କନ୍ଧମାଳ

ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ: ଘନ କୁହୁଡି ଯୋଗୁ ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୬।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ପାଇଁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି । କୁହୁଡି ଯୋଗୁ ଶନିବାର ଗାଡ ଚଳାଚଳରେ ସମସ୍ୟା ଦେଖାଯାଇଛି ।...

ଦାରିଙ୍ଗବାଡିରେ ବଢୁଛି ଶୀତ: ଘନ କୁହୁଡିରେ ଦିଶୁନି ବାଟ

ଦାରିଙ୍ଗବାଡି,୧୬।୧୨(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ଶୀତର ପ୍ରକୋପକୁ ଆହୁରି ଦ୍ବିଗୁଣିତ କରିଦେଉଛି। କୁହୁଡି ଯୋଗୁ ଶନିବାର ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ରାତିରେ...

ଭାଲୁ ଚଲାପଥ ନେଇ ସତର୍କ

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜ ଅଧୀନ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭାଲୁ ଉପଦ୍ରବ ବୃଦ୍ଧି ପାଉଛି। ଗାଁ ଜନବସତି ଅଞ୍ଚଳକୁ ଅନେକ ସମୟରେ ଖାଦ୍ୟ ଅନ୍ବେଷଣରେ ଆସୁଥିବା...

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ପାରଦ ତଳମୁହାଁ ହୋଇଛି। ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ଶୁକ୍ରବାର...

ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ...

ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ

ଫୁଲବାଣୀ,୧୪ା୧୨(ରାକେଶ କୁମାର ରାଉତ): କେକେବିନ ସଂଗଠନର ଦୁଇ ମାଓବାଦୀ ଗୁରୁବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଜିପି...

ବଢୁଛି ଶୀତ: ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ଦାରିଙ୍ଗବାଡି, ୧୨।୧୨(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ପାରଦ ତଳ ମୁହାଁ ହୋଇଛି। ସକାଳ ଶୀତ ବୃଦ୍ଧି ପାଇବା ସହ ସଞ୍ଜ ଆସିଲେ ଶୀତର ପ୍ରକୋପ ଧୀରେ ଧୀରେ ବଢିବା ସହ ପାରଦ ଖସୁଛି। ମଙ୍ଗଳବାର ସକାଳ ୮ଟା...

ଜମିଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଲିଗୁଡ଼ା,୯ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘଦିନ ହେଲା ରହିଆସୁଥିବା ଏକ ଜାଗାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏ ନେଇ କୋଟଗଡ଼ ଥାନାରେ ଦୁଇଟି ପୃଥକ୍‌...

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲିଗୁଡ଼ା,୯ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଏକ ସିରିଜ ଦୁର୍ଘଟଣା ଘଟିଥିଲା। ଜଣେ ନିଶାସକ୍ତ ଯୁବକ ମୋଟରସାଇକେଲ ଦ୍ବାରା ସିରିଜ୍‌ ଦୁର୍ଘଟଣା ଘଟାଇଥିଲେ। ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।ଏଥିସହ ତାଙ୍କୁ ୫ ହଜାର ଜରିମାନା ଏବଂ ଅନାଦେୟ...

ନିଜକୁ ଜେଇ କହି ନାବାଳିକାଙ୍କୁ ପ୍ରେମରେ ଫସାଇଲେ ଏହି ବ୍ୟକ୍ତି : ସ୍ତ୍ରୀ ଖୋଲିଦେଲେ ଗୁମର

କୋଟଗଡ଼,୩ା୧୨(ସରୋଜ ବଳିୟାରସିଂ)- ଜେଇ ପରିଚୟ ଦେଇ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କୋଟଗଡ ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମୁନା ମିଶାଲ। ନାବାଳିକାଙ୍କ ମା’ଙ୍କ ଏତଲା ଅନୁଯାଇ, ମୁନା ନିଜକୁ ଜେଇର ପରିଚୟ ଦେଇ...

ବଢ଼ିଛି ହଳଦୀପତ୍ରର ଚାହିଦା, ହ୍ରାସ ପାଉଛି ହଳଦୀ ଅମଳ

ଦାରିଙ୍ଗବାଡି, ୩ା୧୨ (ଅରୁଣ ସାହୁ)ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ପାଇଁ ଯେମିତି ପରିଚିତ ସେମିତି ଜୈବିକ ହଳଦୀ ଚାଷ ପାଇଁ ବିଶ୍ୱ ବିକ୍ଷାତ କନ୍ଧମାଳ ହଳଦୀକୁ ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ସବୁଠି ରହିଛି। ହଳଦିରେ ଥିବା କୁରକୁମିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri