ବିଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ହତ୍ୟା କରି ପୋଡ଼ିଦେଇଥିବା ସନ୍ଦେହ
ଜୁନାଗଡ଼,୩୦।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ମେରିଆବନ୍ଧଲି ଗ୍ରାମ ନିକଟସ୍ଥ ଏକ ବିଲରୁ ବୁଧବାର ସକାଳେ ଜଣେ ଅଜଣା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ। ଖବର…
ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ
ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ ଜିଲାର ୫୬୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଜଣ ସୁପର ସ୍ପେଶାଲିଷ୍ଟ…
ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା
କୋକସରା,୨୮ା୩(ଡି.ଏନ୍.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା-କୋକସରା ରାସ୍ତାରେ ସୋମବାର ୩ଜଣ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଛନ୍ତି। ଫଳରେ ଜଣେ ଛାତ୍ରଙ୍କ ଗୋଡ ଭାଙ୍ଗି ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋମବାର ଥିଲା…
ଭବାନୀପାଟଣା ପୌରଧ୍ୟକ୍ଷା ହେଲେ ସଂଯୁକ୍ତା ବେହେରା
ଭବାନୀପାଟଣା,୨୬।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ପୌରଧ୍ୟକ୍ଷା ଭାବେ ବିଜେଡିର ସଂଯୁକ୍ତା ବେହେରା ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତ୍ତମ ପ୍ରତିଦ୍ବନ୍ଦୀ ଭାଜପାର ବିନିତା ଦାଶଙ୍କୁ ୯୧୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ବିଜୟୀ ହେବା…
ବିଜେଡି ଦଖଲ କଲା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ପଦ
କେସିଙ୍ଗା,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ ହୋଇଛନ୍ତି। ନୃପରାଜ ୫୧୦୩ ଖଣ୍ଡ ଭୋଟ ପାଇ ଥିବାବେଳେ କଂଗ୍ରେସର ରାମ କୁମାର ଜୈନ…
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗଡ଼ରେ ଫୁଟିଲା ପଦ୍ମ
ଜୁନାଗଡ଼,୨୬।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ଭାବେ ଭାଜପା ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ମହେଶ ସାହୁଙ୍କୁ ୧୧୬୪ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି। ବିଜୟୀ ପରେ ମହେଶ…
ସରପଞ୍ଚରୁ ଜିଲା ପରିଷଦ ଉପସଭାପତି
ଭବାନୀପାଟଣା,୨୫।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଆଟିଗଁା ୧ ନମ୍ବର ଜୋନ୍ ଜିଲା ପରିଷଦ ସଭ୍ୟା ସୁଧୀରା ମେହେର କଳାହାଣ୍ଡି ଜିଲା ପରିଷଦ ଉପସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଜିଲା ପରିଷଦ ଉପସଭାପତି ନିର୍ବାଚନରେ ବିଜେଡି ପକ୍ଷରୁ…
ଅଞ୍ଚଳର ବିକାଶ ପାଇଁ କାମ କରିବି
କୋକସରା,୨୫।୩(ଡି.ଏନ.ଏ): କଳାହାଣ୍ଡି ଜଲା କୋକସରା ପଞ୍ଚାୟତ ସମିତିର ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଏବଂ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଅଧ୍ୟକ୍ଷା ଏବଂ ଊପାଧ୍ୟକ୍ଷ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି…
ବୃଦ୍ଧାଙ୍କୁ କୋଳରେ ବୋହି ମତଦାନ କେନ୍ଦ୍ରକୁ ନେଲେ ମହିଳା ପୋଲିସ
ଭବାନୀପାଟଣା,୨୪।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାରେ ଗୁରୁବାର ପୌର ନିର୍ବାଚନ ଶେଷ ହୋଇଛି। ଭବାନୀପାଟଣା ୧୪ ନମ୍ବର ୱାର୍ଡ ଟାଉନ ହାଇସ୍କୁଲ ବୁଥ୍ ନଂ. ୩୮ରେ ମତଦାନ ଚାଲିଥିବା ବେଳେ ସେଠାରେ ନିଯୁକ୍ତି ହୋଇଥିବା ଜାହ୍ନବୀ ସାହୁ ନାମକ ଜଣେ ମହିଳା ପୋଲିସ…
ଲାଇନରେ ଠିଆ ହୋଇ ଭୋଟ ଦେଲେ ମନ୍ତ୍ରୀ
ଜୁନାଗଡ଼,୨୪।୩(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏନ୍ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର ୱାର୍ଡ ସ୍ଥିତ ୩ ନମ୍ବର ବୁଥ୍ରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର…
ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ
କେସିଙ୍ଗା,୨୪ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି।ବର୍ତ୍ତମାନ ୧୭ଟି ଭୋଟ୍ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ଭାବେ ମତଦାନ ଚାଲିଛି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରୁ ସରକାରୀ ବାଳିକା ବିଦ୍ୟାଳୟ ଠାରେ ୬ ଓ ୭ ଓ୍ବାର୍ଡ ପାଇଁ…
୧୬ ଖଣ୍ଡ ଭୋଟ୍ ପାଇ ଜିତିଲେ ରାଜଲକ୍ଷ୍ମୀ
କେସିଙ୍ଗା,୨୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଶେଷ ହୋଇଛି। ଏଥିରେ ଦେଓଗାଁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ ଓ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ସୀତା ଚୌଧୁରୀଙ୍କ ମଧ୍ୟରେ ପ୍ରତିନ୍ଦ୍ୱନ୍ଦ୍ୱିତା ହୋଇଥିଲା। ରାଜଲକ୍ଷ୍ମୀ…

