କଳାହାଣ୍ଡି

ଜୁନାଗଡ: ପ୍ରଥମ ଦିନରେ ପଢିବାକୁ ଆସିଲେ ୧୦୧୮ ଛାତ୍ରୀଛାତ୍ର

ଜୁନାଗଡ଼,୮।୧: କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ମାସ ବ୍ୟବଧାନ ପରେ ଶୁକ୍ରବାର ହାଇସ୍କୁଲଗୁଡିକ ଖୋଲିଛି। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲର କେବଳ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଅଧ୍ୟୟନ କରିବେ ବୋଲି…

୪.୬୨ ଲକ୍ଷ ଟଙ୍କା ଠକେଇ, ଫାଇନାନ୍ସ କମ୍ପାନୀର କର୍ମଚାରୀ କହୁଥିବା ଯୁବକ ଗିରଫ

କୋକସରା,୭।୧: କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ରାବଣଗୁଡା ଗ୍ରାମର କିଛି ଲୋକଠାରୁ ୪ ଲକ୍ଷ ୬୨ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ଗିରଫ ଅଭିଯୁକ୍ତ ହେଲେ…

ଆମପାଣି ଘାଟିରେ ବୁଲୁଛି କଳରାପତରିିଆ ବାଘ: ଜଙ୍ଗଲ ଭିତରକୁ ନ ଯିବାକୁ ବନ ବିଭାଗର ପରାମର୍ଶ

କୋକସରା,୬।୧: କଳାହାଣ୍ଡି ଜିଲା ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ସୋମବାର ରାତିରେ ଏକ କଳରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଉନୀ ଗାଁର ଆଲୋକ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗମାନେ ରାତିରେ ଜୟପୁରରୁ ଗାଁକୁ ଫେରୁଥିଲେ। ସେତିକିବେଳେ ବାଘଟି ଘାଟି ରାସ୍ତାରେ…

ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ଜୀବନ ଗଲା

ଜୁନାଗଡ଼,୬।୧:କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ସନ୍ନ୍ୟାସୀକୁଣ୍ଡାମାଲ ଛକ ନିକଟରେ ବୁଧବାର ସାରେ ଟ୍ରାକ୍ଟର ଧକ୍କାରେ କକା, ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତ କକାଙ୍କ ନାମ ଜଗବନ୍ଧୁ ଶବର(୨୮) ଓ ପୁତୁରାଙ୍କ ନାମ ଟିକେମଣି ଶବର(୨୨)। ଉଭୟଙ୍କ ଘର ଧର୍ମଗଡ଼ ବ୍ଲକ ଝାରକୁଣ୍ଡାମାଲ…

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭବାନୀପାଟଣା ଯମୁନାସାଗର ଗ୍ରାମର ଉପେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କୁ ଆଶାକର୍ମୀ କରାଇ ଦେବା…

ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଜୁନାଗଡ଼/କୋକସରା, ୫।୧: କଟକ ଜିଲା ମାହାଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଏବଂ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହତ୍ୟା ଘଟଣା ନେଇ ମଙ୍ଗଳବାର ଜୁନାଗଡ଼ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ…

ଗୋବରଗୋଲା ଜଳପ୍ରପାତ

ପର୍ଯ୍ୟଟନ ଋତୁ ଆସିଲେ କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ମନେପଡେ ଗୋବରଗୋଲା ଜଳ ପ୍ରପାତ। ଜିଲାର ସଦରମହକୁମା ଭବାନୀପାଟଣାଠାରୁ ଏହାର ଦୂର ପ୍ରାୟ ୪୫ କି.ମି.। ଜୁନାଗଡ ବ୍ଲକ ଅନ୍ତର୍ଗତ ବୁଡିଦର ପଞ୍ଚାୟତରେ ଏହି ମନୋରମ ପର୍ଯ୍ୟଟନସ୍ଥଳୀ ରହିଛି। ଏବେ ବି…

ଧାନକିଣା ବାଟବଣା: ୧୫ଦିନ ହେଲା ମଣ୍ଡିରୁ ଉଠୁନି ଧାନ

ଜୁନାଗଡ,୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଧାନକିଣା ବାଟବଣା ହୋଇଛି। ବ୍ଲକର ଅନେକ ମଣ୍ଡିରେ ଟାର୍ଗେଟ ସରିଯାଇଥିବା ଆଳ ଦେଖାଇ ଧାନ ଉଠାଣ କରାଯାଉନାହିଁ। ଫଳରେ ଚାଷୀ ଧାନ ବିକ୍ରି ଆଶାରେ ଟୋକନ ପାଇ ହାଡଭଙ୍ଗା ଶୀତକାକରରେ ମଣ୍ଡିରେ ପଡିରହିଛନ୍ତି। ଏହି…

ହାଇଡ୍ରୋଲିକରେ ଚାପି ହୋଇ ଡ୍ରାଇଭରଙ୍କ ଜୀବନ ଗଲା, ଉତ୍ତେଜନା

କୋକସରା,୨ା୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡ଼ା-ଟେମେରାରାଣାପଡା ରାସ୍ତା କାମରେ ନିୟୋଜିତି ଥିବା ବେଳେ ଶନିବାର ଏକ ଟ୍ରାକ୍ଟର ହାଇଡ୍ରୋଲିକ୍‌ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିସମ୍ବର ପୁଞ୍ଜି(୨୪)। ମିଳିଥିବା ସୂଚନା ମୁତାବକ,…

ବ୍ୟାାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଯଶୋବନ୍ତ-ଅଜୟଙ୍କୁ ଟାଇଟଲ୍‌

ଭବାନୀପାଟଣା,୧।୧(ଡି.ଏନ୍‌.ଏ.): ଭବାନୀପାଟଣା ଦର୍ପଣ ସାଗରପଡ଼ାରେ ଚାଲିଥିବା ନିତ୍ୟାନନ୍ଦ ମହାପାତ୍ର ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିଥିଲେ। ସେମାନଙ୍କ ମଧ୍ୟରୁ ଫାଇନାଲରେ ଅଜୟ ନାଗ ଓ ଯଶୋବନ୍ତ…

ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଭାଗ ନେବ କଳାହାଣ୍ଡିର ନୃତ୍ୟ ଦଳ

ଭବାନୀପାଟଣା,୧।୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଭାନୀପାଟଣା ପ୍ରତିଭା ଅନୁଷ୍ଠାନର ବଜାଶାଲ ନୃତ୍ୟ ଦଳ ଜାତୀୟ ପରେଡ୍‌ରେ ଯୋଗଦେବା ପାଇ ମନୋନୀତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଧ୍ୟାନାନନ୍ଦ ପଣ୍ଡା ଏହି ସୂଚନା ଦେଇଛନ୍ତି। ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ…

୨ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା, ୩୦।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅବକାରୀ ବିଭାଗ ନିକଟ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଗୃହ ଆଜକୁ ୨ ବର୍ଷ ହେବ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ହୋଇ ପଡି ରହିଛି। କେସିଙ୍ଗା ରେଞ୍ଜ ଅଧୀନରେ ୬୨ଟି ଫଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri