କନ୍ଧମାଳ

ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରା଼ପଡାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ବ୍ଲକ ସ୍ତରୀୟ ସାଧାରଣ...

ଗର୍ଜେଡି ଗ୍ରାମର ସୁନାଝିଅ ଲିନ୍ସା.. ଏବେ ଡାକ୍ତରୀ ଛାତ୍ରୀ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଛାତ୍ରୀ ଲିନ୍ସା ପ୍ରଧାନ। ସେ ଚଳିତ ନିଟ୍ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇ ଏବେ ଡାକ୍ତରୀ ପଢିବାକୁ ଯାଉଛନ୍ତି । ଜଣେ ଦିବ୍ୟାଙ୍ଗ ହୋଇ ସଂଘର୍ଷ ପରେ ସଂଘର୍ଷ କରି...

ବ୍ୟାଙ୍କ୍‌ରେ ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍‌: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା,୪।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନାଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ...

କନ୍ଧମାଳର ଲକ୍ଷପତି ଦିଦି ରାୟଗଡାରେ ଦେଉଛନ୍ତି ତାଲିମ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ସବୁ ବେଳେ ତେନ୍ତୁଳିର ଚାହିଦା ରାଜ୍ୟ ଓ ରାଜ୍ୟ ବାହାରେ ରହିଛି। ଅମଳ ପରେ ଏହାକୁ ସଠିକ ଭାବେ ପ୍ରସ୍ତୁତି କରିପାରିଲେ ଏହା ଚାଷୀଙ୍କୁ ଲାଭ ଦେବ। କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ...

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସରରେ ‍‍ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା

ବାଲିଗୁଡା,୩ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ-୨୦୨୪ ଅବସରରେ ବ୍ଲକ୍ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ...

ଗଞ୍ଜେଇ ଚାଲାଣବେଳେ ମାଡିବସିଲା ପୋଲିସ: ଦୁଇ ଗିରଫ

ବାଲିଗୁଡା,୨।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବାବେଳେ ଗୋଇବନ୍ଧା ଛକଠାରେ ଏକ ବାଇକ (ନଂ.ଓଡି-୦୩-ୱାଇ- ୪୪୬୪) ଯୋଗେ...

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରାଇକିଆ,୧ା୯(ପ୍ରଦୀପ ବେହେରା): କନ୍ଧମାଳରୁ ଯାଇ ବେଙ୍ଗାଲୁରୁଠାରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରାଇକିଆ ବ୍ଲକ ଦଡିଙ୍ଗିଆ ପଞ୍ଚାୟତ ଆମ୍ବେଦକର କଲୋନୀର ଲେଈମାନ ଦିଗାଲ। ଲେଇମନ କିଛି ମାସ ତଳେ ବେଙ୍ଗାଲୁରୁ ଯାଇ ସେଠାରେ...

ଗୋରୁପଲଙ୍କୁ ବଞ୍ଚେଇବାକୁ ଯାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଜି ଉଦୟଗିରି ୧।୯(ଶିଶିର ପଟ୍ଟନାୟକ ): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ଅଧୀନ ଲିଙ୍ଗାଗଡ଼ ଗ୍ରାମ ନିକଟ ବୁଲାଣୀ ରାସ୍ତାରେ ରବିବାର ମଧ୍ୟାହ୍ନରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା...

ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍‌ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ...

ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ: ମୂର୍ତ୍ତି ତିଆରିରେ ମଗ୍ନ କାରିଗର

ବାଲିଗୁଡା, ୩୦୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧରାପୃଷ୍ଟରେ ପ୍ରଭୁ ଗଣେଶ ଅବତରଣ ପୂର୍ବରୁ ଗଣେଶ ମୂର୍ତ୍ତି ତିଆରି କରିବା ବ୍ୟସ୍ତରେ ମୂର୍ତ୍ତି କାରିଗର। ଆସନ୍ତା ମାସ ସପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ଗଣେଶ ପୂଜା...

ଯୋଗାଣ ବିଭାଗର ଚଢ଼ାଉ, ୧୩ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ

ବାଲିଗୁଡ଼ା,୨୯ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ପକ୍ଷରୁ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡ଼ା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ କରାଯାଇ ୧୩ ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ପ୍ରକାଶ...

ସୁଧୁରୁନି ପରିସ୍ଥିତି: ଭୟ-ଆତଙ୍କରେ ୪୦ ସେବାଶ୍ରମ ଛାତ୍ର

ଦାରିଙ୍ଗବାଡି, ୨୬।୮ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗତ ରବିବାର କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଗସ୍ତ କରି ବିଭିନ୍ନ ସେବାଶ୍ରାମ ପରିଦର୍ଶନ କରିଥିଲେ। ଏକାଧିକ ସେବାଶ୍ରାମରେ ରହୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri