କନ୍ଧମାଳ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଉକ୍ତ ବ୍ଲକର ୨୫ ପଞ୍ଚାୟତର ଶତାଧିକ ବିଭିନ୍ନ ବର୍ଗର ଶିକ୍ଷକ ବିଭିନ୍ନ ଦାବି ନେଇ…

ନିଖୋଜ ଥିଲେ: ଜଙ୍ଗଲରୁ ମିଳିଲା ମୃତଦେହ

ରାଇକିଆ,୭।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ନିକଟ ଦେରିନାଜୁ ଗ୍ରାମ ନିକଟ ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଗୁରୁବାର ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଲେ ଦେରିନାଜୁ ଗ୍ରାମର ବିଟୁ ପ୍ରଧାନ। ମିଳିଥିବା ସୂଚନା ମୁତାବକ,…

ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢ଼ିଲେ ପିଲା

ବାଲିଗୁଡ଼ା,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍‌ ମିଳିପାରିନାହିଁ। ଏ ନେଇ ଠିକାଦାର ବାରମ୍ବାର…

ଶ୍ୱଶୁର ଘରକୁ ବୁଲିବାକୁ ଆସି ନଦୀକୁ ଖସିପଡ଼ିଲେ ଜ୍ୱାଇଁ

ବାଲିଗୁଡ଼ା/କୋଟଗଡ଼,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ/ ସରୋଜ ବଳିୟାରସିଂ): ପୋଲରୁ ନଦୀ ଗର୍ଭରେ ଖସିପଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ ଘଟିଛି। ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ(୪୮)…

ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ଅପହରଣ, ଧରାପଡ଼ିଲେ ୧୦ ଅଭିଯୁକ୍ତ

କୋଟଗଡ଼,୬ା୯(ସରୋଜ ବଳିୟାରସିଂ): ଫିଲ୍ମ ଷ୍ଟାଇଲ୍‌ରେ ଆସି ଦୁଇ ଜଣଙ୍କୁ ଅପହରଣ କରିନେଇଥିଲେ। ଏହି ଅଭିଯୋଗରେ ୧୦ ଅପହରଣକାରୀଙ୍କୁ ବୁଧବାର ଗିରଫ କରିଛି ବାଲିଗୁଡ଼ା ପୋଲିସ। ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍‌କୁ ମଧ୍ୟ ଜବତ କରିଥିବା…

ରାଇକିଆରେ ଜନ୍ମାଷ୍ଟମୀ

ରାଇକିଆ,୬ା୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସରସ୍ବତୀ ଶିଶୁ ମନ୍ଦିରରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ଶିଶୁମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ଜନ୍ମାଷ୍ଟମୀ ପୂଜାର୍ଚ୍ଚନା ସହ ଦହି ହାଣ୍ଡି ଭଙ୍ଗନ, ଭଜନ, ନୃତ୍ୟ…

ରାଜସ୍ବ ନିରୀକ୍ଷକଙ୍କ ଅଫିସରେ ତାଲା

ଖଜୁରିପଡ଼ା,୫ା୯(ବିଦୁର ବେହେରା): ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଜମି ଜମା, ଜାତି ଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର ଆଦି ସମସ୍ୟାର ସମାଧାନ ପାଇଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଖୋଲାଯାଇଛି। କିନ୍ତୁ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ…

ଧସିଲା ବାଘ ନଦୀ ବିଜୁ ସେତୁ ଗାର୍ଡ ୱାଲ୍‌

ଫିରିଙ୍ଗିଆ ୫ା୯(ବିକ୍ରମ ଦିଗାଲ): ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ କି ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅନେକ ଜାଗାରେ ରାସ୍ତା…

ଇନୋଭାରେ ଆସି ଦୁଇ ମାଂସ ବ୍ୟବସାୟୀଙ୍କୁ ଉଠାଇ ନେଲେ ଦୁବୃର୍ତ୍ତ

ବାଲିଗୁଡ଼ା, ୫।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସଂଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ…

ଶୁଣିଲାନି ପ୍ରଶାସନ, କେନାଲ ସଫାକଲେ ଗ୍ରାମବାସୀ

ଖଜୁରିପଡ଼ା,୪ା୯(ବିଦୁର ବେହେରା): ଦୀର୍ଘ ଦିନରୁ ଶାଖା କେନାଲ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଯିବାରୁ ଜମି ଫସଲ ସୁରକ୍ଷା ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ି କେନାଲ ସଫା କଲେ। ଖଜୁରିପଡ଼ା ବ୍ଲକ ବଲସକୁମ୍ପା…

ଗାଈଗୋଠକୁ ମାରିଲା ବିଜୁଳି, ଚାଲିଗଲା ୨ ଗୋରୁଙ୍କ ଜୀବନ, ୩ ଆହତ

କୋଟଗଡ଼,୨ା୯(ସରୋଜ ବଳିୟାରସିଂ): କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାର ରାଶିଫୁଲ ବାରିକଙ୍କ ବଜ୍ରପାତରେ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟ ପଡ଼ିଆରେ ଚରୁଥିବା ଗାଈଗୋଠକୁ…

ଟିଫିନ ବୋମା ଜବତ

ଫିରିଙ୍ଗିଆ,୧ା୯(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ କିଛି ମାସ ପୂର୍ବେ ସୁମରୁବନ୍ଧ ଅଞ୍ଚଳର ପୁରୁଣା ସରପଞ୍ଚଙ୍କୁ ମାଓବାଦୀ ହତ୍ୟା କରିଥିଲେ। ସେହିପରି ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନିରୀହ ଲୋକଙ୍କୁ ଜେଲ ପଠାଇବାକୁ ବିରୋଧ ଏବଂ ଗଞ୍ଜେଇ ଚାଷକୁ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?