କଳାହାଣ୍ଡି

ବଜ୍ରପାତରେ ଚାଲିଗଲା ଜୀବନ

କର୍ଲାମୁଣ୍ଡା,୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ମଚିନ୍ଦ୍ର ନାଗ (୫୯)। ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ମଚିନ୍ଦ୍ର ଜାଳେଣି କାଠ...

ବୋଣ୍ଡୋଗୁଡ଼ା ରତ୍ନପଥର ଖଣି ଉପରେ ମାଫିଆଙ୍କ ଦୃଷ୍ଟି

ଭବାନୀପାଟଣା, ୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅନ୍ତର୍ଜାତିକ ବୋଣ୍ଡୋଗୁଡା ରତ୍ନପଥର ଖଣି ମାଫିଆଙ୍କ ଦୃଷ୍ଟି ପଡିଛି। ଜିଲାରେ କୋଟି କୋଟି ଟଙ୍କାର ରତ୍ନପଥର ଥିବା ବେଳେ ପ୍ରକ୍ରିୟାକରଣ ନ ଥିବା ଯୋଗୁ ଲୋକେ ଦାଦନ ମୁହାଁ ହେବା ସାଧାରଣରେ ଉଦବେଗର ବିଷୟ...

କଲ୍ୟାଣ ମଣ୍ଡପ ନିର୍ମାଣର ଟେଣ୍ଡର ଫିକ୍ସିଂ ଅଭିଯୋଗର ତଦନ୍ତ କରିବେ ଉପଜିଲାପାଳ

କେସିଙ୍ଗା,୨।୬(ଡିଏନଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ.ଏ.ସିର ୱାର୍ଡ ନମ୍ବର ୨ରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଗତ ଦୁଇମାସରେ ଶେଷ ହୋଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଏନ.ଏ.ସିର ଦୁଇ ଜଣ କାଉନସିଲର ରୋହିତ...

୨ ମାସ ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ

କେସିଙ୍ଗା,୨।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୧୯୭୦ରେ ପ୍ରାଣୀ ଚିକିତ୍ସାଳୟ ସ୍ଥାପିତ ହୋଇଛି। ଦୀର୍ଘ ୫୩ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭବାରୁ ପ୍ରାଣୀ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ଗୃହଗୁଡ଼ିକ ଉଈ ଲାଗି କବାଟ, ଝରକା, ଘର ଛାତ ଭୁଶୁଡି...

ଯୋଗାଣ ହେଉଛି ବାଲି, ଗୋଡ଼ିମିଶା ଚାଉଳ

ଭବାନୀପାଟଣା,୧।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ)ରେ ଦୁର୍ନୀତିର ଗନ୍ଧ ଏବେ ବାରି ହେଉଛି। ବର୍ତ୍ତମାନ ଚାଉଳ ଯୋଗାଣକାରୀ ସଂସ୍ଥା ନିଷ୍ପାପ ଶିଶୁଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ...

କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା...

୨୪ ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

କୋକସରା,୨୯।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଡୋକରୀଚଞ୍ଚରାର ଡୋକରୀଦରରେ ରବିବାର ଜଣେ ଯୁବକ ବୁଡି ନିଖୋଜ ହୋଇଯାଇଥିଲେ। ଘଟଣାର ୨୪ ଘଣ୍ଟା ପରେ ଭବାନୀପାଟଣା ଏବଂ କୋକସରା ଦମକଳ ଟିମ୍‌ର ମିଳିତ ପ୍ରୟାସରେ ସୋମବାର ମୃତଦେହ ଉଦ୍ଧାର ହୋଇଛି। ସୂଚନା...

ଝିଅଘରକୁ ଯାଇ ଆଉ ଫେରିଲେନି ବାପା

ଲାଞ୍ଜିଗଡ଼,୨୯।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତ ନିୟମଗିରି ପାହାଡର ପାଦ ଦେଶର ଥିବା ବସନ୍ତ ପଡା ଗ୍ରାମର ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଙ୍ଗରା ମାଝୀ(୫୭)। ସ୍ବର୍ଗତ ବାଙ୍ଗରା ରବିବାର ସାରେ ବସନ୍ତପଡା...

ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି: ବାନ୍ଧି ପକାଇ ବୁଲାଇଲେ କଳାକନା

କେସିଙ୍ଗା,୨୯।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୯ ନଂ. ୱାର୍ଡର ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। କିଛି ଦୁର୍ବୃତ୍ତ ଘର କବାଟ ଭାଙ୍ଗି ପଶି ସମସ୍ତ ପରିବାର ଲୋକଙ୍କୁ ଧମକ ଦେଇଥିଲେ। ପରେ ସମସ୍ତଙ୍କୁ...

ପରିବାର ସଦସ୍ୟଙ୍କୁ ବାନ୍ଧି ପକାଇ ସବୁ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା,୨୯ା୫(ସ୍ବ.ପ୍ର.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ,ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁବାସ ଅଗ୍ରଓ୍ବାଲ୍‌ଙ୍କ ଘରେ ରବିବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି। ପରିବାର ଲୋକଙ୍କ କହିବା ଅନୁଯାୟୀ,...

ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ବୁଡ଼ିଗଲେ

କୋକସରା,୨୮।୫(ଡି.ଏନ୍‌.ଏ.): ରବିବାର ଧର୍ମଗଡ଼ରୁ ୪ଜଣ ସାଙ୍ଗ ବୁଲିବା ପାଇଁ କୋକସରା ବ୍ଲକ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକରୀଚଞ୍ଚରାକୁ ଯାଇଥିଲେ। ବୁଲାବୁଲି କରିବା ପରେ ଡୋକରୀଦର ଜଳପ୍ରପାତରେ ୪ଜଣ ସାଙ୍ଗ ଗାଧୋଇବା ପାଇଁ ପାଣି ଭିତରକୁ ଯାଇଥିଲେ।...

ପଲିଥିନ ତଳେ କ୍ଷୀର ବେୱାଙ୍କ ଜୀବନ

ବେହେରା,୨୮ା୫(ଡି.ଏନ.ଏ.): ଗରିବ ଅସହାୟମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକା ଘର ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଥିବା ବେଳେ ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଏଥିରୁ ବଞ୍ଚତ୍ତ ହେଉଛନ୍ତି। କଳାହାଣ୍ଡି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri