କଳାହାଣ୍ଡି

ଗାଁ ଗାଁ ବୁଲି ସମସ୍ୟା ଦୂର କରୁଛନ୍ତି ବିଧାୟିକା: ସବୁଠି ମିଳୁଛି ଜନସମର୍ଥନ

କେସିଙ୍ଗା, ୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଦୂର କରୁଥିବାର ଦେଖିବାକୁ ମିଳୁଛି। ଗତକାଲି କେସିଙ୍ଗା କସୃପଡ଼ା, ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ,…

ବିପଦପୂର୍ଣ୍ଣ ରାସ୍ତାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୭ା୮(ପ୍ରଦୀପ କୁମାର ସାହୁ):କମ୍‌ ଛାତ୍ରୀଛାତ୍ର ଥିବା କାରଣରୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨୪ ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର ୨୦୨୦ରେ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ର ଦୂରଦୂରାନ୍ତକୁ ଯାଇ ପାଠ ପଢ଼ୁଥିବା ଦେଖିବାକୁ ମିଳିଛି।…

ଖଲିଆବନ୍ଦ ଠାରେ ପାନୀୟ ଜଳ ପ୍ରକଳ୍ପ

ରିଷିଡା,୬।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସ୍ଥିତ ଖଲିଆବନ୍ଦ ଛକଠାରେ ଜଳ ସେବା ପ୍ରକଳ୍ପ ମଙ୍ଗଳବାର ଉଦଘାଟିତ ହୋଇଛି। ବ୍ଲକ ପକ୍ଷରୁ ନୂତନ ଭାବରେ ନିର୍ମିତ ହୋଇଥିବା ଦୁଇଟି ଜଳ ସେବା ପ୍ରକଳ୍ପ ଖଲିଆବନ୍ଦ ଛକ…

ଜିଲା ମୁଖ୍ୟ ଚିକିତ୍ସାଳୟର ବଦଳୁନି ଚିତ୍ର: ଶଯ୍ୟା ଅଭାବ,ବାରଣ୍ଡାରେ ଚାଲିଛି ରୋଗୀସେବା

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ):ରାଜ୍ୟରେ ୨୪ ବର୍ଷ ଶାସନ ପରେ ସରକାର ବଦଳିଛି। ପ୍ରଥମଥର ପାଇଁ ଶାସନକୁ ଆସିଛି ଭାଜପା ସରକାର। ହେଲେ କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ବିଭାଗର ଚିତ୍ର ପୂର୍ବରୁ ଯେମିତି ରହିଥିଲା ସେମିତି ରହିଥିବା ଦେଖିବାକୁ ମିଳୁଛି। ଉଦାହରଣ ଭାବେ…

ନିଖୋଜର ୬ଦିନ ପରେ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଗୁଣିଗାରେଡି ସନ୍ଦେହରେ ହତ୍ୟା, ୨ ଗିରଫ

ଲାଞ୍ଜିଗଡ଼, ୫ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ର ନିଖୋଜର ୬ଦିନ ପରେ ମୃତଦେହକୁ ପୋଲିସ ଜବତ କରି ସନ୍ଦେହରେ ୪ଜଣଙ୍କୁ ଅଟକ ରଖିଥିବା ବେଳେ ମଙ୍ଗଳବାର ୨…

ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ମହାସଭା

ରିଷିଡା ୫।୮(ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା ପୋଡସୀ ବୋଡ଼ର୍‌ ସ୍ଥିତ କନ୍ଧମାଳ ଜିଲା ଜଲେଶପଟ୍ଟା ସୁଡ୍ରା ଗ୍ରାମରେ ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ମହାସଂଘ ପ୍ରତାପପୁର ଗଞ୍ଜାମ ତରଫରୁ ଏକ ନୂତନ ଭାବରେ ଶ୍ରୀଶ୍ରୀ ମାଁ ବିମ୍ବା ଠାକୁରାଣୀ ଗାମ୍ୟ ସମିତି…

ସରକାର ପରିବର୍ତ୍ତନ ପରେ ବି ବନ୍ଦ ରହିଛି ୨୪ ବିଦ୍ୟାଳୟ …

କର୍ଲାମୁଣ୍ଡା:୫।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୨୪ଟି ବିଦ୍ୟାଳୟକୁ ତତ୍କାଳୀନ ରାଜ୍ୟ ସରକାର କମ ଛାତ୍ରୀଛାତ୍ର ଥିବା କାରଣରୁ ୨୦୨୦ ମସିହାରେ ସମ୍ପୁର୍ଣ୍ଣ ବନ୍ଦ କରିଦେଲେ। ଫଳରେ ବ୍ଲକର ଅନେକ ଗାଁର ଛାତ୍ରୀଛାତ୍ରମାନେ ଦୂର ଦୁରାନ୍ତକୁ ଯାଇ ପାଠ…

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ତେନ୍ତୁଳି ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା

ଥୁଆମୂଳ ରାମପୁର,୪।୮(ଦୁର୍ଗା କୀର୍ତ୍ତି):ସରକାର ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସଜାଡିବାରେ ଲାଗିଛନ୍ତି। ଛାତ୍ରୀଛାତ୍ରଙ୍କ ନିମନ୍ତେ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବହି, ଡ୍ରେସ, ଜୋତା ଓ ସାଇକେଲ ବଣ୍ଟନ ଆଦି କେତେ କଣ ଯୋଜନା କରୁଛନ୍ତି। କିନ୍ତୁ…

ରେଳ ଧାରଣାରୁ ମିଳିଲା ବୃଦ୍ଧଙ୍କ ମୃତଦେହ: ଗୁଣି ସନ୍ଦେହରେ ହତ୍ୟା ଅଭିଯୋଗ

ରାୟଗଡ଼ା/ଲାଞ୍ଜିଗଡ଼,୫।୮: ରାୟଗଡ଼ା ଜିଲା ଦହିଖାଲ ରେଳ ଧାରଣାରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧ ଜଣକ ଜୁଲାଇ ୩୦ ତାରିଖରୁ ନିଖୋଜ ଥିଲେ।…

ରାଜ୍ୟରେ ମହିଳା ଅସୁରକ୍ଷିତ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର

କେସିଙ୍ଗା,୫।୮(ତୁମେଶ୍ୱର ସାହୁ): ବିଜୁ ଯୁବ ଛାତ୍ର ଜନତା ଦଳ କଳାହାଣ୍ଡି ,କେସିଙ୍ଗା ଶାଖା ପକ୍ଷରୁ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଥାନାର ଆଇଆଇସିଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସହରସ୍ଥିତ ଆମ୍ବେଦକର ଛକ ଠାରୁ ସମସ୍ତ ବିଜୁ ଯୁବ ଛାତ୍ରଙ୍କ…

ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟିତ: ନିରାଶ୍ରୟଙ୍କୁ ମିଳିବ ଆଶ୍ରୟ

କେସିଙ୍ଗା,୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ନବନିର୍ମିତ ବିଭିନ୍ନ ପ୍ରକଳ୍ପକୁ ଅଧ୍ୟକ୍ଷ ନୃପରାଜ ଯାଦବ, କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି। ୱାର୍ଡ ନ ୬ କଲୋନୀ ପଡ଼ାରେ…

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ

ଭବନୀପାଟଣା,୫।୮(ଉତ୍ତମ କୁମାର ଦାଶ)-ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗତ ଗୁରୁବାର ପୂବାହ୍ନରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଭେଜିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ କ୍ରାଇମବ୍ରାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?