କଳାହାଣ୍ଡି

ଗାଁରେ ପହଞ୍ଚିଲା ଗୋବିନ୍ଦ ସାହୁଙ୍କ ମୃତଦେହ

ଭବାନୀପାଟଣା,୨୧ା୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗ ସନ୍‌ ସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମଙ୍ଗଳବାର କଣ୍ଟାବାଞ୍ଜି ସବଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ବୁଧବାର ଗୋବିନ୍ଦ…

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ: ସୁନା,ଗାଡି ସହ ନଗଦ ୬୬ ହଜାର ଟଙ୍କା ଜବତ

କେସିଙ୍ଗା,୨୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ୱାର୍ଡ ନମ୍ବର ୭ ସ୍ଥିତ ଓମନଗର ପଡାରେ ଥିବା ବନବିଭାଗର ରେଞ୍ଜର କେଶବ ମାଝୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସ୍ଥାନୀୟ ପୋଲିସ ସହାୟତାରେ ଭିଜିଲାନ୍ସ ଟିମ୍‌ ଘର ଭିତରେ ପଶି ତନାଘନା…

ଭିଜିଲାନ୍ସ ହାତରେ ଧରାପଡିଲେ ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ବନବିଭାଗ ରେଞ୍ଜର କେଶବ ମାଝୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର କେସିଙ୍ଗା ସ୍ଥିତ ଘର, କେଗାଁ କାର୍ଯ୍ୟାଳୟ, କ୍ୱାଟରରେ ଓ ବ୍ରାହ୍ମଣୀର ପୈତୃକ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି।…

ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

କୋକସରା,୧୭ା୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବିଧାୟକ ମୋଷଧି ବାଗଙ୍କୁ ଭେଟି ଧର୍ମଗଡ଼ ଉପଖଣ୍ଡ ୩ ବ୍ଲକର ଅଙ୍ଗନଓ୍ବାଡ଼ି ଓ ପାଚିକା କର୍ମୀ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଆଜିକୁ ୨୭ ଦିନ ହେବ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍‌ ଓଡ଼ିଶା…

ମାଓବାଦୀ ଅଞ୍ଚଳ ପିଲାଙ୍କୁ ଶିକ୍ଷିତ ପାଇଁ ଉଦ୍ୟମ

ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯାହାଙ୍କୁ ଦୁଗର୍ମ ଅଞ୍ଚଳକୁ ଯଦି ବଦଳି କରାଯାଏ ତାହେଲେ ସ୍କୁଲକୁ ଯାଆନ୍ତି ନାହିଁ। ଦିନେ ଚକ ଖଡ଼ି ଧରି ନ ଥିବା ଶିକ୍ଷକ କେବଳ ଦରମା ପାଇବା ଆଶାରେ ମାସକୁ ଥରେ ଯାଇ ଉପସ୍ଥାନ…

ତୃତୀୟ ପର୍ଯ୍ୟାୟ ବାୟୁ ସ୍ବାସ୍ଥ୍ୟସେବା ଯୋଜନା

ଭବାନୀପାଟଣା,୧୬।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ୫ଜଣ ବିଶେଷଜ୍ଞ ଡାକ୍ତର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସିଥିଲେ। ୩ ଦିନ…

୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା

କୋକସରା,୧୬।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ କିଛି ମାସର ପରେ ଯୋଡିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା…

୨ ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା

କୋକସରା,୧୫।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆଦିବାସୀ ବହୁଳ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଛି। କଳାହାଣ୍ଡିରୁ ନବରଙ୍ଗପୁର ଜିଲାକୁ ଯୋଡ଼ିବ ଗୋତୋମୁଣ୍ଡା-ଡାହିମାଲ ରାସ୍ତା। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡର…

ମାଲଗାଡ଼ିରେ ବେଆଇନ ଭାବେ ଲୋଡିଂ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ ରୋଡ ରେଳ ଷ୍ଟେଶନରେ ମାଲଗାଡିରେ ଲୋଡିଂ ଶେଷ ସମୟ ପରେ ବି ଜଣେ ଠିକାଦାର ଓ ରେଳ କର୍ମଚାରୀ ସଲାସୁତୁରା ହୋଇ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ମାଲଗାଡି ରଖି ଲୋଡିଂ କରୁଥିବା ଅଭିଯୋଗ…

ପ୍ରତିଶ୍ରୁତି ଦେଇ ଭୁଲିଯାଉଛି କମ୍ପାନୀ

ଭବାନୀପାଟଣା,୧୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବଫଳାମାଲି ପର୍ବତରେ ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣି ଖନନ କରୁଛି। ହେଲେ ଜମି ହରାଇଥିବା ହିତାଧିକାରଙ୍କୁ ଦେଇଥିବା ପ୍ରତିଶ୍ରୁତି ସତେ କେମିତି ଭୁଲି ଯାଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ଖଣି ଖନନ…

ନୂଆପଡ଼ାକୁ ମିଳିଲା ‘ରାଜସ୍ବ ଗ୍ରାମ୍ୟ ମାନ୍ୟତା’

କୋକସରା,୧୨।୧୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ତହସିଲ ଅଧୀନରେ ଥିବା ଟେମରା ପଞ୍ଚାୟତର ନୂଆପଡା ଗ୍ରାମକୁ ଦୀର୍ଘ ବର୍ଷ ପରେ ରାଜସ୍ବ ଗ୍ରାମ୍ୟର ମାନ୍ୟତା ମିଳିିଛି। ଗ୍ରାମବାସୀ ଦୀର୍ଘ ବର୍ଷରୁ ରାଜସ୍ବ ଗ୍ରାମର ମାନ୍ୟତା ପାଇବା ପାଇଁ ଦାବି କରିଆସୁଥିଲେ। ତେବେ ସବୁ…

କାର ଦୁର୍ଘଟଣାରେ ଯୁବକ ମୃତ

କୋକସରା,୧୧।୧୨(ଡି.ଏନ.ଏ): ଜାତୀୟ ରାଜପଥ ୨୬ କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ସିଉନି ଗାଁ ସ୍କୁଲ ବୁଲାଣି ରାସ୍ତାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କାରରେ ଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri