କନ୍ଧମାଳ

ଭିଜିଲାନ୍ସ ଜାଲରେ କନଷ୍ଟେବଳ, ୬ ଲକ୍ଷ ଟଙ୍କା ନେଇ ପଡ଼ିଲେ ଧରା

ଫୁଲବାଣୀ,୧ା୧୧(ରାକେଶ କୁମାର ରାଉତ): ଭିଜିଲାନ୍ସ ଜାଲରେ ଜଣେ ଡିଭିଏଫ କନଷ୍ଟେବଳ ପଡ଼ିଛନ୍ତି। ସେ ବେଆଇନ ଭାବେ ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। କନଷ୍ଟେବଳ ଜଣକ ହେଲେ ବୌଦ୍ଧ ଜିଲା…

Video: ଶୀତର ଆଗମନରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

ଶୀତର ଆଗମନରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର। ଥଣ୍ଡାଥଣ୍ଡା ପାଗରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟନ କ୍ଷେତ୍ର ମୁହାଁ ହେଲେଣି ପର୍ଯ୍ୟଟକ । ଯାହାକୁ ଦୃଷ୍ଟିରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି…

କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ

ଫୁଲବାଣୀ, ୧।୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲାର ପ୍ରକୃତି ଓ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା। ଜିଲାରେ ରହିଛି ବହୁ ପର୍ଯ୍ୟଟନ କ୍ଷେତ୍ର। ବହୁ କ୍ଷେତ୍ର ଲୁକାୟତ ଭାବରେ ରହି ଯାଉଥିବା ବେଳେ କନ୍ଧମାଳ ଇତିହାସ କଂଗ୍ରେସ ପକ୍ଷରୁ ଜିଲାର ଇତିହାସ…

ଦାରିଙ୍ଗବାଡିରେ ପ୍ରସ୍ତୁତ ହେବ ଜୈବିକ କଫି, ମଜା ନେବେ ପର୍ଯ୍ୟଟକ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ) ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା ଶୀତ ପଡିବା ଆରମ୍ଭ ହୋଇସାରିଛ। ୧୫ ଡିଗ୍ରୀ ତଳେ ପାରଦ ରହୁଛ। ଶୀତର ମଜା ନେବା ପାଇଁ ଦଶହରା ପୂଜାଛୁଟି ଠାରୁ ଦାରିଙ୍ଗବାଡି଼କୁ ପର୍ଯ୍ୟଟକଙ୍କ ଆଗମନ…

ଗାଁରେ ବ୍ୟାପୁଛି ଚର୍ମ ରୋଗ: ଡାକ୍ତରୀ ଦଳ ପହଞ୍ଚି ଆରମ୍ଭ କଲେ ଚିକିତ୍ସା

ତୁମୁଡିବନ୍ଧ,୨୬।୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଧୀନ ଲଙ୍କାଗଡ଼ ପଞ୍ଚାୟତ ବାଡ଼ିଙ୍ଗାଲୁ ଗ୍ରାମରେ ଚର୍ମ ରୋଗ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏନେଇ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ତୁମୁଡିବନ୍ଧ ଏବଂ ଲଙ୍କାଗଡ଼…

ବାଡ଼ିଙ୍ଗଲୁ ଗ୍ରାମରେ ବ୍ୟାପୁଛି ଚର୍ମ ରୋଗ

ତୁମୁଡିବନ୍ଧ,୨୬ା୧୦(ଦୀପକ କୁମାର ପରାସେଠ)ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତର ବାଡିଙ୍ଗଲୁ ଗ୍ରାମରେ କାଚୁ କୁଣ୍ଡିଆ ବ୍ୟାପିବାରେ ଲାଗିଛି। ଏଥିପାଇଁ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି ବୁଧିବାର ଉକ୍ତ ଗ୍ରାମକୁ ଯାଇ ପୀଡ଼ିତ ଲୋକଙ୍କୁ ଭେଟିଛନ୍ତି। ବୁଡିଙ୍ଗଲୁ ଗ୍ରାମରେ ୪୦ପରିବାରର କୁଟିଆ କନ୍ଧ…

ଜି ଉଦୟଗିରି ଦୁର୍ଗା ମଣ୍ଡପରେ ମହାସପ୍ତମୀ ପୂଜା

ଜି ଉଦୟଗିରି,୨୧।୧୦(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ଜି ଉଦୟଗିରି ସହରର ସର୍ବ ପୂରାତନ ଦୁର୍ଗା ମଣ୍ଡପରେ ଶନିବାର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ପୂଜା ମଣ୍ଡପରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ଘଟ ପୂଜା ପାଉଥିବା…

ଅଧିକ ରୋଜଗାର ପାଇଁ ଷ୍ଟ୍ରବେରି ଚାଷ

ଦାରିଙ୍ଗବାଡି,୨୦ା୧୦(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରି ଚାଷ ସଫଳ ହୋଇଛି। ଏହାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ପୁଣି ଏହି ଚାଷକୁ ପ୍ରୋତ୍ସାହନ ଦେଉଛନ୍ତି। କନ୍ଧମାଳ ଜିଲା ପ୍ରଶାସନର ସହଯୋଗରେ ବ୍ଲକ ପ୍ରଶାସନ…

କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ: ଜାଣନ୍ତୁ କିଭଳି ହୁଏ ଗଣନା

ବାଲିଗୁଡ଼ା,୧୯।୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ କୋଟଗଡ଼ ଅଭୟାରଣ୍ୟରେ ବାଘ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ବାଘ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୋଟଗଡ଼ ବନାଞ୍ଚଳ ରେଞ୍ଜର ରମାକାନ୍ତ କହଁରଙ୍କ ନେତୃତ୍ୱରେ ଏହି…

ଅର୍ଡର ନ ଦେଇ ପାର୍ସଲରୁ ବାହାରିଲା କଳା କପଡ଼ା

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ବଣ ଜଙ୍ଗଲ ଘେର ମଧ୍ୟରେ ଥିବା ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲଟାଙ୍କି ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସବୁବେଳେ ନିଜ…

ଘାଟିରେ ଓଲଟିଲା କାଠବୋଝେଇ ଟ୍ରକ୍‌

ବାଲିଗୁଡ଼ା,୧୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଗୋପାଳପୁରଠାରୁ ରାୟପୁର ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥ ଗଦ୍ରିଙ୍ଗିଆ ଘାଟିରେ ଏକ କାଠବୋଝେଇ ଟ୍ରକ୍‌ ନଂ. ୟୁପି-୬୭-ଟି- ୮୮୫୧ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍‌ଟିର ବିଶେଷ…

ଅର୍ଡର ନ ଦେଇ ଆସିଲା ପାର୍ଶଲ, ଭିତରୁ ବାହାରିଲା…

ଦାରିଙ୍ଗବାଡ଼ି,୧୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲ ପମ୍ପ୍‌ ମାଲିକ ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସଦାବେଳେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରୁହନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?