ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଫୁଲବାଣୀ ଅଫିସ,୧୫ା୨: କନ୍ଧମାଳ ଜିଲା ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ବୁଧବାର ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ା ଦଳୀୟ କର୍ମୀମାନେ ମାଦିକୁନ୍ଦା ଛକରୁ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…
ଫାଟିଲା ବସ୍ ଚକା, ୧୫ ଗୁରୁତର
ଫୁଲବାଣୀ ଅଫିସ,୧୪।୨: ମୁନିଗୁଡାରୁ ଫୁଲବାଣୀ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ପଣ୍ଡାଇର୍ପି ମୁଣ୍ଡାସାହିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାୟ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଆଉ ୧୫ଜଣ…
ମାଡ଼ମାରି ଲୁଟ୍ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ବାଲିଗୁଡ଼ା,୧୪ା୨(ଡି.ଏନ୍.ଏ.): ବାଲିଗୁଡ଼ା ପୋଲିସ ଏକ ଲୁଟ ଘଟଣାର ୪ଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡଙ୍କୁ ଗିରଫ କରିଛି। ସେ ହେଲେ ଅଜୟ ଦିଗାଳ। ତାଙ୍କ ନିକଟରୁ ଗୋଟିଏ କାର୍, ଦୁଇଟି ମୋବାଇଲ ଫୋନ୍ ଓ ୩ ହଜାର ଟଙ୍କା ଜବତ…
ଶିକ୍ଷୟିତ୍ରୀଙ୍କ ବଦଳି ଦାବି ନେଇ ସ୍କୁଲରେ ତାଲା
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୪ା୨: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ଜୋର ଧରିଛି। ସୋମବାର ଅଭିଭାବକଙ୍କ ସମେତ ଗ୍ରାମବାସୀ ଏହି ଦାବି ନେଇ ବିଦ୍ୟାଳୟରେ ତାଲା ପକାଇଛନ୍ତି…
ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ
ବାଲିଗୁଡା,୧୩।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗଡା ପୋଲିସକୁ ବଡ଼ ସଫଳତା ମିଳିଛ। ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ କରିଛି ପୋଲିସ । ଅଜୟ ନିକଟରୁ ପୋଲିସ ଗୋଟିଏ କାର୍, ଦୁଇଟି ମୋବାଇଲ ସହ…
ଦାରିଙ୍ଗବାଡିରେ ରାତିରେ ଶୀତ, ଦିନରେ ଖରା: ମଜା ନେଉଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି,୧୨।୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ କିଛି ପର୍ଯ୍ୟଟକ ରାତ୍ରୀ ଯାପନ କରି ଶୀତ ଓ…
ଆବାସ ପାଇଁ ୩୦ ବର୍ଷ ହେଲା ଆବେଦନ କରୁଛନ୍ତି ଦିବ୍ୟାଙ୍ଗ
ଫୁଲବାଣୀ ଅଫିସ/ଟିକାବାଲି, ୧୨।୨: ସରକାର ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଚାଉଳ, ଭତ୍ତା ସହ ଆବାସ ଗୃହ ଯୋଗାଇ ଦେଉଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିଙ୍କ ବେପରୁଆ ମନୋଭାବ ଯୋଗୁ ହିତାଧିକାରୀ ଯୋଜନାର ସୁଫଳ…
ପ୍ଲାଷ୍ଟିକ୍ କବ୍ଜାରେ ଓଡ଼ିଶାର କଶ୍ମୀର
ଦାରିଙ୍ଗବାଡ଼ି,୧୧ା୨(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ଦେଶ ବିଦେଶରେ ପରିଚିତ। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡ଼ିର ଜଳବାୟୁ ଥଣ୍ଡା ରହୁଥିବାରୁ ଏହି ସମୟରେ ଦାରିଙ୍ଗିବାଡ଼ିକୁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥାଏ। ସେହିପରି ପର୍ଯ୍ୟଟକଙ୍କ…
ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ
ଦାରିଙ୍ଗବାଡ଼ି,୧୦।୨(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର୍ଯ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ…
ରୋଗୀଙ୍କୁ ମିଳୁନି ଖାଦ୍ୟ, ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା
ଦାରିଙ୍ଗବାଡ଼ି,୭ା୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ରହିଥିବା ରୋଗୀଙ୍କୁ ରୋଷେଇ ଖାଦ୍ୟ ଠିକ୍ ସମୟରେ ମିଳୁନାହିଁ। ଗତ ୩ ଦିନ ହେଲା ଚିକିତ୍ସିତ ରୋଗୀଙ୍କୁ କେବଳ ରବିବାର ରାତିରେ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ଏହା…
ଧରାପଡ଼ିଲା ଚୋରି ର଼୍ୟାକେଟ,୫ ଗିରଫ
ଫୁଲବାଣୀ ଅଫିସ,୬ା୨: ଦୀର୍ଘ ୫ ମାସ ଧରି ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ବୈଦ୍ୟୁତିକ ସାମଗ୍ରୀ ଚୋରି ଘଟଣା ପୋଲିସ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ଏହି ଚୋର ର଼୍ୟାକେଟକୁ ଧରିଛି। ଘଟଣାର ମାଷ୍ଟରମାଇଣ୍ଡ କଟକ ଜିଲା ସାଲେପୁର ଥାନା…
ଥରୁଛି କନ୍ଧମାଳ, ଫୁଲବାଣୀରେ ୬ ଡିଗ୍ରୀ
ଫୁଲବାଣୀ ଅଫିସ,୫।୨: କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜିଲାର ଫୁଲବାଣୀରେ ରବିବାର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀରେ ପହଞ୍ଚିଛି। ଗତ ୨ ଦିନ ହେଲା ତାପମାତ୍ରା ୫.୫ ଡିଗ୍ରୀ ରହିଥିଲା। ହଠତ୍ ପାରଦ…
Archives


