ନିର୍ବାଚନ ପ୍ରଚାର ମଇଦାନରେ ଅଭିନେତ୍ରୀ
କେସିଙ୍ଗା,୨୧।୩(ଡି.ଏନ୍.ଏ.): ଆସନ୍ତା ୨୪ରେ ପୌର ନିର୍ବାଚନ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ୩ ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି। ସୋମବାର ଭାଜପା ଅଧ୍ୟକ୍ଷ ପ୍ରାର୍ଥୀ…
ଡ୍ରୋନ୍ରେ ପଠାଗଲା ରୋଗୀଙ୍କ ରକ୍ତ ନମୁନା
କେସିଙ୍ଗା,୨୧।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ବିଦ୍ୟାପୀଠ ଖେଳ ପଡ଼ିଆରୁ ସୋମବାର ୧୫ ଜଣ ରୋଗୀଙ୍କ ରକ୍ତ ନମୁନା ଗ୍ରହଣ କରି ପରୀକ୍ଷା ପାଇଁ ଡ୍ରୋନ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଆଦିବାସୀ ବହୁଳ ଅଞ୍ଚଳରେ ସରକାର ସ୍ବାସ୍ଥ୍ୟ ସେବାକୁ…
ଚାଷ ଜମି ନିଆଁ ବ୍ୟାପିଲା
କୋକସରା,୨୦।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ରହିଥିବା ଶୁଖାଲା ପାଳରେ ନିଆଁ ଲାଗି ଚାରିଆଡେ ବ୍ୟାପି…
କଏଦ ହେଲା ବାଇକ୍ ଚୋରିର ଦୃଶ୍ୟ
କୋକସରା,୨୦।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରେ ବାଇକ୍ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। କୋକସରା ସହର ୨୬ ନମ୍ବର ଜାତୀୟ ରାଜପଥ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ସମ୍ମୁଖରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ୍…
ହେଭିଓ୍ବେଟ୍ ନେତାଙ୍କ ଜୋର୍ଦାର ପ୍ରଚାର
କେସିଙ୍ଗା,୨୦ା୩(ଡି.ଏନ୍.ଏ.): କେସିଙ୍ଗା ଏନ୍ଏସିର ପୌର ନିର୍ବାଚନ ଆଉ ୪ ଦିନ ରହିଲା। ବିଜେଡିର ଅଧ୍ୟକ୍ଷ ପଦବୀରେ ନୃପରାଜ ଯାଦବଙ୍କୁ ଜିତାଇବା ପାଇଁ ରବିବାର ନର୍ଲା ବିଧାୟକ ଭୂପିନ୍ଦର ସିଂ,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ,ନୂତନ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ…
ନୂଆ ସରପଞ୍ଚ ଆଜିଠୁ ନେଲେ ଦାୟିତ୍ୱ
କେସିଙ୍ଗା,୨୦ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ନୂତନ ସରପଞ୍ଚ ଅଶୋକ ପୋଢ଼ ପୂର୍ବତନ ସରପଞ୍ଚ ବିଶ୍ବମ୍ବର ମହଲାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଦାୟିତ୍ୱ ଗ୍ରହଣ ସମୟରେ ଅଶୋକ ପୋଢ଼ଙ୍କ ସମର୍ଥଙ୍କ ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ଏହି…
ଏମ୍ବି ଛାତ୍ର ଅଧ୍ୟକ୍ଷ ପ୍ରାର୍ଥୀ: ପ୍ରଚାର ମଇଦାନରେ ହେଭିଓ୍ବେଟ୍
କେସିଙ୍ଗା,୧୮।୩: ପୌର ନିର୍ବାଚନ ପାଇଁ କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୩ ପ୍ରମୁଖ ଦଳ ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍ବିଏ ଛାତ୍ର ସଚିନ ଜୈନ ଭାଜପାରୁ ଅଧ୍ୟକ୍ଷ ପ୍ରାର୍ଥୀ ହୋଇ ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।…
ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଶିକ୍ଷକ ଗିରଫ
ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଠକେଇର ଶିକାର ହୋଇଥିବା ଜଣେ ଯୁବକ ଭବାନୀପାଟଣା ଟାଉନ…
କେସିଙ୍ଗା ଏନ୍ଏସିରେ ବିଜେଡିର ଜୋରଦାର ପ୍ରଚାର
କେସିଙ୍ଗା,୧୭ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିରେ ଜୋର୍ଦାର ପ୍ରଚାର ଚାଲିଛି। ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି କେସିଙ୍ଗା ଏନ୍ଏସିରେ ସେତିକି ଜୋରଦାର ପ୍ରଚାର ବିଜେଡି ପକ୍ଷରୁ ଚାଲିଛି। ଗୁରୁବାର ସହରର ୧୦ ଓ ୧୧ ଓ୍ବାର୍ଡରେ ଏନ୍ଏସିର ଅଧ୍ୟକ୍ଷ ପ୍ରାର୍ଥୀ…
ଦାୟିତ୍ୱ ଗ୍ରହଣ କଲେ କିଶୋର
କେସିଙ୍ଗା,୧୭।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିକିଆ ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ କିଶୋର କୁମାର ପଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସେ କିକିଆ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ଆଗାମୀ ଦିନରେ…
ଚଢ଼ାଉ ସମୟରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଛାଡ଼ି ଚାଳକ ଚମ୍ପଟ
କୋକସରା,୧୬ା୩(ଡି.ଏନ୍.ଏ.): କୋରାପୁଟ ଅଞ୍ଚଳରୁ କଳାହାଣ୍ଡି ପଟେ ଆସୁଥିବା ଏକ ବୋଲେରୋ ନମ୍ବର ଓ ୦୮ ସି ୪୨୮୪ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ାଉ…
ପର୍ଯ୍ୟଟନସ୍ଥଳୀ ଡୋକାରିଚଞ୍ଚରାର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ଅଧିକାରୀ
କୋକସରା,୧୬ା୩(ଡି.ଏନ୍.ଏ.): କୋକସରା ବ୍ଲକ ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରାରେ ବନ ବିଭାଗ ଅଧୀନରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ଦକ୍ଷିଣ ବନଖଣ୍ଡ…
Archives


