କନ୍ଧମାଳ

ଥରୁଛି ଦାରିଙ୍ଗବାଡି: ୧୦.୦୫ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା

ଦାରିଙ୍ଗବାଡି, ୧୪।୧୨ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୩ ଦିନ ହେଲା ଶୀତ ଲହରୀ ଲାଗି ରହିଛି। ଶନିବାର ତାପମାତ୍ରା ଆହୁରି ଖସିବା ସହ ୧୦.୦୫ ଡିଗ୍ରୀରେ ପହଞ୍ଚିଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଠାରୁ ଆହୁରି କମ…

ସମିତିସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ଦାବି ନେଇ….

ଦାରିଙ୍ଗବାଡି,୧୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ସମିତିସଭ୍ୟାସଭ୍ୟ ମହାସଙ୍ଘର ୭ଜଣିଆ ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ଦଳରେ ମହାସଙ୍ଘର ଜିଲା ସଭାପତି ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଉପସଭାପତି ଜୁନେସ ଦିଗାଲ, ସାଧାରଣ ସମ୍ପାଦକ କିରାପ ପ୍ରଧାନ, କୋଷଧ୍ୟକ୍ଷ ପାରେଶ୍ୱର କଂହର, ବରିଷ୍ଠ ଉପଦେଷ୍ଟା…

ଭିଡିଓ ଭାଇରାଲ ପରେ ହୋମଗାର୍ଡଙ୍କ ସମେତ ୫ ଗିରଫ

ଦାରିଙ୍ଗବାଡ଼ି,୧୩ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗଞ୍ଜେଇ ଗଛକୁ ନ କାଟିବା ପାଇଁ ଗଞ୍ଜେଇ ଚାଷୀଙ୍କ ସହ କଥାବାର୍ତ୍ତା ହେଉଥିବା ଅଡିଓ ଭାଇରାଲ ଘଟଣାରେ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଦାରିଙ୍ଗବାଡ଼ି ପୋଲିସ ଜଣେ ହୋମଗାର୍ଡଙ୍କ ସହ ୫ଜଣଙ୍କୁ ଗିରଫ…

କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ

ବାଲିଗୁଡ଼ା,୧୨ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ମାଓବାଦୀ କାର୍ଯ୍ୟକଳାପ କରାଇ ଆତଙ୍କ ସୃଷ୍ଟି କରିଥିବା ଟପ୍‌ ମାଓବାଦୀ ନେତା ଆଜାଦ ଓରଫ କେଶବ ରାଓଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବାଲିଗୁଡ଼ା ଅତିରିକ୍ତ ଜିଲା ଦୌରାଜଜ୍‌ କୋର୍ଟକୁ…

ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ: ବାରଖମା ଦଳ ବିଜୟୀ

ବାଲିଗୁଡା,୧୨।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ମିଡିଆକିଆସ୍ଥିତ ବ୍ଲୁ ଷ୍ଟାର କମିଟି ଆନୁକୂଲ୍ୟରେ ଗୁରୁବାର ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ୱାର୍ଡ଼ ନଂ. ୮ର ଭାଜପା…

ଫେରିଲା ଶୀତ, ଖସିଲା ତାପମାତ୍ରା

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପୁଣି ଶୀତ ଫେରିଛି। ଗତ ଦୁଇ ଦିନ ହେଲା ଅସହ୍ୟ ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା ଯୋଗୁ ଅଞ୍ଚଳବାସୀ ବିଭିନ୍ନ ସ୍ଥାନ ସମେତ ଘରେ ନିଆଁ ଲଗାଇ…

ପୋଲିସ ବାବୁଙ୍କ ନାଁ’ରେ ଥାନାରେ ଏତଲା: SI ସ୍ୱାମୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଲେ ସ୍ତ୍ରୀ

କନ୍ଧମାଳ,୧୧।୧୨: ପୋଲିସ୍ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଛନ୍ତି ସ୍ତ୍ରୀ। କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ଼ ପୋଲିସ ଷ୍ଟେସନ ବାରାକ ପରିସରରେ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତରେ ନିଜ ସ୍ୱାମୀଙ୍କୁ ରେଡ୍‌ ହ୍ୟାଣ୍ଡେଡ୍‌ ଧରିଛନ୍ତି। ସୋମବାର ଏସଆଇ କୁବେର…

ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ସ୍ବାଭାବିକ ହେଲା ବିଦ୍ୟାଳୟ, ପାଠପଢ଼ାକୁ ଫେରିଲେ ପିଲା

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୩୬ ଜଣ ଅସୁସ୍ଥ ଘଟଣା ପରେ ସୋମବାର ବିଦ୍ୟାଳୟ ଖୋଲିବା ପରେ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା। ଫଳରେ…

ଗଞ୍ଜେଇ ଗଛ ନ କାଟିବାକୁ ଉତ୍କୋଚ ଦାବି, ଅଡ଼ିଓ ଭାଇରାଲ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗତ କିଛିଦିନ ହେଲା ଗଞ୍ଜେଇ ଗଛ କଟାଯାଉଛି। ଏଥିରେ ଦାରିଙ୍ଗବାଡ଼ି ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉରେ ଗଞ୍ଜେଇ ଗଛ କଟାଚାଲିଛି। ଏକ ସପ୍ତାହ ମଧ୍ୟରେ ୩୪୫ ଏକର ଜମିରେ କରାଯାଉଥିବା…

ମାସେ ପୂର୍ବରୁ ମଦ ବନ୍ଦ ପାଇଁ ଅଭିଯୋଗ କରିଥିଲେ ଗ୍ରାମର ମହିଳା, ଫଳ ଶୂନ

ଫୁଲବାଣୀ/ଦାରିଙ୍ଗବାଡ଼ି,୧୧ା୧୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଚୋରାମଦ କାରବାର ବୃଦ୍ଧି ପାଇଛି। ଅଞ୍ଚଳରେ ପୋଲିସ, ଅବକାରୀ ବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବିଶେଷକରି…

୧୫୦ ପରିବାରକୁ ଔଷଧୀୟ ମଶାରି ବଣ୍ଟନ

ଦାରିଙ୍ଗବାଡ଼ି,୧୧ା୧୨(ଅରୁଣ ସାହୁ):ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗ୍ରୀନବାଡ଼ି ପଞ୍ଚାୟତରେ ଔଷଧୀୟ ମଶାରି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥ, ସିଡିପିଓ ସାରାଣୀ ପଣ୍ଡା, ସବ୍‌ଇନ୍ସପେକ୍ଟର ବାସନ୍ତି ବେହେରା, ଡାକ୍ତର ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।…

ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍ସାହ: ଏଥର ହେବ ୩ ଦିନ

ଦାରିଙ୍ଗବାଡ଼ି,୧୦ା୧୨ (ଅରୁଣ ସାହୁ):ଜାନୁୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଶୀତ ମହୋତ୍ସବ ପାଳନ କରାଯିବ। ଏନେଇ କମିଟିର ସମ୍ପାଦକ ତଥା ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବଥର ଯାହା ତ୍ରୁଟି ଥିଲା ତାକୁ ସୁଧାରି ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?