କଳାହାଣ୍ଡି

ପରକୀୟା ପ୍ରୀତିରୁ ଝୁଲିପଡ଼ିଲେ ସ୍ତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଦେଇ ଗଲେ ମୋ’ ସ୍ବାମୀ ଆଉ ପ୍ରେମିକା ମିଶି…

ଭବାନୀପାଟଣା,୨୦।୭(ଉତ୍ତମ କୁମାର ଦାଶ): ସ୍ବାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯାତନା ଦେବା ଶେଷରେ ନିର୍ଯାତନା ସହି ନ ପାରି ବାପଘରେ ଆତ୍ମହତ୍ୟା କରି ସୁଇସାଇଡ୍‌ ନୋଟ୍‌ରେ ସ୍ବାମୀ ଆଉ ପ୍ରେମିକାଙ୍କୁ ଦାୟୀ କରି ନ୍ୟାୟ ମାଗିଛନ୍ତି। ଏପରି ଅଭାବନୀୟ ଘଟଣା…

୫ ବର୍ଷ ତଳେ ପ୍ରେମ ବିବାହ, ହଠାତ ଶ୍ୱଶୁର ଘର ଲୋକେ ମହିଳାଙ୍କ ମୃତ୍ୟୁ ହେବା ଜଣାଇଲେ; ଥାନାରେ ବାପା ପହଞ୍ଚି…

କୋକସରା,୧୯।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ବଡ଼ପୋଡ଼ାଗୁଡ଼ା ଗ୍ରାମର ରିକିରାମ ପ୍ରଧାନୀଙ୍କ ସ୍ତ୍ରୀ ଉର୍ମିଳା ପ୍ରଧାନୀଙ୍କ ଶନିବାର ହଠାତ ମୃତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କ ବାପଘର ଲୋକେ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି।…

ବିଜେଡିକୁ ବଡ଼ ଝଟ୍‌କା: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଇଂ.ଦିନେଶ ରାଉତ

ଭବାନୀପାଟଣା,୧୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ଶନିବାର ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ସ୍ଥାନୀୟ ବୃନ୍ଦାବାହାଲ ସରପଞ୍ଚ ତଥା ଅଞ୍ଚଳର ଟାଣୁଆ ନେତା ଇଂ.ଦିନେଶ ରାଉତ। ଭବାନୀପାଟଣା ଟାଉନ ହଲଠାରେ ଶନିବାର ଅପରାହ୍ନରେ…

କେସିଙ୍ଗାର ଦୁଇ ପଞ୍ଚାୟତକୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଭେଟି: ଉଦ୍‌ଘାଟିତ ହେଲା…

କେସିଙ୍ଗା,୧୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଦୁଇଟି ପଞ୍ଚାୟତକୁ ଗ୍ରାମ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି ଦେଇଛନ୍ତି। କିକିଆ ପଞ୍ଚାୟତ ସ୍ଥିତ ଭେଜାପଦର ଗ୍ରାମରେ ଓଭରହେଡ ପାଣି ଟାଙ୍କି ଓ ଗାଈଗା…

୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ମାଗଣା ଶିକ୍ଷାଦେବା ଜରୁରୀ

ଥୁଆମୂଳ ରାମପୁର,୧୯।୭(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଥୁଆମୂଳ ରାମପୁର ଜେ.ଏମ.ଏଫ.ସି କୋର୍ଟ, ତାଳୁକ ଆଇନ ପ୍ରାଧିକରଣ ସେବା କମିଟି ତରଫରୁ ଶିକ୍ଷା ଅଧିକାର ଆଇନ ୨୦୦୯ ର ଜେ.ଜେ (ସିପିସି) ଆଇନ…

ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: କଳାହାଣ୍ଡିର ଛାତ୍ର ନିହାର ରଞ୍ଜନ ଦାଶଙ୍କୁ ସ୍ୱର୍ଣ୍ଣପଦକ

ଭବାନୀପାଟଣା,୧୮।୭(ଉତ୍ତମ କୁମାର ଦାଶ)-କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମହିଁ ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଡ଼. ହରି ବାବୁ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ…

ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିବା କଳାକାରଙ୍କୁ ….

କେସିଙ୍ଗା,୧୮ା୭ (ତୁମେଶ୍ୱର ସାହୁ)- ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିବା କଳାହାଣ୍ଡି ଜିଲା ଅଗ୍ରଣୀ ବିଏସ୍‌ଏ ଅନୁଷ୍ଠାନର କଳାକାରଙ୍କୁ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଶୁକ୍ରବାର ବିଏସ୍‌ଏର ନୂତନ ସଭାଗୃହରେ ଅନୁଷ୍ଠାନର ସଭାପତି ସୁଶାନ୍ତ…

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ କଳାହାଣ୍ଡି ବନ୍ଦ ପ୍ରଭାବ: ସରକାରଙ୍କ ବିରୋଧରେ ବିକ୍ଷୋଭ

ଭବାନୀପାଟଣା,୧୭।୭(ଉତ୍ତମ କୁମାର ଦାଶ)-ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ତେବେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପୂର୍ବରୁ ପ୍ରଦେଶ କଂଗ୍ରେସ…

କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦକୁ ସ୍ବତଃପୂର୍ତ୍ତ ସମର୍ଥନ

କର୍ଲାମୁଣ୍ଡା,୧୭ା୭(ପ୍ରଦୀପ କୁମାର ସାହୁ): ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ ଦେଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ସ୍ବତଃପୂର୍ତ୍ତ…

କେସିଙ୍ଗାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ପ୍ରାଣୀ ଚିକିତ୍ସାଳୟ ନିକଟରେ କଂଗ୍ରେସ ଟାଉନ ସଭାପତି ସୁଭାଷ ଚନ୍ଦ୍ର ଜୈନଙ୍କ ନେତୃତ୍ୱରେ ଗୁରୁବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହରରେ ଗୁରୁବାର ସକାଳ…

ଟ୍ରେନରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ, ଦୁଇ ଜଣଙ୍କୁ କୋର୍ଟ ଚାଲାଣ

କେସିଙ୍ଗା,୧୭।୭,(ତୁମେଶ୍ୱର ସାହୁ): ଟ୍ରେନରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବାର କେସିଙ୍ଗା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ରେଳ ଷ୍ଟେଶନର ପ୍ଲାଟ ଫର୍ମ ନମ୍ବର ୧ରୁ ୨୦.୬୭୦ଗ୍ରାମ ଗଞ୍ଜେଇ ଜବତ କରି ଦୁଇ ଜଣଙ୍କୁ ବୁଧବାର କୋର୍ଟ ଚାଲାଣ…

ରାଜ୍ୟସ୍ତରୀୟ ଖାଦ୍ୟ ମେଳା: ଭାଗ ନେବେ ଲାଞ୍ଜିଗଡ ବ୍ଲକର ୩ ଏସଏଚଜି ମହିଳା

ଭବାନୀପାଟଣା,୧୬।୭( ଉତ୍ତମ କୁମାର ଦାଶ )-ଆସନ୍ତା ସପ୍ତାହରେ ରାଜଧାନୀ ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା। ଏଥିରେ ରାଜ୍ୟର ୩୦ ଜିଲାର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ତିନିଜଣ ଲେଖାଏଁ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?