ପ୍ରଧାନ ଶିକ୍ଷକଙ୍କୁ ୧ ବର୍ଷ ଜେଲ
ବାଲିଗୁଡା,୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ବେଲଘର ଥାନା ହାଇସ୍କୁଲରେ ଅଧ୍ୟୟନରତ ୨ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁଙ୍କୁ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ଭାସ୍କରଚନ୍ଦ୍ର…
୨୦୦ ଫୁଟ ତଳକୁ ଖସିଲା ପିକ୍ନିକ୍ ଗାଡ଼ି
ରାଇକିଆ,୪।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ କରଡା ଘାଟିରେ ମଙ୍ଗଳବାର ଏକ ଅଘଟଣା ଘଟିଛି। ପିକ୍ନିକ୍ ଯାଉଥିବା ଏକ ଜାଇଲୋ କାର ଘାଟିରେ ଭାରସାମ୍ୟ ହରାଇ ୨୦୦ ଫୁଟ ତଳକୁ ଖସି ପଡିଛି। ଫଳରେ କାରରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
୧୧ ଦିନ ପରେ ପୁଣି ଦାରିଙ୍ଗବାଡ଼ିରେ ଖସିଲା ପାରଦ
ଦାରିଙ୍ଗବାଡ଼ି,୩।୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପୁଣି ୧୧ ଦିନ ପରେ ପ୍ରବଳ ଶୀତ ଅନୁଭବ ହୋଇଛି। ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା ସହ ସ୍ଥାନେସ୍ଥାନେ ଝିପିଝିପି ବର୍ଷା କାରଣରୁ ପାରଦ ଉପର ମୁହାଁ ହୋଇଥିଲା। ତେବେ ପୁଣି…
ବିକ୍ରିବେଳେ ଉଦ୍ଧାର ହେଲା ବଜ୍ରକାପ୍ତା
ବାଲିଗୁଡ଼ା,୩୧ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡ଼ାଠାରେ ବିକ୍ରି ପାଇଁ…
ଦାରିଙ୍ଗବାଡ଼ିରେ କୋହଲା ପାଗ
ଦାରିଙ୍ଗବାଡ଼ି,୨୬।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ କୋହଲା ପାଗ ଯୋଗୁ ଦିନରେ ପ୍ରବଳ ଶୀତ ଅନୁଭତ ହେଉଛି। ରାତିରେ ତାପମାତ୍ରା ୧୦ଡିଗ୍ରୀ ଉପରେ ରହିଥିବାରୁ କିଛିମାତ୍ରାରେ ଶୀତ କମିଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଏପରିକି ଶନିବାର ଏବଂ ରବିବାର ଛୁଟିଦିନ…
ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା କଡ଼ାକଡ଼ି
ଦାରିଙ୍ଗବାଡ଼,୨୪।୧୨(ଡି.ଏନ.ଏ): ବଡ଼ଦିନ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଚଳଚଞ୍ଚଳ ହୋଇପଡ଼ିଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହକୁ ଆଲୋକ ଏବଂ ବିଭିନ୍ନ ରଙ୍ଗବେରଙ୍ଗ ତ୍ୱରଣରେ ସଜ୍ଜିତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାଠାରୁ ସମସ୍ତ ଚର୍ଚ୍ଚରେ ଯଜ୍ଞ ସମେତ…
ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି
ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳ ୮ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରୀରେ ପହଞ୍ଚିଛି । ସୋମବାର ତାପମାତ୍ରା ୪ ଡିଗ୍ରୀ ରହିଥିଲା। ଦିନକୁ ଦିନ ପାରଦ ତଳକୁ ଖସୁଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…
ଦାରିଙ୍ଗବାଡ଼ିରେ ତାପମାତ୍ରା ୩.୫ ଡିଗ୍ରୀ: ଥରୁଛନ୍ତି ଲେକେ
ଦାରିଙ୍ଗବାଡ଼ି,୨୧।୧୨(ଡି.ଏନ୍.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଅବ୍ୟାହତ ରହିବା ସହ ଶୀତ ଲହରୀ ଜାରି ରହିଛିା ମଙ୍ଗଳବାର ସକାଳ ସୁଦ୍ଧା ପାରଦ ତଳମୁହଁା ହୋଇ ୩.୫ ଡିଗ୍ରୀରେ ପହଞ୍ଚିଛି। ଯାହାକି ସୋମବାର ୪ ଡିଗ୍ରୀ ରହିଥିବା ବେଳେ…
ସ୍ମୃତିରେ ୨୦୨୧
ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।…
ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା
ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ ରାତ୍ରିଯାପନ କରିଥିବା ପର୍ଯ୍ୟଟକ ଭିଡ଼ ଜମାଇବା ସହ ଏହାର ମଜା ନେଇଛନ୍ତି। ଚଳିତ ବର୍ଷ…
ଯୁବକଙ୍କୁ ହତ୍ୟା ଅଭିଯୋଗ: ପ୍ରତିବାଦରେ ବ୍ରାହ୍ମଣୀଗାଁ ବନ୍ଦ
ଦାରିଙ୍ଗବାଡ଼ି,୧୮ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପରିବାର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ…
ଦାରିଙ୍ଗବାଡିରେ ଖସିଲା ପାରଦ
ଦାରିଙ୍ଗବାଡି,୧୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଛି। ଗୁରୁବାର ସକାଳେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀକୁ ଖସିଆସିଛି। ଯାହାକି ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ସବୁଠାରୁ କମ୍ ତାପମାତ୍ରା ବୋଲି ବିଡିଓ…
Archives


