କଳାହାଣ୍ଡି

ବାଞ୍ଜିବାହାଲ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ: ପ୍ରେମିକାଙ୍କ ବାପା, କାକା, ଭିଣୋଇ କୋର୍ଟଚାଲାଣ

ଭବାନୀପାଟଣା,୧୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ବହୁ ଚର୍ଚ୍ଚିତ ବାଞ୍ଜିପଦର ଗାଁ ପ୍ରେମୀଯୁଗଳଙ୍କ ଅନରକିଲିଂ ଘଟଣାର ପର୍ଦ୍ଦାଫାଶ କରିଛି ଧର୍ମଗଡ଼ ପୋଲିସ। ଏହି ଘଟଣାରେ ପ୍ରେମିକାଙ୍କ ବାପା,କାକା ଓ ଭିଣୋଇ ହତ୍ୟାକାରୀ ବୋଲି ଜଣାପଡ଼ିଛି। ତିନି ଅଭିଯୁକ୍ତଙ୍କୁ ଗିରଫ…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ ଚେତାବନୀ 

କେସିଙ୍ଗା,୧୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବୋରିଙ୍ଗପଦରସ୍ଥିତ କସ୍ତୁରୀବାଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବାକୁ  ମଙ୍ଗଳବାର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ଏ ନେଇ ଜିଲା ପ୍ରକଳ୍ପ ସଂଯୋଜକ  କଳାହାଣ୍ଡିଙ୍କ ଉଦ୍ଦେଶ୍ୟରେ…

ରେଲୱେ ମ୍ୟାନେଜରଙ୍କ କେସିଙ୍ଗା ଷ୍ଟେଶନ ପରିଦର୍ଶନ: ୪ ଦଫା ଦାବିକଲେ ନାଗରିକ ମଞ୍ଚ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଶନିବାର ଓଡ଼ିଶାର ରେଳ ବିଭାଗରର ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ସମ୍ବଲପୁର ରେଳ ଡିଭିଜନର ଡିଆରଏମ୍‌ ବିନୀତ ସିଂଙ୍କ ଏବଂ ବହୁ ପଦାଧିକାରୀ…

ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିିିଛି ଦିନ ହେଲା ଖରିଫ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ…

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ ଥିବାବେଳେ ଏପଟେ ଶୁକ୍ରବାରଠାରୁ ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପରୁ କେନାଲ ମାଧ୍ୟମରେ ପାଣି…

କାମ କରୁନି ସିସିଟିଭି କ୍ୟାମେରା

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଅଚଳ ହୋଇ ପଡିରହିଛି। ସହରରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ସିସିଟିଭି କ୍ୟାମେରା ଗତ ୨ ମାସ ହେଲା କାମ…

ମଦ ଜବତ କରି ଥାନାକୁ ଆଣିଲେ ଗ୍ରାମବାସୀ

ଜୁନାଗଡ଼,୬।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁସଡର ଗ୍ରାମରେ ବେଆଇନ ମଦ କାରବାର ଜୋରସୋରରେ ଚାଲିଛି। ଏପରି କି ଏହାକୁ ନେଇ ଗତ କିଛି ମାସ ତଳେ ଗ୍ରାମବାସୀ ଜିଲାପାଳ, ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ…

ଯୁବତୀଙ୍କୁ ପ୍ରତାରଣା କରି ଜେଲ୍‌ ଗଲେ ପ୍ରେମିକ

କୋକସରା,୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳ ଝାର କୁଣ୍ଡାମାଲ ଗାଁର ଜଣେ ଯୁବତୀ ଓ ସେହି କମ୍ପାନୀରେ ସୋନପୁର ଜିଲା ଡୁଙ୍ଗରିପାଲି ଗାଁର ସୁମିତ ନାଏକ (୨୭) ମଧ୍ୟ କାମ କରୁଥିଲେ।…

ରାସ୍ତା କାମ ନ ସରୁଣୁ ଉଠିଗଲା ପିଚୁ

କର୍ଲାମୁଣ୍ଡା:୪।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲମୁଣ୍ଡା ବ୍ଲକ ସ. ମାଲପଡ଼ା ପଞ୍ଚାୟତ ବାଗବୁରାଇ ତାରିଣୀ ଛକଠାରୁ ଭଟାପଲା କେନାଲ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ତଥା ନିମ୍ନମାନର କାମ ହେଉଥିବା ସ୍ଥାନୀୟ ଲୋକେ…

କାଠ ପୋଲ ତିଆରି କଲେ ୨ ପଡ଼ାବାସୀ

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଥାରେ ଅଛି ଏକତାର ବଳ ଆଗରେ ସବୁ କିଛି କାମ ସମ୍ଭବ ହୋଇପାରେ। ଏହା କଥାରେ ନୁହେଁ ବଂର କାମରେ କରି ଦେଖାଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବକ୍ସିତୁଲସୀପାଲି ପଞ୍ଚୟତ ରଣପୁର ଗ୍ରାମର ୨ ପଡାବାସୀ।…

ହାଇୱା ଧକ୍କାରେ ଚାଲିଗଲା ୭ ମାସ ଶିଶୁର ଜୀବନ: ଦମ୍ପତି ଗୁରୁତର

ବେହେରା,୨।୭(ଭୁପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ମିର୍ଜାପୁର୍‌ ବିଜୁ ଏକ୍ସପ୍ରେସ ନିକଟରେ ରବିବାର ଏକ ହାଇୱା ଧକ୍କାରେ ୭ ମାସ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋନପୁର ଜିଲା ବିନିକା…

ବନ୍ଧୁକ ଦେଖାଇ  ଲୁଟିନେଲେ ୧ଲକ୍ଷ ୭୨ ହଜାର ସହ ସାଢ଼େ ତିନି ଭରି ସୁନା

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ସାଗଯୋର ଗାଁରେ ଗତ ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଲୁଟି ନେଇଥିବା ଜୟପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନାଅନୁଯାୟୀ, ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri