କଳାହାଣ୍ଡି

୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ସେଠାରେ ତଲାସୀ ପରେ ୨୭.୪୦ କୁଇଣ୍ଟାଲ ମହୁଲ ପୋଚ, ୩୫ଲିଟର ହାତରନ୍ଧା...

ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କୁ ଭେଟିଲେ, ମାସ୍କ ବାଣ୍ଟିଲେ ବିଧାୟକ

କୋକସରା,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ ବିଧାୟକ ମୌଷଧି ବାଗ କୋକସରା ସହର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ମାସ୍କ ଓ ସାବୁନ ବଣ୍ଟନ କରିଛନ୍ତି। ପରେ ସ୍ଥାନୀୟ ଜବାହର ଉଚ୍ଚ ବିଦ୍ୟାପୀଠରେ କରାଯାଇଥିବା ଅସ୍ଥାୟୀ କୋଭିଡ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା...

ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଦର୍ଶନ କଲେ ଜିଲାପାଳ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବୁଡିପଦର ଓ ତଳମଲାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରକୁ ବୁଧବାର ଅପରାହ୍ନରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ପରିଦର୍ଶନ କରିଥିଲେ। ସେଠାରେ ରହୁଥିବା ଶ୍ରମିକଙ୍କ ସେ ସ୍ଥିତି ବୁଝିବା ସହ କାର୍ଯ୍ୟର ସମୀକ୍ଷା...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୦ୟୁନିଟ୍‌ ରକ୍ତ ସଂଗ୍ରହ

ଜୁନାଗଡ,୬ା୫(ଡି.ଏନ୍‌.ଏ)-କରିବା ରକ୍ତ ଦାନ, ବଞ୍ଚାଇବା ଜୀବନ ଏହି ଉଦ୍ଦେଶ୍ୟ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଭବାନୀପାଟଣା ରକ୍ତ ଭଣ୍ଡାରଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ ୪୦ ଜଣ ରକ୍ତଦାନ କରିଥିଲେ। ବିଜେଡି...

ରାଜକୁମରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭବାନୀପାଟଣା/କୋକସରା, ୬ା୫(ସ୍ବ.ପ୍ର/ଡି.ଏନ୍‌.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗଡ଼ା ପଞ୍ଚାୟତ ଡୋଙ୍ଗରିପଡ଼ାର ରାଜକୁମର ବାଗ (୫୭)। ଗୋଡ଼ ଭାଙ୍ଗିଯିବା ପରେ ବିଛଣାରେ ପଡ଼ି ରହିଛନ୍ତି। ଅର୍ଥାଭାବରୁ ଉନ୍ନତ ଡାକ୍ତରୀ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ...

ଲାଞ୍ଜିଗଡରେ ସାମାଜିକ ଦୂରତାକୁ ବେଖାତିର

ଲାଞ୍ଜିଗଡ,୫ା୫(ଡି.ଏନ୍‌.ଏ): ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେତେ ସଚେତନ କରାଗଲେ ମଧ୍ୟ ବୁଝିବାକୁ ନାରାଜ। ବିଭିନ୍ନ ସ୍ଥାନରେ ଲୋକେ ସାମାଜିକ ଦୂରତାକୁ ବେଖାତିର କରୁଛନ୍ତି । କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଦେଖିବାକୁ ମଳିଛି ଏଭଳି ସ୍ଥିତି। ତେଜରାତି...

ତେଲେଙ୍ଗେନାକୁ କାମ କରିବାକୁ ଯାଇଥିଲେ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିଲେ ୨୪ ପ୍ରବାସୀ ଶ୍ରମିକ

ଜୁନାଗଡ,୫।୫(ଡି.ଏନ୍‌.ଏ.): ତେଲେଙ୍ଗେନାକୁ କାମ କରିବାକୁ ଯାଇଥିବା କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୪ଜଣ ପ୍ରବାସୀ ଓଡିଆ ମଙ୍ଗଳବାର ବସ୍‌ ଭଡା କରି ଜୁନାଗଡରେ ପହଞ୍ଚିଛନ୍ତି। ଏଥିରେ ଜୁନାଗଡ ବ୍ଲକର ତଳମଲା ପଞ୍ଚାୟତର ୨୨, ମାଟିଗଁା ଓ ହାବସପୁର ପଞ୍ଚାୟତର ଜଣେ...

ହାବସପୁର ଗ୍ରାମରେ ଜଳକଷ୍ଟ: ଲୋକଙ୍କୁ ମିଳୁନି ପାଇପ ପାଣି

ଜୁନାଗଡ, ୫।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁର ଗ୍ରାମରେ ଜଳକଷ୍ଟ ଦେଖାଦେଇଛି। ଗ୍ରାମରେ ପ୍ରକଳ୍ପ ଥିଲେ ବି ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଓଭରହେଡ ଟ୍ୟାଙ୍କରେ ଲାଗିଥିବା ମୋଟର ବିଦ୍ୟୁତ୍‌ ସମସ୍ୟା ଯୋଗୁ ଚାଲି ନ...

ଦୁର୍ଘଟଣାରେ ଦେଓଗାଁ ବିଟ୍‌ ଫରେଷ୍ଟ ଗାର୍ଡଙ୍କ ଜୀବନ ଗଲା

କେସିଙ୍ଗା,୫ା୫(ଡି.ଏନ.ଏ)-କଳାହାଣ୍ଡି ଜିଲା କେସିଙ୍ଗା ବନବିଭାଗ ଅଧିନ ଦେଓଗାଁ ବିଟରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ଭୁବନେଶ୍ୱର ଠେଲା (୪୬) ସୋମବାର ରାତିରେ ଏକ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର କୌଣସି କାମରେ ଭବାନୀପାଟଣା ଯାଇ ସରକାରୀ ବାସଭବନ କସ୍ରୁପଡ଼ାକୁ...

ବଣିକ ସଂଘ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ, ୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ଜୁନାଗଡ ବଣିକ ସଂଘ ପକ୍ଷରୁ ସୋମବାର ଦିନରାତି ପରିଶ୍ରମ କରି କରୋନା ମହାମାରୀରୁ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ଥାନାର ଅଧିକାରୀ ଉତ୍ତମ କୁମାର...

ଅମାନିଆ ବାଇକ ଚାଳକଙ୍କୁ ଜରିମାନା, ପୋଲିସର ଟିପ୍ସ

ଜୁନାଗଡ, ୨।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ କରୁଥିବା ବାଇକ ଚାଳକଙ୍କୁ ପୋଲିସ ଧରପଗଡ କରୁଛି। ପରେ ସେମାନଙ୍କୁ ଥାନା ପରିସରରେ ଜୁନାଗଡ ଥାନାଧିକାରୀ ଉତ୍ତମ କୁମାର ସାହୁ କରୋନା ସମ୍ପର୍କରେ ସଚେତନ କରିବା ସହ...

ସକାଳୁ ଚା’ କରିବାବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟିଲା

କେସିଙ୍ଗା,୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ ଉତ୍କେଲା ପଞ୍ଚାୟତ ଅଧୀନ କାଦୋପଡା ଗ୍ରାମରେ ଶୁକ୍ରବାର ଅଘଟଣ ଘଟିଛି। ସକାଳ ୬ଟାରେ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇବେଳେ ଗ୍ୟାସ ସିଲିଣ୍ଡର ଫାଟିଛି। ଏଥିରେ ଦୁଇ ମହିଳା ଗୁରୁତର ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri