଜି.ଉଦୟଗିରି/ଭଞ୍ଜନଗର/ପାରଳାଖେମୁଣ୍ଡି,୮ା୧: କନ୍ଧମାଳ ଜିଲା ଦାରିଙ୍ଗବାଡି, ଜି. ଉଦୟଗିରି, ବାଲିଗୁଡା, ରାଇକିଆ ସମେତ ଗଞ୍ଜାମର ଭଞ୍ଜନଗର ଓ ଗଜପତି ଜିଲା ମୋହନା ବ୍ଲକର କେତେକ ଅଞ୍ଚଳରେ ଶୁକ୍ରବାର ରାତି ପ୍ରାୟ ୯ଟା ୪୫ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକେ ଭୟଭିତ ହୋଇ…
ଯବାନଙ୍କ ଉପରକୁ ଫିଙ୍ଗିଲେ ଗ୍ରେନେଡ
ଫୁଲବାଣୀ ଅଫିସ,୮।୧: କନ୍ଧମାଳ ଜିଲାର ବିଭିନ୍ନ ଜଙ୍ଗଲରେ ମାଓବାଦୀମାନେ ନିଜ ଗତିବିଧି ଜାରି ରଖିଛନ୍ତି। ବିଭିନ୍ନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହେଉଛନ୍ତି। ଗୁରୁବାର ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି…
ଖୋଲିଲା ଜି. ଉଦୟଗିରି ମହିଳା ମହାବିଦ୍ୟାଳୟ: ଆରମ୍ଭ ହେଲା ପାଠପଢ଼ା
ଜି. ଉଦୟଗିରି,୮।୧(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଶୁକ୍ରବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ମଧ୍ୟ ଆଜିଠାରୁ ପାଠପଢା ଆରମ୍ଭ ହୋଇଛି। ଛାତ୍ରୀମାନେ କୋଭିଡ ନିୟମ ମାନି ସାମାଜିକ…
ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ
ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ ପହଞ୍ଚି ଲୋକଙ୍କୁ ବାହ୍ୟ ମଳମୁକ୍ତ ବିଷୟରେ ଅବଗତ କରାଇ ବୋର୍ଡ ମାରିଛନ୍ତି। ହେଲେ…
କିନ୍ନର ଚଳାଇବେ ଏନ୍ଏସି ଗାଡ଼ି
ବାଲିଗୁଡ଼ା,୨।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍ଏସି ପ୍ରଶାସନ ପକ୍ଷରୁ ବର୍ତ୍ତମାନ କିନ୍ନରମାନଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଓ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ଦୁଇଟି ବ୍ୟାଟେରୀ ଚାଳିତ ନୂତନ ଅଟୋର ଶୁଭାରମ୍ଭ କରାଯାଇଛି। ଏହି…
ଭିତ୍ତିପ୍ରସ୍ତରରେ ଅଟକିଛି ସାଲ୍କି ସେତୁ
ଫୁଲବାଣୀ ଅଫିସ, ୨।୧ – ଫୁଲବାଣୀ ବ୍ଲକ ଆଲାମୀ ପଞ୍ଚାୟତ ନୂଆଁରିପଦରଠାରେ ସାଲୁଙ୍କି ନଦୀରେ ଏକ ପୋଲ ନିର୍ମାଣ ପାଇଁ ଲୋକେ ବହୁଦିନ ଧରି ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ବୁଝି ସରକାର ପୋଲ ନିର୍ମାଣ ପାଇଁ ସ୍ବୀକୃତି ଦେବାସହ ଭିତ୍ତିପ୍ରସ୍ତର…
Archives


