ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବ ନେଇ ଉତ୍ତେଜନା
ରାଇକିଆ,୧୫।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦରେ ବିଳମ୍ବକୁ ନେଇ ଉତ୍ତେଜନା ଦେଖା ଦେଇଛି । ରବିବାର ଅପରାହ୍ନରେ ବାକିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣକର ମୃତ୍ୟୁ ଘଟିଥିଲା । ଅପରାହ୍ନ ସାଢ଼େ ତିନିଟାରୁ ସୋମବାର ସକାଳ…
ଆମ୍ବଗଛରେ ପିଟିହେଲା ବାଇକ୍: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର
ରାଇକିଆ,୧୪ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ପାଜିମାହାର କିରଣ ପ୍ରଧାନ, ଦିଗି ପାଙ୍ଗାନାଜୁ ଅଞ୍ଚଳର ଅଭିଷେକ…
ପୋଲ ନାହିଁ,ନଦୀ ଭିତରେ ପଶି ଯାତାୟାତ କରୁଛନ୍ତି ଲୋକେ
ଦାରିଙ୍ଗବାଡ଼ି,୧୩ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦାସିଂବାଡ଼ି ପଞ୍ଚାୟତର ଗଡ଼ାପାକାଲି ଗ୍ରାମକୁ ଏବେ ବ୍ଲକ ପ୍ରଶାସନ ଫୋକସ କରୁଛି। ଗାଁକୁ ରାସ୍ତା ସଂପ୍ରସାରଣ ସହ ଚାଷଜମି ଉନ୍ନତୀକରଣ, ଚାଷ ପାଇଁ କୂପ ଖନନ ସହ ପିଇବା ପାଣି ପାଇଁ ପ୍ରୟାସ କରାଯାଉଥିବା…
୭ ହଜାର ଲାଞ୍ଚ ପାଇଁ ଆର୍ଆଇଙ୍କୁ ୩ ବର୍ଷ ଜେଲ
ଫୁଲବାଣୀ ଅଫିସ, ୯।୧୧- ଏକ ଲାଞ୍ଚ ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଜଣେ ରାଜସ୍ବ ନିରୀକ୍ଷକ(ଆର୍ଆଇ)ଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।…
ବଜାର ବୁଲୁଛି ଜଗା
ଫୁଲବାଣୀ ଅଫିସ,୮।୧୧: କନ୍ଧମାଳ ଜିଲାର ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗା ଏବେ ଡାକ୍ତରଖାନା କ୍ୟାବିନ୍ରୁ ବାହାରି ଫୁଲବାଣୀ ସହରରେ ବୁଲୁଛି । ବଜାରରେ ଜଳଖିଆ ଖାଉଛି ା ବାପାଙ୍କ ହାତ ଧରି ଏ ଦୋକାନରୁ ସେ ଦୋକାନକୁ ଯାଉଛି। ସକାଳେ…
ଚକ୍ଖଡ଼ିରେ କ୍ଷୁଦ୍ର ରଥ
ଫୁଲବାଣୀ ଅଫିସ୍, ୮ା୧୧: କନ୍ଧମାଳ ଜିଲାର ଏନ୍. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି। ଫୁଲବାଣୀ ସହର ନଦୀଖଣ୍ଡି…
ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ
ଭବାନୀପାଟଣା,୭।୧୧(ଡି.ଏନ୍.ଏ.): ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି କରାଯାଉଛି। । ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯାଉଥିବା ବେଳେ ତାଙ୍କ…
ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ
ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ହଠାତ୍ ପାରଦ ତଳମୁହାଁ ହୋଇଛି। ଶନିବାର ପାରଦ ୧୩ ଡିଗ୍ରୀ ରହିଥିବା ବେଳେ ରବିବାର ପାରଦ ଖସି ୯.୫ଡିଗ୍ରୀ ରହିଥିବା ବେଳେ ପ୍ରଶାସନ ରିପୋର୍ଟରୁ ଜଣାପଡ଼ିଛି। ପାଗ ଶୁଖିଲା ଥିବା ବେଳେ ବିଲମ୍ବିତ ରାତି…
ପ୍ରତିଶ୍ରୁତି ପରେ ହଟିଲା ଏମ୍ଜିଏନ୍ଇଆର୍ଇଜିଏସ୍ ହିତାଧିକାରୀଙ୍କ ଆମରଣ ଅନଶନ
ଦାରିଙ୍ଗବାଡି,୫।୧୧(ଡି.ଏନ୍.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ଏମ୍ଜିଏନ୍ଇଆର୍ଇଜିଏସ୍ ହିତାଧିକାରୀ ଆମରଣ ଅନଶନରେ ବସିଥିଲେ। ପରେ ଦାରିଙ୍ଗବାଡିରେ ନୁତନଭାବେ କାର୍ଯ୍ୟରେ ଯୋଗଦେଇଥିବା ବିଡିଓ ଗଦାଧର ପାତ୍ର ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାଶୁଝା କରିବା ସହ ଆସନ୍ତା ୧୫ଦିନ ମଧ୍ୟରେ…
ଜୁଆ ଆଡ୍ଡାରେ ଚଢ଼ାଉ: ୧୭ ଜଣଙ୍କୁ ଅଟକ ରଖିଲା ପୋଲିସ
ଦାରିଙ୍ଗବାଡି,୫।୧୧(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସଷ୍ଟାଣ୍ଡ ନିକଟ ମାଛ ମାର୍କେଟ ଅଞ୍ଚଳରେ ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବେଳେ ପୋଲିସ ଶୁକ୍ରବାର ଭୋର ସମୟରେ ଚଢାଉ କରିଛି । ଏହି ସମୟରେ ଜୁଆ ଖେଳୁଥିବା ୧୭ ଜଣଙ୍କୁ ପୋଲିସ ଅଟକ…
ଭୁଲ୍ ଇଞ୍ଜେକଶନ ପାଇଁ ଚାଲିଗଲା ରୋଗୀଙ୍କ ଜୀବନ: ୫୯ ନଂ. ଜାତୀୟ ରାଜପଥ ଅବରୋଧ
ଫୁଲବାଣୀ ଅଫିସ,୫।୧୧: ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା ଦେଖାଯାଇଛି। ଭୁଲ୍ ଇଞ୍ଜେକଶନ ଦେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ସଲାଗୁଡ଼ା ତେଲେପଙ୍ଗା ଗ୍ରାମର ରବୀଚନ୍ଦ୍ର ଦିଗାଲଙ୍କ ଗୋଡ଼ ବଥା ସହ…
ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ
ଦାରିଙ୍ଗବାଡି,୫।୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ ଜଳଯୋଗାଣ କରାଯାଉଥିଲେ ସୁଦ୍ଧା ୧୧ଟି ପରିବାର ବାଦ ପଡିଛନ୍ତି। ଏ ନେଇ ଶୁକ୍ରବାର ଦାରିଙ୍ଗବାଡି…
Archives


