କନ୍ଧମାଳ

ପରିବେଶ, ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପ ପରିସରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଫିଲ୍ମ ଫେଷ୍ଟିଭାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ଫେଷ୍ଟିଭାଲରେ ମୁଖ୍ୟତଃ ଜଙ୍ଗଲ ସୁରକ୍ଷା, ଜୈବିକ ପଦ୍ଧତିରେ କୃଷିକାର୍ଯ୍ୟରେ ପରିବେଶର ବିକାଶ, ପ୍ଲାଷ୍ଟିକ…

ବିଚାର ବିଭାଗ ଜମି ମାଡ଼ି ବସିଥିଲେ ଜବରଦଖଲକାରୀ, ମାଟିରେ ମିଶିଲା ୬ ଜଣଙ୍କ କୋଠା

ଦାରିଙ୍ଗବାଡ଼ି,୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ରହିଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗର ଜମିକୁ ୬ ଜଣ ଦୀର୍ଘବର୍ଷ ଧରି ଜବରଦଖଲ କରି ରଖିଥିଲେ। ଏହାକୁ ଶୁକ୍ରବାର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଶରତ ଶବର ଓ ପୋଲିସ ପ୍ରଶାସନ ମିଳିତ…

ପକ୍କା ଘରେ ରହିବା ସ୍ବପ୍ନ ଚୁରମାର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ ହଡ଼ପ କରିନେଲେ ଦଲାଲ

ଦାରିଙ୍ଗବାଡି, ୬।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା କେତେ ସଫଳ ରୂପାୟନ ହେଉଛି ତାର ତଦାରଖ କରିବା…

ଜନସଂଖ୍ୟା ଅଧିକ, ଆଧାର କେନ୍ଦ୍ର ମାତ୍ର ୩: ଆଧାର ସଂଶୋଧନ ପାଇଁ ଜିଲା ବାହାରକୁ ଯାଉଛନ୍ତି ଲୋକ

ଦାରିଙ୍ଗବାଡି, ୬।୧୨(ଅରୁଣ ସାହୁ):ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆବଶ୍ୟକ ପଡୁଛି ଆଧାର କାର୍ଡ। ଏଥିପାଇଁ ଲୋକଙ୍କୁ କରିବାକୁ ପଡୁଛି କସରତ ବିଶେଷ କରି ଗରିବଶ୍ରେଣୀର ଲୋକମାନେ କାମ ଧନ୍ଦା ଛାଡି ଆଧାର କେନ୍ଦ୍ରରେ ଦିନ ଦିନ ସମୟ ବିତାଉଛନ୍ତି ଗୋଟିଏ ପଟେ…

ଓ୍ବାଚ୍‌ ଟାଓ୍ବାର ନିର୍ମାଣ ଅଧାପନ୍ତରିଆ: ପର୍ଯ୍ୟଟକ ନିରାଶ, ଅନୁଦାନ ପାଇଁ ଚିଠି

ଦାରିଙ୍ଗବାଡ଼ି,୫ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାବେଳେ ଡିସେମ୍ବର ୨୦ରୁ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପ୍ରତିବର୍ଷ ପର୍ଯ୍ୟଟକଙ୍କ ଭିଡ଼ ଅଧିକ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ଥାନୀୟ ଓ ଜିଲା ପ୍ରଶାସନ ପକ୍ଷରୁ…

ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି।…

ଦିବ୍ୟାଙ୍ଗଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ ପାଇଁ ପ୍ରୟାସ: ସୋଲାର ଚାଳିତ ଯନ୍ତ୍ରପାତିରେ ସ୍ବାବଲମ୍ବୀ

ଦାରିଙ୍ଗବାଡି,୪।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ଦିବ୍ୟାଙ୍ଗମାନଙ୍କୁ ଜୀବନଜୀବିକାରେ ସ୍ବାବଲମ୍ବୀ କରିବାକୁ ପ୍ରୟାସ ଆରମ୍ଭ କରାଯାଇଛି ବିଶେଷକରି ଦିବ୍ୟାଙ୍ଗମାନେ ଘରେ ବସି ରୋଜଗାର କରିବା ପାଇଁ କିମ୍ବା ଭ୍ରାମ୍ୟମାଣ ବ୍ୟବସାୟ କରିବାକୁ ଯୋଜନା କରାଯିବା ସହ ଏସମ୍ପର୍କରେ…

ଜୈବିକ ପଦ୍ଧତିରେ ମୂଳା ଚାଷ ଦେଇଛି ରୋଜଗାର

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଉଦ୍ୟାନ ଚାଷୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ଆଗରୁ କେବଳ ଜୈବିକ ହଳଦୀ, ଅଦା, ସୋରିଷ ଆଦି ଚାଷ କରୁଥିବା ବେଳେ ଏବେ ଉଦ୍ୟାନ ଚାଷ ପାଇଁ ଆଗ୍ରହ…

ଜାତୀୟସ୍ତରରେ କବାଡ଼ି ଖେଳିବେ ଦାରିଙ୍ଗବାଡ଼ିର ଛାତ୍ର ‘ଅଭିଜ୍ଞାନ’, ଛୁଟୁଛି ପ୍ରଶଂସାର ସୁଅ

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଡ଼ଃ ଭୀମାରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଏବେ ରାଜ୍ୟସ୍ତରୀୟ କବାଡି ଦଳରେ ସାମିଲ ହୋଇଛନ୍ତି। ସେ ଏବେ ଜାତୀୟ ସ୍ତରରେ ଖେଳିବା ପାଇଁ ହରିଆନା ଗସ୍ତ କରିଥିବା ବିଦ୍ୟାଳୟର ଖେଳ…

ଦାରିଙ୍ଗବାଡ଼ିରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା: କଫି ବଗିଚା-ଡୁଲୁରୀ ପାଇନ ବଣ ବୁଲିଲେ, ପ୍ରଶଂସକଙ୍କ ସହ ନେଲେ ସେଲ୍‌ଫି

ଦାରିଙ୍ଗବାଡି, ୩।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ମଙ୍ଗଳବାର ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ବୁଲିବାକୁ ଆସିଛନ୍ତି। ସେ ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ସମେତ ଡୁଲୁରୀ ପାଇନ ବଣ, ହିଲଭିୟୁ ପାର୍କ ଆଦି ପର୍ଯ୍ୟଟନକ୍ଷେତ୍ର ବୁଲି…

ପରିବା ଦୋକାନ ଉପରକୁ ମାଡ଼ିଗଲା କାର: ୪ ଆହତ  

ବାଲିଗୁଡା,୩।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଏକ କାର ୨ ଜଣଙ୍କୁ ଧକ୍କା ଦେବା ପରେ ପରିବା ଓ ଚା’ଦୋକାନ ଉପରକୁ ମାଡ଼ିଯାଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ସହରର ୫୯ ନଂ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ…

ପ୍ରତଯୋଗିତାରେ ଭାଗ ନେଇ ବାଜି ମାରିଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରପଡବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିନ୍ନକ୍ଷମ ଛାତ୍ରୀଛାତ୍ର ଆଉ ଭିନ୍ନକ୍ଷମ ନୁହଁନ୍ତି, ସେମାନେ ଏବେ ସକ୍ଷମ ହୋଇପାରିଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?