୨ ବର୍ଷ ଥିଲା ଚାକିରି: ବହିଷ୍କୃତ ହେଲେ ଅଙ୍ଗନୱାଡି
ଫୁଲବାଣୀ ଅଫିସ, ୪ା୧୧: ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି କରିବା ଜଣେ ଅଙ୍ଗନୱାଡି କର୍ମୀଙ୍କୁ ମହଙ୍ଗା ପଡିଛି । ପ୍ରଶାସନିକ ତଦନ୍ତ ପରେ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର କରାଯାଇଛି । ସେ ହେଲେ ମାଧୁରୀ ପ୍ରଧାନ ।…
କନ୍ଧମାଳର ୪ ବ୍ଲକ୍ରେ ହେବ କଫିଚାଷ
ଫୁଲବାଣୀ ଅଫିସ,୨।୧୧: କନ୍ଧମାଳ ଜିଲାରେ କଫିଚାଷ ପାଇଁ ଅନୁକୂଳ ପରିବେଶ ରହିଛି। ଜିଲାର କେବଳ ଦାରିଙ୍ଗବାଡିରେ କଫିଚାଷ ହେଉଥିଲା। ଏବେ ଅନ୍ୟ ୪ଟି ବ୍ଲକ ଜି.ଉଦୟଗିରି, ରାଇକିଆ, କ.ନୂଆଗାଁ ଏବଂ ଟିକାବାଲିରେ ଏହି ଚାଷ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।…
ବଢିଲା ଶୀତ: ଜି.ଉଦୟଗିରିରେ ଖୋଲିଲା ଶୀତକାଳୀନ ଆଶ୍ରୟ ସ୍ଥଳୀ
ଜି.ଉଦୟଗିରି,୩୧ା୧୦(ଡି.ଏନ.ଏ.)-ଜି.ଉଦୟଗିରିରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ସୋମବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ କରାଯାଇଛି ବୋଲି ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଅକ୍ଷୟ କୁମାର ସେଠୀ କହିଛନ୍ତି। ଶୀତକୁ ଦୃଷ୍ଟିରେ ରଖି ଜି.ଉଦୟଗିରି ଏନ୍ଏସି ତରଫରୁ…
ବାଇକ୍-କାର ମୁହାଁମୁହିଁ: ଫେରାର କାରକୁ ଧରିଲେ ଗ୍ରାମବାସୀ
ଦାରିଙ୍ଗବାଡି,୩୧।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପଟାଙ୍ଗି ଗ୍ରାମ ନିକଟରେ ସୋମବାର ଏକ ବାଇକ୍-କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର ହୋଇପଡ଼ିଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିପାରିନାହିଁ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର…
ସଜେଇ ହେଉଛି ମଣ୍ଡାସରୁ ଇକୋ ଟୁରିଜମ୍
ରାଇକିଆ,୨୯ା୧୦(ଡିଏନଏ): ଶୀତ ଋତୁରେ ପର୍ଯ୍ୟଟନ କଥା କହିଲେ ସାଧାରଣଃ କନ୍ଧମାଳ ଜିଲା କଥା ମନକୁ ଆସିଥାଏ। ସହରର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ, ସବୁଜ, ଜଙ୍ଗଲ ପାହାଡ ଘେରା ପରିବେଶ ଶୀତ ସାଙ୍ଗକୁ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ କରିବାକୁ…
ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ
ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି ା ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ହେଲିକେପ୍ଟରରେ ଏରିଏଲ…
ଜି.ଉଦୟଗିରିରେ ତାପମାତ୍ରା ୧୨.୮ ଡିଗ୍ରୀ: ଅନୁଭୂତ ହେଲାଣି ଶୀତ
ଜି.ଉଦୟଗିରି,୨୮ା୧୦(ଡି.ଏନ.ଏ.)-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ରାତ୍ର ଘନ କୁହୁଡି ସାଙ୍ଗକୁ ଶୀତ ଅନୁଭୂତ ହେଉଛି। ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୨.୮ ଡିଗ୍ରୀ ସେଲସିୟସ ରହିଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର ତାପ ମାପକ ଦାୟିତ୍ୱରେ…
ଦାରିଙ୍ଗବାଡ଼ିରେ ଖସିଲା ପାରଦ: ବୃଦ୍ଧି ପାଉଛି ଶୀତ
ଦାରିଙ୍ଗବାଡ଼ି,୨୮ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ରହିଥିବା ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି। ଫୁଲବାଣୀରେ ସର୍ବନିମ୍ନ ୧୫ଡିଗ୍ରୀ ତାପମାତ୍ରା ରହିଛି। ଧିରେ ଧିରେ ପାଗ…
୮ ଶ୍ରେଣୀକୁ ୩ କ୍ଲାସ ରୁମ୍, ୪ ଶିକ୍ଷକ
ଦାରିଙ୍ଗବାଡି,୨୮ା୧୦(ଡି.ଏନ.ଏ.): ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ଏକମାତ୍ର ସେବାଶ୍ରମ ନାହିଁ ନାହିଁରେ ଚାଲିଛି। ଉକ୍ତ ସେବାଶ୍ରମରେ ୧୩୦ ଛାତ୍ରୀ ଏବଂ ୪୦ ଛାତ୍ର ଛାତ୍ରାବାସରେ ରହି ଶିକ୍ଷା ପ୍ରାପ୍ତ କରୁଥିବା ବେଳେ ପ୍ରାୟ ଶହେ ପାଖାପାଖି ଦିବାଧ୍ୟାୟୀ ଛାତ୍ରୀଛାତ୍ର ପଞ୍ଚାୟତର…
ରାଣୀପଥରରେ ମେଡିକାଲ ଟିମ୍ର ଯାଞ୍ଚ
ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ ଗ୍ରାମରେ କିଡ୍ନୀ ରୋଗୀ ସଂଖ୍ୟା ବଢ଼ିବା ଘଟଣାରେ ଜିଲା ପ୍ରଶାସନର ଚେତା ପଶିଛି। ଗୁରୁବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମକୁ ଯାଇ…
ଖସୁଛି ପାରଦ, ବଢୁଛି ଶୀତ
ଦାରିଙ୍ଗବାଡି,୨୭।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପାରଦ ତଳମୁଁହା। ସହରରେ ସର୍ବନିମ୍ମ ତାପମାତ୍ରା ୧୬ଡିଗ୍ରୀ ରହିଥିବା ବେଳେ ସର୍ବାଧିକ ୧୯ ଡିଗ୍ରୀ ରହୁଥିବା ଜଣାପଡିଛି। ଶୀତଯୋଗୁଁ ଏବେ ଲୋକଙ୍କୁ ବିନା ଶୀତ ବସ୍ତ୍ର ଯାତାୟାତ କରିବା କଷ୍ଟ ହେଉଛି। ସନ୍ଧ୍ୟା ସମୟରେ ଶୀତ…
ଗାଁରେ ହସ ଲିଭାଇଛି କିଡ୍ନୀ ରୋଗ
ଫୁଲବାଣୀ ଅଫିସ, ୨୬।୧୦: କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ରାଣୀପଥର ଗାଁରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି ପୁରୁଷ ା ଆଶା ଆଶଙ୍କାରେ ପ୍ରତି ମୁହୂର୍ତ୍ତ କଟୁଛି। ରାଣୀପଥର ଗାଁର ନୂଆସାହି, ବଙ୍ଗଳା ସାହି,…
Archives


