ଅପହରଣର ୨୪ଘଣ୍ଟା ପରେ ନାବାଳିକା ଉଦ୍ଧାର
ତୁମୁଡିବନ୍ଧ,୧୧ା୧୦(ଡି.ଏନ.ଏ.): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅଞ୍ଚଳର ଜଣେ ୧୫ ବର୍ଷିିୟା ନାବାଳିକାଙ୍କୁ ରବିବାର ଅପହରଣ କରାଯାଇଥିଲା। ଏହାର ୨୪ଘଣ୍ଟା ପରେ ଅର୍ଥାତ୍ ସୋମବାର ମାଲିପଡା ରାସ୍ତାରେ ନାବାଳିକା ଜଣକ ଏକା ଚାଲି ଚାଲି ଯାଉଥିବା ବେଳେ ତୁମୁଡିବନ୍ଧ ପୋଲିସ ଉଦ୍ଧାର…
ରାସ୍ତା କର୍ଦ୍ଦମାକ୍ତ, ଯାତାୟାତରେ ସମସ୍ୟା
ଦାରିଙ୍ଗବାଡ଼ି,୧୦ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ସ୍ଥାନରେ କଲଭର୍ଟ କାର୍ଯ୍ୟ ଚାଲିଛି। ଫଳରେ ଡାଇଇଭର୍ସନ ରାସ୍ତା କରାଯାଇଛି ଏବଂ ସେଗୁଡିକ…
ଭୁଶୁଡ଼ିଲା ନିର୍ମାଣାଧୀନ ପୋଖରୀ ଓ୍ବାଲ୍
ଦାରିଙ୍ଗବାଡ଼ି,୯ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ସର୍ବ ପୁରାତନ ପୋଖରୀରେ ନିର୍ମାଣାଧୀନ କାର୍ଯ୍ୟ ଭୁଶୁଡ଼ି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଉଥିବରୁ ଭୁଶୁଡ଼ି ଯାଇଥିବା ଗ୍ରାମର ଓକିଲ ପ୍ରଦୀପ ସାହୁ ଅଭିଯୋଗ କରିଛନ୍ତ। ସେ କହିଛନ୍ତି, ପୂର୍ବରୁ ଏନେଇ ପ୍ରଶାସନଙ୍କୁ ଅବଗତ କରାଯାଇଥିଲା।…
ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଲେ ଅତିରିକ୍ତ ଜିଲାପାଳ
ଦାରିଙ୍ଗବାଡ଼ି,୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ହୋଇଥିବା ଭୂସ୍ଖଳନ ଅଞ୍ଚଳ ବୁଲି ଦେଖିଛନ୍ତି କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ। ତାଙ୍କ ସହ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଅଶୋକ…
ଶିଶୁ ମୃତ୍ୟୁର ୨୪ ଘଣ୍ଟା ନ ପୂରୁଣୁ ଚାଲିଗଲା ନାବାଳିକା ମା’ଙ୍କ ଜୀବନ
ଜି.ଉଦୟଗିରି,୭ା୧୦(ଡି.ଏନ୍.ଏ.): ଜି.ଉଦୟଗିରି ସେବା ସଦନରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ନାବାଳିକା ବୁଧବାର ରାତିରେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ନାବାଳିକା ମା’ଙ୍କ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ମୃତ୍ୟୁ…
ଘାଟିରେ ଓଲଟିଲା ପରିବା ବୋଝେଇ ଟ୍ରକ୍
ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍.ଏ.): କନ୍ଧମାଳ ଓ ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ଏବେ ବିପଦ ସାଜିଛି। କେବେ ଦୁର୍ଘଟଣା ଆଉ କେବେ ଭୁସ୍ଖଳନ ପାଇଁ ଚର୍ଚ୍ଚାରେ ରହିଛି ଏହି ଘାଟି। ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଫଳ ଏବଂ ପନିପରିବା ବୋଝେଇ…
ଭୂସ୍ଖଳନ ଘଟଣା: ରାଜପଥରେ ପୁଣି ଫାଟ, ବଢ଼ିଲା ବିପଦ
ଦାରିଙ୍ଗବାଡ଼ି,୬ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି଼କୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ମାସରେ ହୋଇଥିବା ଭୁସ୍ଖଳନ ପରେ ରାଜପଥ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ କରଯାଇଥିଲା। ଏଥିପାଇଁ ଏକାଧିକ ଠିକାସଂସ୍ଥା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ…
ଦାରିଙ୍ଗବାଡ଼ିରେ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ
ଦାରିଙ୍ଗବାଡି,୬।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି…
କୁମ୍ଭାରିପଦାର ପାହାଡ଼ ଭୁସ୍ଖଳନ ଘଟଣା: ୪୦୦ ଲୋକଙ୍କୁ ହାତୀମୁଣ୍ଡା ସ୍ଥାନାନ୍ତର କଲା ପ୍ରଶାସନ
ଦାରିଙ୍ଗବାଡି,୬।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦାର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାକୁ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଗୁରୁତର ସହ ଗ୍ରହଣ କରି ପଦକ୍ଷେପ ନେଇଛନ୍ତି। ଏବେ ଲଘୁଚାପ ଜନିତ ବର୍ଷା କାରଣରୁ…
ମାଛ ମଡକ: ଚିନ୍ତାରେ ଚାଷୀ
ଦାରିଙ୍ଗବାଡି,୩।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡକ ଦେଖାଯାଇଛି। ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡକକୁ ନେଇ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ସେ…
ଇ-କମର୍ସ ଟ୍ରକ୍ ଓଲଟିଲା, ଲକ୍ଷାଧିକ ଟଙ୍କାର ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ନଷ୍ଟ
ଦାରିଙ୍ଗବାଡ଼ି,୩ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଡଙ୍ଗେରୀ ନିକଟରେ ଇ-କମର୍ସର ବିଭିନ୍ନ ସାମଗ୍ରୀ ବୋଝେଇ ହୋଇଥିବା ଏକ ମିନି ଟ୍ରକ୍ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ ଇ-କମର୍ସର ବିଭିନ୍ନ…
ଜି. ଉଦୟଗିରରେ ମା’ଙ୍କ ମହାସପ୍ତମୀ ପୂଜା
ଜି.ଉଦୟଗିରି,୧।୧୦:(ଡି.ଏନ୍.ଏ.): ଜି ଉଦୟଗିରିରେ ସର୍ବପୁରାତନ ଦୁର୍ଗା ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମହାସପ୍ତମୀ ପୂଜା ଶନିବାର ଆରମ୍ଭ ହୋଇଛି। ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟକୁ ଆବାହନ କରି ଅଣାଯିବା ପରେ ପୂଜା ଆରମ୍ଭ ହୋଇଥିଲା ।…
Archives


