କନ୍ଧମାଳ

କୋଚିଲାଗଡ଼-ସିକିଡ଼ିକିଆ ରାସ୍ତା ବିପର୍ଯ୍ୟସ୍ତ

ଫୁଲବାଣୀ ଅଫିସ/ଟିକାବାଲି,୯ା୧: କନ୍ଧମାଳ ଜିଲାର ପ୍ରମୁଖ ସମସ୍ୟା ହେଉଛି ରାସ୍ତା। ଆଜି ପର୍ଯ୍ୟନ୍ତ ଜିଲାର ବହୁ ଦୁର୍ଗମ ଅଞ୍ଚଳକୁ ରାସ୍ତା ନାହିଁ। ଫଳରେ ଗ୍ରାମାଞ୍ଚଳର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କିନ୍ତୁ ଫୁଲବାଣୀ-ବ୍ରହ୍ମପୁର ଜାତୀୟ ରାଜପଥର ମାତ୍ର ୧୦୦ ମିଟର…

ଶୀତରେ ଥରୁଛି ଜି.ଉଦୟଗିରି

ଜି.ଉଦୟଗିରି,୮ା୧(ଡି.ଏନ୍‌.ଏ.): ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି ସହର। ଦୁଇ ଦିନ ହେବ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍‌ସିୟର ରହିଛି ବୋଲି ଜି ଉଦୟଗିରି କୃଷି ପାଣିପାଗ ଫିଲ୍ଡ ୟୁନିଟ୍‌ ପକ୍ଷରୁ ଜଣାଯାଇଛି।…

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ: ବିଭିନ୍ନ ସ୍ଥାନରେ ତୁଷାରପାତ

ଦାରିଙ୍ଗବାଡ଼ି,୮।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି। ରବିବାର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା ବଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନର ବ୍ୟବଧାନ ପରେ ହଠାତ ଶନିବାର ସନ୍ଧ୍ୟାଠାରୁ…

ଶୀତ ମହୋତ୍ସବ ପାଇଁ ଉତ୍ସବମୁଖର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି, ୭ା୧(ଡି.ଏନ୍‌.ଏ)- ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିଠାରେ ଶନିବାର ସାରୁ ଶୁଭାରମ୍ଭ ହେବ ୫ ଦିନିଆ ଶୀତ ମହୋତ୍ସବ। ଏଥିପାଇଁ ଦାରିଙ୍ଗବାଡ଼ି ଚଳଚଞ୍ଚଳ ହୋଇଉଠିଛି। ଏହି ମହୋତ୍ସବ ପାଇଁ ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏମହୋତ୍ସବକୁ ଧୁମଧାମରେ ପାଳନ…

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

ଦାରିଙ୍ଗବାଡ଼ି,୭।୧(ଡି.ଏନ୍‌.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଶୀତ ଫେରିଛି । ଶନିବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ଗତ କିଛିଦିନ ହେଲା…

ମଦ ଦୋକାନ ନବୀକରଣ ନ କରିବାକୁ ଗ୍ରାମସଭା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତରେ ରହିଛି ଏକ ବିଦେଶୀ ମଦ ଦୋକନ। ଏହାକୁ ବନ୍ଦ କରିବା ନେଇ ବହୁ ଦିନ ହେବ ଦାବି ହୋଇଆସୁଛି ା ଏହି ମଦ ଦୋକାନର ଆଉ ନବୀକରଣ ନ…

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପ୍ରସ୍ତୁତି ଶେଷ: ଶୀତୁଆ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୫।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଶନିବାର ସନ୍ଧ୍ୟାର ଶୀତ ମହୋତ୍ସବ ଉଦ୍‌ଘାଟିତ ହେବ। ଏନେଇ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ କମିଟିର ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କମିଟି ସଭାପତି ତଥା ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କରଥିଲେ।…

ହାତ ତିଆରି ଯନ୍ତ୍ରପାତିରେ ଚାଷ କରୁଛନ୍ତି ସୁରଞ୍ଜନ

ଦାରିଙ୍ଗବାଡି,୪।୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ବାଙ୍ଗା ପଞ୍ଚାୟତର ପଦ୍ମପଲି ଗ୍ରାମର ଯୁବ ଚାଷୀ ସୁରଞ୍ଜନ ପ୍ରଧାନ। ଏକାଧିକ ଏକର ଜମିରେ କରିଛନ୍ତି ପରିବା ଚାଷ। ତେବେ ତାଙ୍କୁ ସରକାରୀ ସହାୟତା ମିଳି ନ ଥିବା ବେଳେ ନିଜେ ଭଙ୍ଗା ସାଇକେଲ,…

ବିକାଶ ଅପେକ୍ଷାରେ ପିଲାସାଲୁଙ୍କି ଡ୍ୟାମ୍‌

ବଲସକୁମ୍ପା, ୪।୧ (ଡି.ଏନ୍‌.ଏ): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧୀନରେ ଥିବା ପିଲାସାଲୁଙ୍କି ଡ୍ୟାମ ଓ ପୁରୁଣାପାଣି ଡ୍ୟାମଠାରେ ନୂଆବର୍ଷ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିଏ ବଣଭୋଜିର ତ ଆଉ କିଏ ଡ୍ୟାମ୍‌ରେ ଗାଧୋଇବା ସହିତ ମନୋରମ ପରିବେଶର ମଜା…

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର

ଫୁଲବାଣୀ ଅଫିସ, ୪।୧: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଜମି ମାଫିଆମାନେ ସରକାରୀ ଜାଗାକୁ ଜବରଦଖଲ କରି ବିକ୍ରି କରୁଛନ୍ତି ା ବିଗତ ଦିନରେ ଅନେକ ଜଙ୍ଗଲ ଜମିରୁ ଗଛ କାଟି ବିକ୍ରି କରି ଦିଆଯାଇଛି ା କିଛିଦିନ ହେବ ସହରର…

ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ,୩ା୧: କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି।…

ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ, ୩ା୧:କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?